ଜାତୀୟ

୧୦୨ ସୋସିଆଲ ମିଡିଆ ୟୁଜର୍ସଙ୍କ ଉପରେ ୟୁଏପିଏରେ ମାମଲା ଦାୟର, ରହିଛନ୍ତି ସୁପ୍ରିମକୋର୍ଟର ୪ ଓକିଲ

ଅଗରତାଲା,୭ ।୧୧: ଅପରାଧ ଷଡଯନ୍ତ୍ର, ଠକେଇ ଭଳି ମାମଲାରେ ଜଡିତ ଥିବା ପ୍ରାୟ ୧୦୨ ସୋସିଆଲ ମିଡିଆ ଆକାଣ୍ଟଧାରୀଙ୍କ ବିରୋଧରେ ୟୁଏପିଏ ଅଧିନରେ ମାମଲା ଦାୟର କରାଯାଇଛି । ଏଥିରେ ସୁପ୍ରିମକୋର୍ଟର ୪ ଜଣ ଓକିଲ ଥିବା ସୂଚନା ମିଳିଛି ।…

ପ୍ରଧାନମନ୍ତ୍ରୀ ହେଲେ ପ୍ରଥମେ କ’ଣ କରିବେ ରାହୁଲ

ନୂଆଦିଲ୍ଲୀ,୭ ।୧୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାଇନାଡାର ଏମ୍‌ପି ରାହୁଲ ଗାନ୍ଧୀ ତାମିଲନାଡୁର ମୁଲଗୁମୁଦନର ସେଣ୍ଟ ଜୋସେଫ ସ୍କୁଲରେ ଏ ବର୍ଷର ଦୀପାବଳି ପାଳନ କରିଛନ୍ତି । ଏହି ସମୟରେ ସେ ସେଠାରେ ଥିବା କେତେଜଣ ଛାତ୍ରଙ୍କ ସହ କଥା…

ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲା: ସଞ୍ଜୟ ସିଂଙ୍କ ନେତୃତ୍ୱରେ ଦିଲ୍ଲୀ ଏନ୍‌ସିବିର ଏସ୍‌ଆଇଟି ଆରମ୍ଭ କଲା ଯାଞ୍ଚ, ୱାନଙ୍ଖଡେ ବି କରିବେ ସାହାଯ୍ୟ

ମୁମ୍ବାଇ,୬ ।୧୧: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ଦିଲ୍ଲୀ ଟିମ୍‌ରେ ଥିବା ଉପ ମହାନିର୍ଦ୍ଦେଶକ ସଞ୍ଜୟ ସିଙ୍କ ନେତୃତ୍ୱରେ ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାର ଯାଞ୍ଚ ଆରମ୍ଭ କରିଦେଇଛନ୍ତି । ଏହି ଟିମ୍ ୬ଟି ମାମଲାର ଯାଞ୍ଚ କରିବ । ଯାଞ୍ଚରେ ଏନ୍‌ସିବି…

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ମୋଦି ଦେବେ ଗୁରୁମନ୍ତ୍ର!

ନୂଆଦିଲ୍ଲୀ,୬ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହେବାକୁ ଯାଉଛି । ରବିବାର ସକାଳେ ଏହା ଆରମ୍ଭ ହେଉଥିବା ବେଳେ ଅପରାହ୍ନ ୩ଟାରେ ଶେଷ ହେବ ବୋଲି ଜଣାପଡିଛି । ଏହି ବୌଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ସିଦ୍ଧୁଙ୍କ ଉପରେ ବର୍ଷିଲେ ଆଡଭୋକେଟ ଜେନରାଲ

ଚଣ୍ଡିଗଡ଼,୬ ।୧୧: ପଞ୍ଜାବର ଆଡଭୋକେଟ ଜେନରାଲ ପଦରୁ ନିକଟରେ ଇସ୍ତଫା ଦେଇଥିବା ଏପିଏସ୍ ଦେୱଲ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଦେୱଲ କହିଛନ୍ତି କି ରାଜନୈତିକ ଫାଇଦା ପାଇଁ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ…

ମନି ଲଣ୍ଡରିଂ ମାମଲା: ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଦେଶମୁଖ

ନୂଆଦିଲ୍ଲୀ,୬ ।୧୧: ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସମସ୍ୟା କମିବାର ନାଁ ନେଉନି । ଶନିବାର ସେସନ୍ସ କୋର୍ଟ ତାଙ୍କୁ ୧୪ ଦନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ପ୍ରବର୍ତ୍ତନ…

ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ପ୍ରଚାର କଲେ ଆଲିଆ

ଚଣ୍ଡିଗଡ଼,୬ା୧୧: ଅଭିନେତ୍ରୀ ଆଲିଆ ଭଟ୍ଟ କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି। ଏହି କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓଟି ହରିୟାଣା ରାଜ୍ୟର କଂଗ୍ରେସ ସେବାଦଳର ଅଧିକାରିକ ଟୁଇଟର ପେଜ୍‌ରେ ଶେୟାର କରାଯାଇଛି। ଭିଡିଓରେ ଆଲିଆଙ୍କ ସହ ଅଭିନେତା…

ସିଭିଲ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ; ୧୦ ରୋଗୀ ମୃତ

ମୁମ୍ବାଇ,୬।୧୧: ମହାରାଷ୍ଟ୍ର ଅହମ୍ମଦନଗର ସିଭିଲ ହସ୍ପିଟାଲ ଆଇସିୟୁରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଆହାତ ହୋଇଛନ୍ତି। ଏ ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ…

ମୋଦିଙ୍କ ସେନା ପୋଷାକକୁ ନେଇ ପ୍ରଶ୍ନ ଉଠାଇଲେ ଦିଗ୍‌ବିଜୟ

ନୂଆଦିଲ୍ଲୀ,୬ ।୧୧: ଦୀପାବଳୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନାଙ୍କ ସହ ସୀମାରେ ଦୀପାବଳି ପାଳନ କରିଥିଲେ । ଏହି ଅବସରରେ ସେ ସେନା ପୋଷାକ ପିନ୍ଧିଥିବା ଦେଖାଯାଇଥିଲା । ଆଉ ଏବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା…

୫ ବର୍ଷର ରେକର୍ଡ ଭାଙ୍ଗିଲା ରାଜଧାନୀର ପ୍ରଦୂଷଣ

ନୂଆଦିଲ୍ଲୀ,୬ ।୧୧: ଦୀପାବଳିରେ ନିୟମ ନ ମାନି ବାଣ ଫୁଟାଇବା ପରେ ଏବେ ଦିଲ୍ଲୀ ଓ ଦିଲ୍ଲୀ ଏନ୍‌ସିଆର୍‌ର ବାୟୁ ପ୍ରଦୂଷିତ ହୋଇଯାଇଛି । ଯାହା ୫ ବର୍ଷର ରେକର୍ଡ ଭାଙ୍ଗିଛି । ଏବେ ରାଜଧାନୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ସବୁ…

ବନ୍ଦ ହେବ କେଦାରନାଥଙ୍କ ଦର୍ଶନ

ଡେରାଡୁନ,୬ ।୧୧: ଉତ୍ତରାଖଣ୍ଡର ୪ ଧାମ ମଧ୍ୟରୁ କେଦାରନାଥ ଓ ଯମୁନୋତ୍ରୀ ଧାମକୁ ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ କରି ଦିଆଯିବ । ଶୀତଦିନ ପାଇଁ ଶନିବାରଠାରୁ ଏହି ଦୁଇ ଧାମର କାଟ ବନ୍ଦ କରିଦିଆଯିବ ବୋଲି ସୂଚନା ମିଳିଛି ।…

ନାବାଳିକା ପୀଡ଼ିତାଙ୍କୁ ଗର୍ଭପାତ ଅନୁମତି

ନୂଆଦିଲ୍ଲୀ,୬।୧୧: ଜଣେ ୧୭ ବର୍ଷୀୟା ନାବାଳିକା ବଳାତ୍କାର ପୀଡ଼ିତାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଆଇନଗତ ଗର୍ଭପାତ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ପୀଡ଼ିତା। ଆବେଦନରେ ପୀଡ଼ିତା ଦର୍ଶାଇଥିଲେ ଯେ, ସେ ଜଣେ ନାବାଳିକା। ଛୋଟ ବୟସରେ ପ୍ରସବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri