ଶସ୍ତା ହେଲା ପେଟ୍ରୋଲ
ନୂଆଦିଲ୍ଲୀ,୧।୧୨: ରାଜଧାନୀ ଦିଲ୍ଲୀବାସୀଙ୍କୁ ଏକ ବଡ଼ ଆରାମ ଦେଇଛନ୍ତି କେଜ୍ରିଓ୍ବାଲ୍ ସରକାର। ଅରବିନ୍ଦ କେଜ୍ରିୱାଲଙ୍କ ସରକାର ୧ ଡିସେମ୍ବର ୨୦୨୧ ରେ ରାଜଧାନୀରେ ପେଟ୍ରୋଲ ଉପରେ ଭାଟ ହ୍ରାସ କରିଛନ୍ତି। ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ପରେ ପେଟ୍ରୋଲ ପ୍ରାୟ ୮…
ବାଣ ତିଆରି ପାଇଁ ରଖାଯାଇଥିବା ବାରୁଦ ବିସ୍ଫୋରଣ, ୩ ମୃତ…
କୋଲକାତା,୧।୧୨: ବୁଧବାର ପୂର୍ବାହ୍ନରେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲାର ମୋହନପୁର ଗାଁର ଏକ ଆବାସିକ କୋଠାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନା…
ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ-ଚାଇନା ମିଳିତ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍…
ଶ୍ରୀନଗର,୧।୧୨: ଜମ୍ମୁ-କଶ୍ମୀରର ଏଲ୍ଓସି ବାଟେ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ ଉଦ୍ୟମ ଜାରି ରଖିଛି। ତେବେ ଏବେ ପାକିସ୍ତାନ ସହିତ ଏନେଇ ଚାଇନା ହାତ ମିଳାଇଛି। ହୋଇଥିବା ଏକ ଅନୁପ୍ରବେଶ ଷଡ଼ଯନ୍ତ୍ରର ଏବେ ପର୍ଦ୍ଦାଫାଶ୍ ହୋଇଛି। ଗୁପ୍ତ ତଥ୍ୟ ଆଧାରରେ…
କରୋନାର ନୂଆ ଭାରିଆଣ୍ଟ୍ ପାଇଁ ବୁଷ୍ଟର ଡୋଜ୍ ଆଣିପାରେ ସେରମ୍ ଇନ୍ଷ୍ଟିଚ୍ୟୁଟ୍
ନୂଆଦିଲ୍ଲୀ,୧।୧୨: କରୋନାର ଓମିକ୍ରନ ଭାରିଆଣ୍ଟ ପାଇଁ ଏକ ବୁଷ୍ଟର୍ ଡୋଜ ଆଣିବାକୁ ପ୍ରସ୍ତୁତ ହେଉଛି ସେରମ ଇନଷ୍ଟିଚ୍ୟୁଟ। ତଥାପି, ଏହି ନୂତନ ପ୍ରକାର ବିଷୟରେ ଅଧ୍ୟୟନ ଏବଂ ସେମାନଙ୍କର ଅନୁସନ୍ଧାନକୁ ଅପେକ୍ଷା କରାଯାଇଛି। ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦର ପୁନାୱାଲା ଏକ…
ଚାଷୀଙ୍କ ମୃତ୍ୟୁର ରେକର୍ଡ ନାହିଁ, ଅନୁକମ୍ପାମୂଳକ ସହାୟତା ଦେବାରେ ପ୍ରଶ୍ନ ଉଠୁନି…
ନୂଆଦିଲ୍ଲୀ,୧।୧୨: ବିବାଦୀୟ କୃଷି ଆଇନ ରଦ୍ଦ କରିବାକୁ ଦାବି କରି ଏକ ବର୍ଷ ଧରି ଚାଲିଥିବା ଆନ୍ଦୋଳନରେ କେତେ ଚାଷୀଙ୍କ ମୃତ୍ୟୁ ଘଟିଛି ତାହାର କୌଣସି ରେକର୍ଡ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ତେଣୁ ଆର୍ଥିକ ସହାୟତା ଦେବାର ପ୍ରଶ୍ନ…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ,୧।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮ ହଜାର ୯୫୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୨୬୭ ଜଣଙ୍କ ମୃତ୍ୟୁ…
ମାସ ଆରମ୍ଭରୁ ମହଙ୍ଗା ମାଡ଼, ୧୦୦ ଟଙ୍କା ବଢ଼ିଲା ଗ୍ୟାସ୍ ସିଲିଣ୍ଡର…
ନୂଆଦିଲ୍ଲୀ,୧।୧୨: ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଛି। ୨୦୨୧ ଡିସେମ୍ବର ୧ଠାରୁ ସରକାରୀ ତୈଳ କମ୍ପାନୀଗୁଡିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୧୦୦ ଟଙ୍କା ବଢ଼ିଛି। ଏଥି ସହିତ, ଗତ ମାସରେ…
ଏନ୍କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡଗଡ଼ିଲା…
ଶ୍ରୀନଗର,୧।୧୨: ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ବୁଧବାର ସକାଳେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କୁ ମୁଣ୍ଡଗଡ଼ିଛି। ରାଜପୁରା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି। ମୃତ ଆତଙ୍କବାଦୀ ଜୈଶ-ଇ-ମହମ୍ମଦ ସଂଗଠନ ସଦସ୍ୟ ବୋଲି ଅନୁମାନ କରାଯାଉଛି। ଗତକାଲି…
ଓମିକ୍ରନ୍ ମୁକାବିଲା ପ୍ରସ୍ତୁତି
ନୂଆଦିଲ୍ଲୀ, ୧ା୧୨: ବିଶ୍ୱର ଅନେକ ଦେଶକୁ ବ୍ୟାପିବାରେ ଲାଗିଥିବା କୋଭିଡ୍ ଭାରିଆଣ୍ଟ ଓମିକ୍ରନ ବିରୋଧରେ ଲଢ଼େଇ ଭାରତରେ ପ୍ରସ୍ତୁତି ଚାଲିଛି। ଦେଶରେ ଏ ପର୍ଯ୍ୟନ୍ତ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇ ନ ଥିବା କେନ୍ଦ୍ର ସରକାର କହିଛନ୍ତି। କୌଣସି ସଂକ୍ରମିତ ଯେପରି…
ଏମ୍ଏସ୍ପି ଲାଗି ଚାଷୀଙ୍କୁ ନେତାଙ୍କ ନାଁ ମାଗିଲା କେନ୍ଦ୍ର
ନୂଆଦିଲ୍ଲୀ,୧।୧୨: ପାର୍ଲାମେଣ୍ଟରେ ୩ ବିବାଦୀୟ କୃଷି ଆଇନ ରଦ୍ଦ ବିଲ୍ ଗୃହୀତ ହେବାର ଦିନକ ପରେ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଏବଂ ଅନ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିବାକୁ…
‘ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି ଦକ୍ଷ ନେତା ନୁହନ୍ତି’
ନୂଆଦିଲ୍ଲୀ,୩୦।୧୧: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି ଜଣେ ଦକ୍ଷ ନେତା ନୁହନ୍ତି। ଏଭଳି କହି ଚନ୍ନିଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ”ଚନ୍ନି କିଛି ବି କହିପାରନ୍ତି। କିନ୍ତୁ ସେ ମୋତେ ଭୟ କରନ୍ତି। ସେ ମୁଖ୍ୟମନ୍ତ୍ରୀ…
ବଦଳିଲା ନିୟମ: ଦିଲ୍ଲୀ ବିମାନ ବନ୍ଦରରେ ଯାତ୍ରୀଙ୍କୁ ୬ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ
ନୂଆଦିଲ୍ଲୀ,୩୦।୧୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହୋଇଥିବା ୧୪ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନିୟମ ପରିବର୍ତ୍ତନ କରାଯାଇଛି। ଏଥିଯୋଗୁ ସେହି ଦେଶରୁ ଆସୁଥିବା ଯାତ୍ରୀମାନେ ବିନା ଆରଟିପିସିଆର ଟେଷ୍ଟରେ ବିମାନ ବନ୍ଦର ଛାଡ଼ିପାରିବେ ନାହିଁ। ଏଣୁ ସେମାନଙ୍କୁ ଦିଲ୍ଲୀ…
Archives


