ଜାତୀୟ

କେବେ ଦ୍ୱିତୀୟ ଲହରରୁ ମିଳିବ ମୁକ୍ତି, ସୂଚନା ଦେଲେ ବୈଜ୍ଞାନିକ…

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କେବେ ଦ୍ୱିତୀୟ ଲହରରୁ ଭାରତକୁ ମୁକ୍ତି ମିଳିବ ନେଇ ଅଶୋକ ବିଶ୍ୱବିଦ୍ୟାଳୟର ତ୍ରିବେଦି ସ୍କୁଲ୍‌ ଅଫ୍‌ ବାୟୋ ସାଇନ୍ସ୍‌ର ନିର୍ଦ୍ଦେଶକ ଖ୍ୟାତି...

ମୃତ୍ୟୁ ଘଟିଥିବା ନିର୍ବାଚନ କର୍ମଚାରୀଙ୍କ ପରିବାରକୁ ମିଳୁ କୋଟିଏ ଟଙ୍କାର ସହାୟତା: ହାଇକୋର୍ଟ …

ଲକ୍ଷ୍ନୌ,୧୨।୫: ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ନିଯୁକ୍ତ ହୋଇଥିବା କେତେକଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବା ନେଇ ଆହ୍ଲାବାଦ୍‌ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ଏହାର ବିଚାର କରି ବିଚାରପତି...

ବିବାହର ୫ ଘଣ୍ଟା ପରେ କନ୍ୟାଙ୍କ ହେଲା ମୃତ୍ୟୁ, ସ୍ବାମୀ ଦେଲେ ମୁଖାଗ୍ନି

ବିହାରର ମୁଙ୍ଗେରରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ବେଶ୍‌ ହସଖୁସିରେ ଚାଲିଥିଲା ବିବାହ। ସାତଫେରା ଏବଂ ସିନ୍ଦୁରଦାନ ମଧ୍ୟ ସରିଥିଲା। ପରେ କନ୍ୟାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ଏକ ବେସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ନିୟତିର...

ମଦ ଦୋକାନରେ କରୋନା ମାର୍ଗଦର୍ଶିକା ଉଲ୍ଲଂଘନ…

ନୋଏଡା,୧୨।୫: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଦେଶରେ ସଙ୍କଟ ଜାରି ରହିଛି। ଉତ୍ତରପ୍ରଦେଶରେ ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢୁଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କର ଚିନ୍ତା ବୃଦ୍ଧି ପାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି...

ଦିଲ୍ଲୀରୁ ଖୁସି ଖବର: ୨ ରୁ ୧୮ବର୍ଷ ପର୍ଯ୍ୟନ୍ତ ପିଲାଙ୍କଠାରେ ଟିକା ପରୀକ୍ଷା କରିବ ଭାରତ ବାୟୋଟେକ୍‌…

ନୂଆଦିଲ୍ଲୀ,୧୨।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଲଢ଼େଇ ବିରୋଧରେ ଟିକା ଏକମାତ୍ର ଅସ୍ତ୍ର ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ତେବେ ଭାରତରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ଏପରିସ୍ଥଳେ ୨...

ଚାକିରି ନେଲା ଆଣ୍ଟିଲିଆ ମାମଲା

ମୁମ୍ବାଇ,୧୨ା୫: ସଚିନ ଓ୍ବାଜେ ଏନ୍‌ଆଇଏ କୋର୍ଟରେ ପୂର୍ବରୁ ଏକ ଚିଠି ଦାଖଲ କରିଥିଲେ। ଅନିଲ ଦେଶମୁଖ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଥିବାବେଳେ ମାସକୁ ୧୦୦ କୋଟି ଟଙ୍କା ଅସୁଲି ପାଇଁ ତାଙ୍କ ଉପରେ ଚାପ ପକାଉଥିବା ନେଇ ମୁମ୍ବାଇ ପୋଲିସର ପୂର୍ବତନ...

ବିଶ୍ୱକୁ ବିପଦ ଭାରତ ଭାରିଆଣ୍ଟ

ନୂଆଦିଲ୍ଲୀ, ୧୨ା୫: ଭାରତରେ ଗତବର୍ଷ ଅକ୍ଟୋବରରେ ଦେଖାଦେଇଥିବା କରୋନା ଭାରିଆଣ୍ଟ ବି.୧.୬୧୭ ସାରା ବିଶ୍ୱ ପାଇଁ ଚିନ୍ତାଜନକ ବୋଲି କହିଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ)। ଏହି ମ୍ୟୁଟାଣ୍ଟ ଅନ୍ୟ ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ। ୩୦ରୁ ଅଧିକ ଦେଶରେ ଏହି...

ଦାହ କରିପାରୁ ନାହାନ୍ତି

ନୂଆଦିଲ୍ଲୀ/ପାଟନା,୧୨ା୫: ଯେତେ ଲୁଚାଇଲେ ବି ଲୁଚୁନାହିଁ ସତ। ହସ୍ପିଟାଲରେ ଅକ୍ସିଜେନ ଓ ଅନ୍ୟ ଜରୁରୀ ସେବା ନ ପାଇ କରୋନା ରୋଗୀ ମରୁଛନ୍ତି। ଶ୍ମଶାନରେ ଶବ ଦାହ କରିବାକୁ ବି ଜାଗା ନାହିଁ। ମୃତଦେହ ସତ୍କାର କରି କରି ଥକିପଡ଼ିଲେଣି।...

ପୁଣି ବଢ଼ିଲା ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା: ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୨୦୦ ଟପିଲା…

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏହାଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌ ଯୋଗୁ ଆକ୍ରାନ୍ତଙ୍କ ସମେତ ମୃତକଙ୍କ ସଂଖ୍ୟା...

୨୦ ଦିନରେ ଗୋଟିଏ ବିଶ୍ୱବିଦ୍ୟାଳୟର ୧୮ ପ୍ରଫେସରଙ୍କ ଜୀବନ ନେଲାଣି କରୋନା

ଜୟପୁର,୧୨।୫: କରୋନାର ମାରାତ୍ମକ ଦ୍ୱିତୀୟ ଲହର ଦେଶରେ ଆତଙ୍କ ସୃଷ୍ଟି କରିଛି। ଉତ୍ତରପ୍ରଦେଶର ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ଗତ ୨୦ ଦିନ ମଧ୍ୟରେ କରୋନାରେ ୧୮ ଜଣ କାର୍ଯ୍ୟରତ ପ୍ରଫେସର ପ୍ରାଣ ହରାଇଛନ୍ତି। ଏହା ଦୁଃଖଦାୟକ ଏବଂ ଚିନ୍ତାଜନକ ଥିବାରୁ...

କୋଭିଡ ହସ୍ପିଟାଲରେ ଲାଗିଲା ନିଆଁ: ଆଇସିୟୁରେ ଥିଲେ ୭୦ ରୋଗୀ

ଗାନ୍ଧୀନଗର,୧୨।୫: ଗୁଜରାଟର ଭବନଗରରେ ଏକ ଡାକ୍ତରଖାନାରେ ନିଆଁ ଲାଗିଯାଇଛି। ମଙ୍ଗଳବାର ରାତି ପ୍ରାୟ ୧୨ ଟା ସମୟରେ ହୋଟେଲର ତୃତୀୟ ମହଲାର ଏକ କୋଠରୀରେ ନିଆଁ ଲାଗିଯାଇଥିଲା। ସହରର କାଲୁବା ରୋଡରେ ଥିବା ଜନରେସନ ଡାକ୍ତରଖାନାରେ ୭୦ ଜଣ ରୋଗୀ...

କାହିଁକି କେବଳ କୋଭିଶିଲ୍ଡ ଟିକା ନେଉଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳିମାନେ

ନୂଆଦିଲ୍ଲୀ,୧୧।୫ : ଗତ କିଛି ଦିନ ହେଲା ଭାରତୀୟ ଖେଳାଳିମାନେ କୋଭିଡ୍‌-୧୯ ଟିକା ନେଉଥିବା ଖବର ଆସୁଛି। ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ପାଇଁ ଘୋଷିତ ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇଥିବା ୨୪ ଜଣ ଖେଳାଳିମାନେ କେବଳ କୋଭିଶିଲ୍ଡ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri