ମୋବାଇଲ୍ ସିମ୍ ଭଳି ବିଦ୍ୟୁତ୍ ସଂଯୋଗ ବି ବଦଳାଇ ପାରିବେ ଉପଭୋକ୍ତା…
ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗାମୀ କିଛି ଦିନ ମଧ୍ୟରେ ବିଦ୍ୟୁତ୍ ସଂଶୋଧନ ବିଲ୍, ୨୦୨୧ ଅଣାଯିବାର ଯୋଜନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ସମ୍ମୁଖରେ ଅନୁମୋଦନ ପାଇଁ ଏହାକୁ ଉପସ୍ଥାପନ କରାଯିବାର ସମ୍ଭାବନା ରହିଥିବା ନେଇ ଚର୍ଚ୍ଚା ହେଉଛି।…
ଅଲମ୍ପିକ୍ରେ ତ୍ରିରଙ୍ଗା ଦେଖି ଦେଶବାସୀ ରୋମାଞ୍ଚିତ…
ନୂଆଦିଲ୍ଲୀ,୨୫।୭: ଟୋକିଓ ଅଲମ୍ପିକ୍ରେ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାକୁ ଦେଖି ଦେଶବାସୀ ରୋମାଞ୍ଚିତ ହୋଇଉଠିଛନ୍ତି। କରୋନା ମହାମାରୀରେ ବି ଲୋକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୯ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ରବିବାର…
ଫାଶୀ ବଦଳରେ ଆଜୀବନ କାରାଦଣ୍ଡ ଗୁହାରି…
ଲକ୍ଷ୍ନୌ,୨୫।୭: ପ୍ରେମ ପାଇଁ ନିଜ ପରିବାରର ୭ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଶବନମ୍ଙ୍କୁ ଫାଶୀ ଦଣ୍ଡାଦେଶ କରାଯାଇଛି। ଏପରିସ୍ଥଳେ ଫାଶୀରୁ ମୁକ୍ତି ଲାଗି ଶବନମ୍ ପ୍ରୟାସ ଜାରି ରଖିଛନ୍ତି। ଫାଶୀ ବଦଳରେ ଆଜୀବନ କାରାଦଣ୍ଡ ନିମନ୍ତେ…
ଭାକ୍ସିନ୍ର ୨ ଡୋଜ୍ ସହିତ ବୁଷ୍ଟର ନେବା ମଧ୍ୟ ଆବଶ୍ୟକ…
ନୂଆଦିଲ୍ଲୀ,୨୫।୭: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଟିକାକରଣ ଅଭିଯାନ ଜାରି ରହିଛି। ଲୋକଙ୍କୁ ଭାକ୍ସିନ୍ର ୨ଟି ଡୋଜ୍ ଦିଆଯାଉଛି। ଏପରିସ୍ଥଳେ ଏମ୍ସ୍ ମୁଖ୍ୟ ରଣଦୀପ୍ ଗୁଲେରିଆ କହିଛନ୍ତି ଯେ, କରୋନା ଭୂତାଣୁର…
ଲଗାତାର ୨ ଦିନ ଧରି ଦୈନିକ ସଂକ୍ରମଣ ୪୦ ହଜାର ତଳେ…
ନୂଆଦିଲ୍ଲୀ,୨୫।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୨ ଦିନ ଧରି…
ଏଲ୍ପିଜି ସିଲିଣ୍ଡର ବିସ୍ଫୋରଣ: ୯ ମୃତ
ଅହମଦାବାଦ, ୨୫।୭: ଗୁଜରାଟର ଅହମଦାବାଦ ସହର ଉପକଣ୍ଠ ଏକ ଘରେ ଏଲ୍ପିଜି ସିଲିଣ୍ଡର ଗ୍ୟାସ୍ ଲିକ୍ରୁ ବିସ୍ଫୋରଣ ଘଟି ୪ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୦ ତାରିଖରେ ଏହି ବିସ୍ଫୋରଣ ଘଟିଥିଲା। ଗୁରୁତର ଆହତ ହୋଇଥିବା…
ମହାରାଷ୍ଟ୍ରରେ ଜେଇଇ ପରୀକ୍ଷାର୍ଥୀଙ୍କୁ ମିଳିବ ଆଉ ଏକ ସୁଯୋଗ
ନୂଆଦିଲ୍ଲୀ, ୨୫।୭: ଜେଇଇ (ମେନ୍) ପରୀକ୍ଷା ଜୁଲାଇ ୨୦, ୨୨, ୨୫ ଏବଂ ୨୭ରେ ଦେଶ ତଥା ବିଦେଶରେ ୩୩୪ଟି ସହରରେ ହେଉଛି। ତେବେ ମହାରାଷ୍ଟ୍ରରେ ପ୍ରବଳ ବର୍ଷାଜନିତ ବନ୍ୟା ଓ ଭୂସ୍ଖଳନକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳର ଛାତ୍ରୀଛାତ୍ରଙ୍କୁ ଆଉ…
କାଶୀ ବିଶ୍ୱନାଥ ଟ୍ରଷ୍ଟକୁ ଜମି ଦେଲା ଜ୍ଞାନବାପି ମସ୍ଜିଦ
ବାରାଣସୀ, ୨୫।୭: ବାରାଣସୀର ଶ୍ରୀ କାଶୀ ବିଶ୍ୱନାଥ ଟେମ୍ପଲ୍ ଟ୍ରଷ୍ଟକୁ ମୁସଲମାନ ସମ୍ପ୍ରଦାୟ ୧,୭୦୦ ବର୍ଗଫୁଟ ଜମି ଯୋଗାଇଦେବାକୁ ଘୋଷଣା କରିଛି। ଜ୍ଞାନବାପି ମସ୍ଜିଦ ନିକଟରେ ଥିବା ଏହି ଜମିକୁ କାଶୀ ବିଶ୍ୱନାଥ ଧାମ୍ (କରିଡର)ର ବିକାଶ ପାଇଁ ବ୍ୟବହାର କରାଯିବ।…
୪୦ ସ୍ଥାନରେ ସିବିଆଇ ଚଢ଼ାଉ
ନୂଆଦିଲ୍ଲୀ/ଶ୍ରୀନଗର, ୨୫।୭: ବେଆଇନ ଅସ୍ତ୍ର ଲାଇସେନ୍ସ ମାମଲାର ତଦନ୍ତ କରୁଥିବା ସିବିଆଇ ଶନିବାର ୨ ଜଣ ଆଇଏଏସ୍ ଅଫିସରଙ୍କ ବାସଭବନ ସମେତ ଜମ୍ମୁ-କଶ୍ମୀର ଓ ଦିଲ୍ଲୀର ୪୦ଟି ସ୍ଥାନରେ ଚଢ଼ାଉ କରିଛି। ଅନ୍ୟମାନଙ୍କ ମଧ୍ୟରେ କଶ୍ମୀର ପ୍ରଶାସନିକ ଅଧିକାରୀ, ତତ୍କାଳୀନ ଜିଲା…
କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ନିକଟରେ ଦେଖାଯାଉଛି ବ୍ରେନ୍ ହାମରେଜ!
ନୂଆଦିଲ୍ଲୀ,୨୫ ।୭: ଏକ ଅଧ୍ୟୟନରୁ ଜଣାପଡିଛି କି କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହେବା ପରେ ଏଭଳି ରୋଗୀଙ୍କ ନିକଟରେ ଆହୁରି କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି । ଯାହା ଏମାନଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଇତିମଧ୍ୟରେ…
ଖୁବ୍ଶୀଘ୍ର ବ୍ୟାପୁଛି ଡେଲ୍ଟା-୩
ନୂଆଦିଲ୍ଲୀ,୨୫ ।୭: କରୋନା ଭାଇରସକୁ ନେଇ ଏହାର ନୂଆ ମ୍ୟୁଟେଶନ ବିଶେଷଜ୍ଞଙ୍କୁ ପୁଣିଥରେ ଚିନ୍ତାରେ ପକାଇ ଦେଇଛି । ଗତ କିଛି ସପ୍ତାହ ହେବ ଆମେରିକାରେ କରୋନାର ନୂଆ ସଂକ୍ରମଣ ଦେଖିବାକୁ ମିଳିଛି । ଏସବୁଥିରେ ଡେଲ୍ଟା-୩ ଭାରିଏଣ୍ଟ ମିଳିଛି ।…
ଗେହଲଟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚାଲିଛି ମନ୍ଥନ
ଜୟପୁର,୨୫ ।୭: ପଞ୍ଜାବ କଂଗ୍ରେସରେ କଳହ ସମ୍ପୂର୍ଣ୍ଣ ତୁଟି ନ ଥିବା ବେଳେ ଏପଟେ ରାଜସ୍ଥାନରେ ଆରମ୍ଭ ହୋଇ ଗଲାଣି ରାଜନୈତିକ ଉଷ୍ମତା । ଶନିବାର ରାତିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘରେ ପାଖାପାଖି ଅଢେଇ ଘଣ୍ଟାର ଏକ ବୈଠକ ବସିଥିବା…
Archives


