Posted inଜାତୀୟ

ଆରମ୍ଭ ହୋଇଗଲାଣି ତୃତୀୟ ଲହର

ମୁମ୍ବାଇ, ୩୦।୧୨: କୋଭିଡ୍‌-୧୯ ମହାମାରୀର ତୃତୀୟ ଲହର ଦିଲ୍ଲୀ ଓ ମୁମ୍ବାଇରେ ଆରମ୍ଭ ହୋଇଯାଇଥିବା ମହାରାଷ୍ଟ୍ର କୋଭିଡ୍‌ ଟାସ୍କଫୋର୍ସର ଜଣେ ସଦସ୍ୟ କହିଛନ୍ତି। ଦିଲ୍ଲୀ, ମୁମ୍ବାଇର କେତେକ କ୍ଲଷ୍ଟରରେ ଏହି ଲହର ଆରମ୍ଭ ହୋଇଗଲାଣି ବୋଲି ଟାସ୍କଫୋର୍ସ ସଦସ୍ୟ ଡ. ରାହୁଲ ପଣ୍ଡିତ କହିଛନ୍ତି।

ଜିନୋମ୍‌ ସିକ୍ୱେନ୍ସିଂ ତଥ୍ୟକୁ ଅପେକ୍ଷା କରାଯାଇଥିଲେ ମଧ୍ୟ ଭାରତରେ ଲହର ଆରମ୍ଭ ହେଉଥିବା ସ୍ପଷ୍ଟ ହୋଇଛି। ଯେଉଁ ହାରରେ ସଂକ୍ରମଣ ଦ୍ୱିଗୁଣିତ ହେଉଛି, ଏହା ଓମିକ୍ରନ୍‌ର ଲକ୍ଷଣ ବୋଲି ସୂଚନା ମିଳିଛି। ଏହା ସତ୍ତ୍ୱେ ମୋଟ ସଂକ୍ରମଣରୁ ଓମିକ୍ରନ୍‌ କେତେଭାଗ ରହିଛି, ତାହା ଜାଣିବା ପାଇଁ କିଛିଦିନର ଜିନୋମ୍‌ ସିକ୍ୱେନ୍ସିଂ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ରାହୁଲ କହିଛନ୍ତି। ଏବେ ଦେଶରେ ଉଭୟ ଡେଲ୍ଟା ଓ ଓମିକ୍ରନ୍‌ ଭାରିଆଣ୍ଟର ମିଳିତ ସଂକ୍ରମଣ ଚାଲିଛି। ଆଉ ୧୦ ଦିନ ମଧ୍ୟରେ ସଂକ୍ରମଣ ବୃଦ୍ଧି ଓ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବା ହାର ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ଦ୍ୱିତୀୟ ଲହର ବେଳେ ମୁମ୍ବାଇ ଓ ଦିଲ୍ଲୀ କୋଭିଡ୍‌ ହଟ୍‌ସ୍ପଟ ପାଲଟିଥିଲା। ଏବେ ଉଭୟ ମହାନଗରରେ ସଂକ୍ରମଣ ଅତ୍ୟଧିକ ବଢ଼ିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୪ ପର୍ଯ୍ୟନ୍ତ ରିମାଣ୍ଡରେ ଗଲେ ସଞ୍ଜୟ ରାଉତ

ମୁମ୍ବାଇ,୧।୮: ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ସଞ୍ଜୟଙ୍କୁ ଅଗଷ୍ଟ ୪ ପର୍ଯ୍ୟନ୍ତ ରିମାଣ୍ଡରେ...

ଅଟୋରେ ଯାଉଥିଲେ ମହିଳା, ହଠାତ୍‌ ରାସ୍ତାରେ ସୃଷ୍ଟି ହେଲା ୨୫ ଫୁଟର ଗର୍ତ୍ତ, ଆଉ ତା’ ପରେ…

ଜୟପୁର,୨୩।୧: ରାଜସ୍ଥାନର ଜୟପୁରରେ ବିକାଶ ଏବଂ ସରକାରୀ ବ୍ୟବସ୍ଥାରେ ଅନିୟମିତତା ପଦାରେ ପଡ଼ିଛି। ସଚିବାଳୟଠାରୁ ଗୋଟିଏ କିଲୋମିଟର ଦୂର ଚୋମ୍ପୁ ସର୍କଲରେ ଶନିବାର ସକାଳେ ହଠାତ୍‌...

‘ମୋଦି ସ୍ତ୍ରୀଙ୍କ କଥା ଛାଡି ପ୍ରଥମେ ମାୟାବତୀ ନିଜେ ବିବାହ କରନ୍ତୁ’

ନୂଆଦିଲ୍ଲୀ, ୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବାହକୁ ନେଇ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଦେଇଥିବା ମନ୍ତବ୍ୟ ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ରାମଦାସ...

ବଜେଟ୍‌ ଅଧିବେଶନର ଦ୍ୱିତୀୟ ପାଳି ମାର୍ଚ୍ଚ ୧୪ରୁ ଆରମ୍ଭ ସମ୍ଭାବନା…

ନୂଆଦିଲ୍ଲୀ,୮।୩ : ବଜେଟ୍‌ ଅଧିବେଶନର ଦ୍ୱିତୀୟ ପାଳି ମାର୍ଚ୍ଚ ୧୪ରୁ ଆରମ୍ଭ ସମ୍ଭାବନା ରହିଛି। ଏନେଇ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌.ଭେଙ୍କିୟା ନାଇଡୁ ଏବଂ ଲୋକ...

ବଢ଼ିଲା ସକ୍ରିୟ ମାମଲା-ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ପ୍ଲାଜ୍‌ମା ଦାନ କଲେ ମିଳିବ ପୁରସ୍କାର ୫ ହଜାର

ବେଙ୍ଗାଲୁର, ୧୬।୭: ପ୍ଲାଜ୍‌ମା ଦାନ କରୁଥିବା ଲୋକଙ୍କ ପାଇଁ କର୍ନାଟକ ସରକାରଙ୍କ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି। ଯେଉଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ସେମାନଙ୍କଠାରୁ...

ମୃତଦେହରୁ ସଂକ୍ରମଣ ହେବନାହିଁ କରୋନା ଭାଇରସ

ନୂଆଦିଲ୍ଲୀ,୧୪।୩: କରୋନା ଭାଇରସ ସଂକ୍ରମଣର ଭୟ ଏବେ ସାରା ବିଶ୍ୱକୁ ଏକ ପ୍ରକାର ଭୟଭୀତ କରି ରଖିଛି। ଭାରତରେ ୮୫ ଜଣ କରୋନା ସଂକ୍ରମଣଙ୍କୁ ଚିହ୍ନଟ...

ପଶ୍ଚିମବଙ୍ଗରେ ମୋଦି: ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳର କରିବେ ପରିଦର୍ଶନ

କୋଲାକାତା,୨୨।୫: ପଶ୍ଚିମବଙ୍ଗରେ ମହାବାତ୍ୟା ଅମ୍ଫନ୍‌ ଯୋଗୁ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ଏଠାରେ ୮୦ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୮୩ବର୍ଷରେ ଏହା ସବୁଠାରୁ ଭୟାବହ ବାତ୍ୟା...

Advertisement
Archives

Model This Week