କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ
ନୂଆଦିଲ୍ଲୀ, ୨୯।୯(ପି.ଟି.): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହତ୍ୟା ଓ ବଳାତ୍କାର ମାମଲାଗୁଡ଼ିକର ସିବିଆଇ ତଦନ୍ତ ଅଦାଲତ ତତ୍ତ୍ୱାବଧାନରେ କରିବା ପାଇଁ କାଲ୍କାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶନାମା ବିରୋଧରେ ପଶ୍ଚିମବଙ୍ଗ ସରକାରଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ମଙ୍ଗଳବାର…
କଶ୍ମୀର, ଲଦାଖରେ ହେବ ୩୧ ଟନେଲ
ଗୁଲ୍ମାର୍ଗ, ୨୯।୯: କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର ଜୋଜିଳା ଗିରିପଥରେ ଏସିଆର ଦୀର୍ଘତମ ଟନେଲ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜମ୍ମୁ-କଶ୍ମୀର ଓ ଲଦାଖ ୫୨ କିଲୋମିଟର ଦୂରତା ମଧ୍ୟରେ ୩୧ ଟନେଲ…
ପଞ୍ଜାବ କଂଗ୍ରେସରେ ଘଡ଼ିକେ ଘୋଡ଼ା
ଚଣ୍ଡିଗଡ଼/ନୂଆଦିଲ୍ଲୀ,୨୯।୯: କ୍ରିକେଟରରୁ ରାଜନେତା ସାଜିଥିବା ନବଜୋତ୍ ସିଂ ସିଦ୍ଧୁ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପରେ ପଞ୍ଜାବ ରାଜନୀତିରେ ଅନିଶ୍ଚିତତା ଦେଖାଦେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ସମ୍ପର୍କରେ ପ୍ରଶ୍ନ କରାଯିବାରୁ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ସିଦ୍ଧୁଙ୍କ ଇସ୍ତଫା ସମ୍ପର୍କରେ…
ମାଡ଼ିଆସିଥିଲେ ୧୦୦ ଚାଇନା ସୈନ୍ୟ
ଡେରାଡୁନ/ନୂଆଦିଲ୍ଲୀ,୨୯।୯(ପି.ଟି.): ଏଲ୍ଏସି ଠିକ୍ ଭାବେ ନିର୍ଦ୍ଧାରଣ ହୋଇ ନ ଥିବାରୁ ଭାରତ-ଚାଇନା ସୀମାରେ ଅନେକ ସମୟରେ ଦ୍ୱନ୍ଦ୍ୱ ଓ ବିବାଦ ସୃଷ୍ଟି ହେଉଛି। ଏହି କ୍ରମରେ ଅଗଷ୍ଟ ୩୦ରେ ୧୦୦ରୁ ଊର୍ଦ୍ଧ୍ୱ ପିଏଲ୍ଏ ସୈନ୍ୟ ଉତ୍ତରାଖଣ୍ଡର ବାରାହୋତିକୁ ଅନୁପ୍ରବେଶ କରି ଭଙ୍ଗାରୁଜା…
ସିପିଆଇ ଅଫିସରୁ ଏସି ନେଇଗଲେ କହ୍ନେୟା
ନୂଆଦିଲ୍ଲୀ,୨୮।୯: କଂଗ୍ରେସର ଯୋଗ ଦେବାର କିଛି ଘଣ୍ଟା ପୂର୍ବରୁ କହ୍ନେୟା କୁମାର ପାଟନାସ୍ଥିତ ସିପିଆଇ ଅଫିସରୁ ଏସି ଖୋଳି ନେଇ ଯାଇଛନ୍ତି। ସିପିଆଇର ରାଜ୍ୟ କାର୍ଯ୍ୟାଳୟରେ ସେ ନିଜ ଖର୍ଚ୍ଚରେ ଏସି ଲଗାଇଥିଲେ। ଏସି ଫେରାଇ ନେବା ପାଇଁ କହ୍ନେୟାଙ୍କୁ ବିହାର…
ମଳଦ୍ୱାରରେ ଲୁଚାଇଥିଲେ ୪୨ ଲକ୍ଷର ସୁନା
ନୂଆଦିଲ୍ଲୀ,୨୮।୯: ଇମ୍ଫାଲ ବିମାନ ବନ୍ଦରରେ ସୋମବାର କେନ୍ଦ୍ରୀୟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍ଏଫ୍) ଜଣେ ଯାତ୍ରୀଙ୍କଠାରୁ ୯୦୦ ଗ୍ରାମର ସୂନା ପେଷ୍ଟ ଜବତ କରାଯାଇଛି। ଜବତ ହୋଇଥିବା ୪ ପ୍ୟାକେଟ୍ ଭର୍ତ୍ତି ସୁନାର ମୂଲ୍ୟ ୪୨ ଲକ୍ଷ ଟଙ୍କା ହେବ। ମହମ୍ମଦ…
ସିଦ୍ଧୁଙ୍କ ପରେ କଂଗ୍ରେସକୁ ଆଉ ଏକ ଝଟ୍କା
ଚଣ୍ଡିଗଡ଼,୨୮ ।୯: ନବଜୋତ ସିଂ ସିଦ୍ଧୁ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିବା ପରେ ପଞ୍ଜାବ ରାଜନୀତି ହୋଇଛି ଆହୁରି ସରଗରମ । ସିଦ୍ଧୁଙ୍କ ପରେ ଏବେ ତାଙ୍କ ନିକଟତର ଥିବା ନେତାମାନେ ଇସ୍ତଫା ଦେବା ଆରମ୍ଭ କରିଛନ୍ତି । ଏହି କ୍ରମରେ…
କଂଗ୍ରେସ ଏକ ବଡ଼ ଜାହାଜ, ଏହାକୁ ବୁଡ଼ିଯିବାରୁ ରକ୍ଷା କରିବାକୁ ହେବ: କହ୍ନେୟା କୁମାର
ନୂଆଦିଲ୍ଲୀ,୨୮।୯: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍ୟୁ) ଛାତ୍ର ସଂଗଠନର ପୂର୍ବତନ ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, କଂଗ୍ରେସ ଏକ ବଡ଼ ଜାହାଜ। ଏହାକୁ ବୁଡିଯିବାରୁ ରକ୍ଷା କରିବାକୁ ହେବ।…
ରାଣା ଗୁରଜିତ ସିଂଙ୍କୁ ନେଇ ସରଗରମ ପଞ୍ଜାବ ରାଜନୀତି
ଚଣ୍ଡିଗଡ଼,୨୮ ।୯: ପଞ୍ଜାବ ରାଜନୀତିରେ ସଂଘର୍ଷ ଲାଗି ରହିଛି । କଂଗ୍ରେସ ଶାସିତ ଏହି ରାଜ୍ୟରେ ସବୁବେଳେ କିଛି ନା କିଛି ଅସୁବିଧା ପରିଲକ୍ଷିତ ହେଉଛି । ଏହି କାରଣରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେଇଥିବା…
ଅମରିନ୍ଦରଙ୍କ ସ୍ତ୍ରୀଙ୍କ କଟାକ୍ଷ: ସିଦ୍ଧୁଙ୍କୁ ବାଳୁଙ୍ଗା ପିଲା ପରି ବ୍ୟବହାର କରିବା ଉଚିତ ନୁହେଁ
ଚଣ୍ଡିଗଡ଼,୨୮।୯: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ। ସେ ନିଜର ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଇଛନ୍ତି। ପଞ୍ଜାବର ଭବିଷ୍ୟତ ସହ କୌଣସି ସାଲିସ କରିପାରିବି ନାହିଁ ବୋଲି ସିଦ୍ଧୁ କହିଥିବା ବେଳେ…
କଂଗ୍ରେସରେ ଯୋଗ ଦେଲେ କହ୍ନେୟା କୁମାର, ଜିଗ୍ନେଶ ମେୱାନି
ନୂଆଦିଲ୍ଲୀ,୨୮ ।୯: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍ୟୁ)ର ପୂର୍ବତନ ଛାତ୍ର ନେତା ତଥା ସିପିଆଇ ନେତା କହ୍ନେୟା କୁମାର ଓ ଗୁଜରାଟର ନିର୍ଦ୍ଦଳୀୟ ବିଧାୟକ ଜିଗ୍ନେଶ ମେୱାନି ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଦୁଇଜଣ ଯାକ ନେତା କଂଗ୍ରେସର…
ସିଦ୍ଧୁଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର
ଚଣ୍ଡିଗଡ଼,୨୮ ।୯: ମାତ୍ର ୭୨ ଦିନର ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ଏବେ ପଞ୍ଜାବ ରାଜନୀତିରେ ପୁଣି ସଂଘର୍ଷ ଆରମ୍ଭ ହୋଇଛି । ସିଦ୍ଧୁଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସବୁବେଳେ ଅହିନକୁଳ…
Archives


