ସରକାରୀ ଅଧିକାରୀ ହୋଇପାରିବେନି ଏସ୍ଇସି
ନୂଆଦିଲ୍ଲୀ,୧୩।୩ (ପି.ଟି.): ସରକାରରେ ନିଯୁକ୍ତ କୌଣସି ଅଧିକାରୀ ରାଜ୍ୟ ନିର୍ବାଚନ କମିଶନର (ଏସ୍ଇସି) ଭାବେ କାର୍ଯ୍ୟ କରିପାରିବେ ନାହିଁ। ସୁପ୍ରିମକୋର୍ଟ ଶୁକ୍ରବାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଗୋଆ ସରକାର ରାଜ୍ୟର ଆଇନ ସଚିବଙ୍କୁ ଏସ୍ଇସି ଭାବେ ଅତିରିକ୍ତ...
ଗଣତାନ୍ତ୍ରିକ ମୂଲ୍ୟବୋଧରୁ ଏକତା
କୋଲକାତା,୧୩।୩ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆକ୍ରମଣାତ୍ମକ ଚାଇନାର ପ୍ରଭାବ ବଢ଼ୁଥିବାରୁ ମଏହାର ମୁକାବିଲା ପାଇଁ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଏକାଠି ହୋଇଛନ୍ତି। ଏମାନେ ମିଶି ଚତୁଃରାଷ୍ଟ୍ରୀୟ ମେଣ୍ଟ (କ୍ୱାଡ୍) ଗଠନ କରିଛନ୍ତି। କ୍ୱାଡ୍ ନେତାମାନଙ୍କର ପ୍ରଥମ...
ଖାଲରେ କେନ୍ଦ୍ର ପରିବହନ ମନ୍ତ୍ରୀ
ନୂଆଦିଲ୍ଲୀ,୧୨ା୩: ୧୯୮୦ ଦଶକରେ ସ୍ବିଡେନର ଏକ ରେଡିଓ ପକ୍ଷରୁ ପ୍ରସାରିତ ରିପୋର୍ଟରେ ବୋଫର୍ସ ମାମଲାର ପର୍ଦ୍ଦାଫାଶ ହୋଇଥିଲା। ଭାରତକୁ ବିକ୍ରି କରାଯାଇଥିବା ବୋଫର୍ସ ତୋପରେ ବିପୁଳ ଲାଞ୍ଚ କାରବାର ହୋଇଥିବା ଏଥିରେ ଅଭିଯୋଗ ଅଣାଯାଇଥିଲା। ଏହା ଭାରତରେ ରାଜନୈତିକ ଝଡ଼...
ମୃତ୍ୟୁ ଠାରୁ କେହି ଲୁଚି ପାରିବେ ନାହିଁ
ଗୁରଗାଓଁ,୧୨।୩ : ବର୍ଷାରୁ ଲୁଚିବାକୁ ଯାଇ ଆଶ୍ରୟ ନେଇଥିଲେ ଗଛ ତଳେ। ହେଲେ ତାହା ଥିଲା ମୃତ୍ୟୁର କୋଳ। ଗଛ ଉପରେ ବଜ୍ରପାତ ପଡ଼ିବାରୁ ଚାଲିଗଲା ଜଣଙ୍କ ଜୀବନ। ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ହରିୟାଣାର ଗୁରଗାଓଁର...
ବିବାହ ପାଇଁ କନ୍ୟା ନ ମିଳିବାରୁ ଥାନାରେ ଯୁବକ
ମୁଜାଫରାନଗର,୧୨।୩ : ଉତ୍ତର ପ୍ରଦେଶର ଶାମଲି ଜିଲାର ପୋଲିସକୁ ମିଳିଛି ଏକ ଅସାଧାରଣ ଅନୁରୋଧ। ବିବାହ ପାଇଁ କନ୍ୟା ନ ମିଳିବାରୁ ପୋଲିସର ସାହାଯ୍ୟ ମାଗିଛନ୍ତି ଜଣେ ୨ ଫୁଟିଆ ଯୁବକ। ପରିବାର ବର୍ଗ ବାହା କରେଇ ଦେଉ ନ...
ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ମମତା, ହ୍ବିଲ୍ ଚେୟାରରେ ବସି ଘରକୁ ଫେରିଲେ
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ସ୍ଥିତ ଏସ୍ଏସ୍କେଏମ୍ ହସ୍ପିଟାଲରୁ ଶୁକ୍ରବାର ଡିସ୍ଚାର୍ଜ ହୋଇଛନ୍ତି। ମମତା ଏକ ହ୍ବିଲ୍ ଚେୟାରରେ ବସି କାଳିଘାଟ ସ୍ଥିତ ଘରକୁ ଫେରିଛନ୍ତି। ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ସୂଚନା ଯୋଗ୍ୟ, ମମତା...
ମହିଳାଙ୍କ ଉପରେ ଆକ୍ରମଣ: ପକ୍ଷ ରଖିଲେ ଜମାଟୋ ଡେଲିଭରି ବୟ
ବେଙ୍ଗାଲୁରୁ,୧୨।୩ : ସୋସିଆଲ ମିଡିଆରେ ଭିଡିଓରେ ଜମାଟୋ ଡେଲିଭରି ବୟଙ୍କ ଦ୍ୱାରା ଆକ୍ରମଣର ଶୀକାର ହୋଇଥିବା ବେଙ୍ଗାଲୁରୁର ଜଣେ ମହିଳା ଅଭିଯୋଗ ଆଣିବାର ଦୁଇ ଦିନ ପରେ ନିଜ ପକ୍ଷ ରଖିଛନ୍ତି କାମରାଜ ( ଡେଲିଭରି ବୟ)। ଏହି ଘଟଣାର...
ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରୁ ବାଦ ପଡ଼ିଲେ ଜି-୨୩ ନେତା
ନୂଆଦିଲ୍ଲୀ,୧୨।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୩୦ଜଣ ଷ୍ଟାର ପ୍ରଚାରକ ନାଁ ଘୋଷଣା କରିଛି। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍,...
୮୦ ବର୍ଷୀୟ ଦମ୍ପତିଙ୍କୁ ୧୦ ବର୍ଷର ଜେଲ
ମୁମ୍ବାଇ,୧୨।୩ : ୨୦୧୩ରେ ଜଣେ ୪ ବର୍ଷୀୟା ନାବାଳିକାକୁ ଯୌନ ନିର୍ଯ୍ୟାତନା ମାମଲାରେ ୮୦ ବର୍ଷୀୟ ଦମ୍ପତିଙ୍କୁ ୧୦ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ। ଦମ୍ପତିଙ୍କୁ ଭାରତୀୟ ପିଙ୍ଗଳ କୋଡ୍ ଧାରା ୬ (ଯୌନ...
ପଶ୍ଚିମବଙ୍ଗ ନିର୍ବାଚନ: ୩୦ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କଲା କଂଗ୍ରେସ
ନୂଆଦିଲ୍ଲୀ,୧୨ ।୩: ପଶ୍ଚିମବଙ୍ଗ ନିର୍ବାଚନର ହଟ୍ ସିଟ୍ ନନ୍ଦିଗ୍ରାମ ପାଇଁ ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭଜପା)ର ଶୁଭେନ୍ଦୁ ଅଧିକାରୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରୁ ନିଜର ପ୍ରାର୍ଥିପତ୍ର ଦାଖଲ...
କରୋନା ମହାମାରୀକୁ ଦୂରେଇବା ପାଇଁ ମୁମ୍ବାଇ ପୋଲିସର ମଜାଦାର ପୋଷ୍ଟ
ମୁମ୍ବାଇ,୧୨ ।୩: କରୋନା ମହାମାରୀକୁ ନେଇ ବିଭିନ୍ନ ରାଜ୍ୟର ପୋଲିସଙ୍କ ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପୋଲିସ ଲୋକଙ୍କୁ ସଚେତନ କରୁଛି । ମୁମ୍ବାଇ ପୋଲିସର ଇନଷ୍ଟାଗ୍ରାମ ଏକାଉଣ୍ଟ ଏଥିପାଇଁ...
କୋଏମ୍ବାଟୁରରୁ ନିର୍ବାଚନ ଲଢିବେ କମଲ ହାସନ
ଚେନ୍ନାଇ,୧୨ ।୩: ତାମିଲନାଡୁରେ ମକ୍କତ ନିଧି ମୟମ(ଏମ୍ଏନ୍ଏମ୍) ଦଳ ଘୋଷଣା କରିଛି ଯେ ଏହାର ସଂସ୍ଥାପକ ତଥା ଅଭିନେତା କମଲ ହାସନ କୋଏମ୍ବାଟୁର ସାଉଥରୁ ନିଜର ଭାଗ୍ୟ ପରୀକ୍ଷା କରିବେ । ଏହା ପୂର୍ବରୁ ତାଙ୍କ ଦଳ ୬ ଏପ୍ରିଲରେ...
Archives


