ଜାତୀୟ

କୂଅରୁ ମିଳିଲା ୧୧ ମୃତଦେହ

ଭୋପାଳ,୧୭।୭: ମଧ୍ୟପ୍ରଦେଶର ବିଦିଶା ଜିଲାର ଗଞ୍ଜବାସୌଦା ଅଞ୍ଚଳର ଲାଲ ପାତର ଗ୍ରାମରେ କୂଅ ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। କୂଅରୁ ୧୧ ମୃତଦେହ ମିଳିବା ପରେ ଶୁକ୍ରବାର ମଧ୍ୟରାତ୍ରି ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ। ଏହି ଘଟଣାରେ…

ସମସ୍ତ କରୋନା ପଜିଟିଭ ରୋଗୀଙ୍କର ଟିବି ପରୀକ୍ଷା ହେଉ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭ ।୭: କରୋନା ମହାମାରୀ ବେଳକୁ ବେଳ ତା’ର ନୂଆ ରୂପ ଦେଖାଇ ଚାଲିଥିବା ବେଳେ ବେଳକୁ ବେଳ ଭୟ ବି ଲୋକଙ୍କ ମନରୁ ଯାଇ ପାରୁନି । କରୋନା ଭାଇରସକୁ ନେଇ ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ସମସ୍ତ କରୋନା…

ଅନିତା ଯାଦବଙ୍କୁ କାହିଁକି ଭେଟିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ଲକ୍ଷ୍ନୌ,୧୭ ।୭: କଂଗ୍ରେସ ମହାସଚିବ ତଥା ଉତ୍ତର ପ୍ରଦେଶ ପ୍ରଭାରି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୩ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯାଇଛନ୍ତି । ଶନିବାର ସକାଳେ ସେ ଲଖିମପୁର ଖିରି ପହଞ୍ଚିଲେ । ସେଠାରେ ପ୍ରିୟଙ୍କା କେତେଜଣ ମହିଳାଙ୍କୁ ଭେଟିଥିଲେ…

ସୁନ୍ଦରଲାଲ ବହୁଗୁଣାଙ୍କୁ ଭାରତ ରତ୍ନ ପାଇଁ ଦାବି କଲେ କେଜରିୱାଲ

ନୂଆଦିଲ୍ଲୀ,୧୭ ।୭: ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏବେଠାରୁ କିନ୍ତୁ ସବୁ ରାଜନୈତିକ ଦଳ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଦିଲ୍ଲୀର ଶାସକ ଦଳ ଆମ ଆଦମୀ ପାର୍ଟି(ଏଏପି) ପ୍ରଥମ କରି…

ଶାରୀରିକ ସମ୍ପର୍କ ବିନା ହୋଇଥିବା ନିର୍ଯାତନା ମଧ୍ୟ ବଳାତ୍କାର, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ମୁମ୍ବାଇ,୧୭।୭: ଶାରୀରିକ ସମ୍ପର୍କ ନ ରକ୍ଷା କରି ଯଦି ନିର୍ଯାତନା ଦିଆଯାଏ ତାକୁ ମଧ୍ୟ ବଳାତ୍କାର କୁହାଯିବ ବୋଲି ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଆଯାଇଛି। ଏହି ମାମଲାରେ କୋର୍ଟ ଜଣେ ୩୩ ବର୍ଷ ବୟସ୍କ ବ୍ୟକ୍ତିଙ୍କର ପୂର୍ବ…

ଦିଦିରୁ ଆମ୍ମା ହୋଇଗଲେ ମମତା!

କୋଲକାତା,୧୭ ।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଏକ ଭିନ୍ନ ପରିଚୟ ତାମିଲନାଡୁରେ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର ଦିଦି ଏବେ ଆମ୍ମା ହୋଇଯାଇଛନ୍ତି । ଏହାର ପ୍ରମାଣ ଦେଉଛି ଦକ୍ଷିଣ ଭାରତୀୟ ରାଜ୍ୟର ପାଚିରିରେ ଅଙ୍କା ଯାଇଥିବା ତାଙ୍କ ଚିତ୍ର…

ମୋଦିଙ୍କୁ ଭେଟିଲେ ଏନ୍‌ସିପି ନେତା

ନୂଆଦିଲ୍ଲୀ,୧୭।୭: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ବାର ଶନିବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଦିଲ୍ଲୀ ସ୍ଥିତ ମୋଦିଙ୍କ ବାସଭବନରେ ଏହି ବୈଠକ ପ୍ରାୟ ୧ଘଣ୍ଟା ଧରି ଚାଲିଥିଲା। ତେବେ ଏଥିରେ ଦୁହିଁଙ୍କ ଭିତରେ କେଉଁ…

ନିଜ ବିବାହରେ ଶୋଇପଡ଼ିଲେ ବର: କନ୍ୟାଙ୍କ ଥିଲା ଏଭଳି ପ୍ରତିକ୍ରିୟା

ଭାରତୀୟ ବିବାହ କାର୍ଯ୍ୟକ୍ରମରେ ଭରପୁର ଡ୍ରାମା ଓ କମେଡି ଭରି ରହିଥାଏ। ପ୍ରାୟ ସମୟରେ ବିବାହର ଅନେକ ଫନି ଭିଡ଼ିଓମାନ ଭାଇରାଲ ହୋଇଥାଏ। ଯାହାକୁ ଦେଖିଲେ ଯେକେହିବି ନିଜର ହସକୁ ଅଟକାଇ ପାରିବେନି। ନିକଟରେ ସୋସିଆଲ ମିଡିଆରେ କିଛି ଏଭଳି ଏକ…

ଇସ୍ତଫା ଦେଇ ପାରନ୍ତି ୟେଦୁରପ୍ପା

ନୂଆଦିଲ୍ଲୀ,୧୭ ।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହୁ ନ ଥିବାରୁ ସେ କୁଆଡେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ହେଲେ ଏଭଳି…

ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ସାବରିମାଲା

ଥିରୁଭାନନ୍ତପୁରମ,୧୭।୭: କରୋନା କାଳରେ ଦୀର୍ଘ ଦିନ ପରେ ଖୋଲିଲା କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିର। ପାରମ୍ପରିକ ମାସିକ ପୂଜା ପାଇଁ ଜୁଲାଇ ୧୭ରୁ ଜୁଲାଇ ୨୧ ପର୍ଯ୍ୟନ୍ତ ଅର୍ଥାତ୍‌ ୫ଦିନ ଲାଗି ଭଗବାନ ଆୟପ୍ପାଙ୍କ ମନ୍ଦିରକୁ ଖୋଲାଯାଇଛି। ପ୍ରତିଦିନ ସର୍ବାଧିକ ୫ହଜାର…

ସୀମାରେ ରହିବନି ଗଳାବାଟ, ଅନୁପ୍ରବେଶ ହେବ ବନ୍ଦ…

ନୂଆଦିଲ୍ଲୀ,୧୭।୭: ଭାରତର ସୀମା ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ୨୦୨୨ ସୁଦ୍ଧା ସୀମାରେ କୌଣସି ଗଳାବାଟ ରହିବନି। ଯେଉଁ ଦେଶର ସୀମା ଯେତେ ସୁଦୃଢ଼ ସେ ଦେଶ ସେତେ ସୁରକ୍ଷିତ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ସର୍ବଦଳୀୟ ବୈଠକ ଡକାଇଲେ ରାଜ୍ୟ ସଭା ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୭।୭: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କିଆ ନାଇଡୁ ବିଭିନ୍ନ ରାଜନୈତିକ ଦଳ ସହ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଜୁଲାଇ ୧୯ ଅର୍ଥାତ୍‌ ସୋମବାରରୁ କରୋନା ପ୍ରେଟୋକଲ୍‌ ଅନୁଯାୟୀ ସଂସଦର ମୌସୁମୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri