Posted inଜାତୀୟ

ଚାଇନା ସୀମାକୁ ପଠାଇଲା ବୋମା ବର୍ଷି ବିମାନ

ନୂଆଦିଲ୍ଲୀ,୧୯ ।୧୧: ଭାରତ ସହ ଲଦ୍ଦାଖ ସୀମାରେ ଲାଗିରହିଥିବା ବିବାଦ ମଧ୍ୟରେ ଚାଇନା ଏଲ୍‌ଏସିରେ ବୋମା ବର୍ଷି ଏଚ୍‌-୬କେ ବିମାନ ମୁତୟନ କରିଦେଇଛି । ଯାହା ସିଜେ-୨୦ ମିଶାଇଲଠାରୁ ଅଧିକ କ୍ଷମତା ରଖେ । ମିଶାଇଲର ଆକ୍ରମଣ କ୍ଷମତା ଦିଲ୍ଲୀ ପର୍ଯ୍ୟନ୍ତ ବୋଲି କୁହାଯାଉଛି । ହେଲେ ଚାଇନାର ଜଣେ ପ୍ରତିରକ୍ଷା ବିଶେଷଜ୍ଞ ବିମାନରେ ଏହି ମିଶାଇଲ ନ ଥିବା କହିଛନ୍ତି । ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ସୂଚନା ଅନୁସାରେ ବେଜିଂ ନିକଟରେ ମୁତୟନ ଥିବା ଏହି ବିମାନକୁ ଚାଇନାର ସିନଜିୟାଙ୍ଗ ଅଞ୍ଚଳକୁ ପଠାଇ ଦିଆଯାଇଛି । ସେନା ବିଶେଷଜ୍ଞଙ୍କ କହିବା କଥା ହେଲା ଏହି ବମ୍ବର କିଛି ଆଧୁନିକ ଟେକନିକରେ ଭରପୁର ରହିଛି । ଚାଇନା ଚଳିତ ବର୍ଷ ଜାନୁୟାରୀରେ ତାଇୱାନର ଏୟାର ସ୍ପେଶରେ ବି ଏହି ଏୟାରକ୍ରାପ୍ଟକୁ ପଠାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ରେଲଓ୍ବେ ଇଞ୍ଜିନିୟର ଗିରଫ

ନୂଆଦିଲ୍ଲୀ,୬।୨: ୨ କୋଟି ଟଙ୍କା ଲାଞ୍ଚ କାରବାର ଅଭିଯୋଗରେ ସିବିଆଇ ଉତ୍ତରପୂର୍ବ ଫ୍ରଣ୍ଟିୟର ରେଲଓ୍ବେ ଜୋନ୍‌ର ୨ଇଞ୍ଜିନିୟରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ବରିଷ୍ଠ...

ସେନା ପକ୍ଷରୁ ସ୍ପଷ୍ଟୀକରଣ: ନିଯୁକ୍ତି ପ୍ରକ୍ରିୟାରେ ଜାତି ପ୍ରମାଣ ପତ୍ର ପୂର୍ବରୁ ମଧ୍ୟ ମଗାଯାଉଥିଲା

ନୂଆଦିଲ୍ଲୀ,୧୯।୭: ଅଗ୍ନିବୀର ଭର୍ତ୍ତି ପ୍ରକ୍ରିୟାରେ ଜାତି ଏବଂ ଧର୍ମ ପ୍ରମାଣ ପତ୍ର ଦେଖାଇବାକୁ ନେଇ ଅନେକ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର ସେନା ପକ୍ଷରୁ ଏନେଇ...

କ୍ୟାମ୍ପବେଲ୍‌ ଏୟାର ଇଣ୍ଡିଆ ସିଇଓ

ନୂଆଦିଲ୍ଲୀ,୧୩।୫(ପି.ଟି.):ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ତଥା ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଭାବେ ସ୍କୁଟ୍‌ ସିଇଓ କ୍ୟାମ୍ପ୍‌ବେଲ୍‌ ଓ୍ବିଲସନଙ୍କୁ ଟାଟା ସନ୍ସ ନିଯୁକ୍ତି ଦେଇଛି।...

ପ୍ରାଣନାଶକ ସୂକ୍ଷ୍ମ ବାୟୁ ପ୍ରଦୂଷକ: ଘଣ୍ଟାଏରେ ହୋଇପାରେ ହୃଦ୍‌ଘାତ

ନୂଆଦିଲ୍ଲୀ, ୨୪।୪: ସମ୍ପ୍ରତି ବାୟୁ ପ୍ରଦୂଷଣର ବିପଜ୍ଜନକ ସ୍ତର ବୈଶ୍ୱିକସ୍ତରରେ ଚିନ୍ତାର ବିଷୟ। ପ୍ରଦୂଷିତ ବାୟୁକୁ ନିଃଶ୍ୱାସପ୍ରଶ୍ୱାସରେ ଗ୍ରହଣ କଲେ କିଛି ସମୟ ମଧ୍ୟରେ ତାହା...

ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ: ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୬।୮: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ। ଏହି ଅବସରରେ ନୂଆଦିଲ୍ଲୀରେ ଥିବା ତାଙ୍କ ସ୍ମୃତିସ୍ଥଳ ‘ସଦା ଅଟଳ’ରେ...

କରୋନା ଭାକ୍ସିନ୍‌ର ପରୀକ୍ଷାମୂଳକ ଡୋଜ୍‌ ନେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋହତକ,୨୦।୧୧: କରୋନା ଲଢେଇ ମଧ୍ୟରେ ଭାରତ ବାୟୋଟେକର କୋଭାକ୍ସିନର ତୃତୀୟ ପରୀକ୍ଷା ଶୁକ୍ରବାରଠାରୁ ହରିୟାଣାର ରୋହତକରୁ ଆରମ୍ଭ ହୋଇଛି। କରୋନା ଟିକା କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ...

ଫୋନ୍‌ରେ ହତ୍ୟା ଧମକ ମିଳୁଛି

ହାଇଦ୍ରାବାଦ,୧୫।୧୧: ଟିଆର୍‌ଏସ୍‌ର ୪ ବିଧାୟକଙ୍କୁ କିଣିବା ପାଇଁ ଭାଜପା ଟଙ୍କା ଯାଚିଥିବା ସେମାନେ ପୂର୍ବରୁ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗକ୍ରମେ ତେଲଙ୍ଗାନା ପୋଲିସ ୩ ଜଣଙ୍କୁ...

ରାଜନୈତିକ ସ୍ବାର୍ଥ ପାଇଁ ଭାରତ ଯୋଡ ଯାତ୍ରାରେ ଛୋଟପିଲା ସାମିଲ, ଏନସିପିସିଆର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି…

ନୂଆଦିଲ୍ଲୀ, ୧୩।୯ : ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନସିପିସିଆର) ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନକଟରେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ...

Advertisement
Archives

Model This Week