କାର ବୋମା ସନ୍ଦେହରେ ମେହବୁବାଙ୍କ ସମ୍ମିଳନୀକୁ ମିଳିଲାନି ଅନୁମତି
ଶ୍ରୀନଗର,୧୨।୧୨: କାର ବୋମା ସନ୍ଦେହ ଏବଂ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର ପ୍ରଶାସନ ରବିବାର ହେବାକୁ ଥିବା ପିଡିପିର ଯୁବ ସମ୍ମିଳନୀକୁ ଅନୁମତି ଦେଇନାହିଁ। ଏଥିସହିତ ଦଳ ଅଧ୍ୟକ୍ଷା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କୁ ଗୃହବନ୍ଦୀ କରାଯାଇଛି।…
ଜାଳିଦେଲେ ଧାର୍ମିକ ପୁସ୍ତକ
ବେଙ୍ଗାଲୁରୁ,୧୨ା୧୨: ଧର୍ମ ପରିବର୍ତ୍ତନ ଅଭିଯୋଗରେ ଦକ୍ଷିଣପନ୍ଥୀ ଗୋଷ୍ଠୀ କର୍ନାଟକର କୋଲାରରେ ଖ୍ରୀଷ୍ଟିଆନ ଧର୍ମର ଧାର୍ମିକ ପୁସ୍ତକ ଜାଳି ଦେଇଛନ୍ତି। ଏହି ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ। ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ଧାର୍ମିକ ବୁକଲେଟ ନ ବାଣ୍ଟିବାକୁ ଚେତାବନୀ ଦିଆଯାଇଛି। କିନ୍ତୁ ଧାର୍ମିକ…
ଲୁଣ, ତେଲ ପ୍ୟାକେଟରେ ମୋଦି, ଯୋଗୀଙ୍କ ଫଟୋ
ଲକ୍ଷ୍ନୌ,୧୨ା୧୨: ୮୦ ହଜାର ରାଶନ ଦୋକାନ ଜରିଆରେ ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଥିବା ଲୁଣ, ରିଫାଇଣ୍ଡ ତେଲ ଓ ଚଣା ପ୍ୟାକେଟ ବଣ୍ଟନ କରାଯାଉଛି। ରାଜ୍ୟର ମାଗଣା ରାଶନ ଯୋଜନାରେ ଏହି ବଣ୍ଟନ…
ଜେଲ ଦଣ୍ଡରୁ ବର୍ତ୍ତିବା ପାଇଁ ନିଜ ମୃତ୍ୟୁର ଷଡ଼ଯନ୍ତ୍ର
ନୂଆଦିଲ୍ଲୀ,୧୨ା୧୨: ନିଜ ୧୩ ବର୍ଷୀୟା ଝିଅର ହତ୍ୟା ମାମଲାର ଅଭିଯୁକ୍ତ ପାରୋଲରେ ଜେଲରୁ ବାହାରିବା ପରେ ଆଉ ଏକ ହତ୍ୟା କାଣ୍ଡ ଘଟାଇଛନ୍ତି। ମୃତଦେହକୁ ନିଜ ପରିଚୟ ଦେଇ ଜେଲଦଣ୍ଡରୁ ବର୍ତ୍ତିବାକୁ ଉଦ୍ୟମ କରିଥିବା ଗାଜିଆବାଦ ପୋଲିସ ପକ୍ଷରୁ କୁହାଯାଇଛି। ଏହି…
ଭାଜପାରେ ସାମିଲ ହେବେ କି ହରଭଜନ ସିଂ: ଚର୍ଚ୍ଚା ଉପରେ ପକାଇଲେ ପୂର୍ଣ୍ଣଚ୍ଛେଦ
ଚଣ୍ଡିଗଡ,୧୨।୧୨: ଗୁଗଲି ବଲ୍ରେ ବିଶ୍ୱର ବଡ ବଡ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଥିବା ଭାରତୀୟ ସ୍ପିନର ହରଭଜନ ସିଂ ଭାଜପାରେ ଯୋଗଦେବା ଆଲୋଚନାକୁ ଖଣ୍ଡନ କରିଛନ୍ତି। ସୋସିଆଲ ମିଡିଆରେ ଚାଲିଥିବା ଗୁଜବକୁ ସେ ମିଥ୍ୟା ବୋଲି କହିଛନ୍ତି। ୨୦୧୭ ବିଧାନସଭା ନିର୍ବାଚନରେ ହରଭଜନ…
ବିପିନ ରାୱତଙ୍କ ଶେଷ ବାର୍ତ୍ତା ଭାଇରାଲ୍, ସମସ୍ତଙ୍କ ଆଖିରେ ଲୁହ
ନୂଆଦିଲ୍ଲୀ,୧୨।୧୨: ଦେଶର ପ୍ରଥମ ସିଡିଏସ୍ ବିପିନ ରାୱତ ହେଲିକପ୍ଟର ଦୁର୍ଘଟଣାରେ ପରଲୋକ ଘଟିଛି। ତେବେ ମୃତ୍ୟର ଦିନକ ପୂର୍ବରୁ ଅର୍ଥାତ୍ ୭ ତାରିଖରେ ‘ବିଜୟ ପର୍ବ’ ପାଇଁ ସେ ଆଗୁଆ ରେକର୍ଡ କରିଥିବା ବାର୍ତ୍ତା ଏବେ ଭାଇରାଲ ହେବାରେ ଲାଗିଛି। ଏହି…
ଓମିକ୍ରନଙ୍କୁ ନେଇ ବଢୁଛି ଚିନ୍ତା
ନୂଆଦିଲ୍ଲୀ,୧୨ା୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଦେଶରେ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି। ଏହା ସତ୍ତ୍ୱେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ପିଟିଆଇ ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ ଓମିକ୍ରନର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଏହା ବ୍ୟତୀତ ନାଗପୁର, ଚଣ୍ଡିଗଡ଼…
ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ
ଚେନ୍ନାଇ,୧୨।୧୨: ତାମିଲନାଡୁର ସାଲେମ ଜିଲାରେ ଶନିବାର ବିଳମ୍ବିତ ରାତିରେ ସମ୍ବିଧାନ ପ୍ରଣେତା ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି କିଛି ଦୁର୍ବୃତ୍ତ ଭାଙ୍ଗିଦେଇଛନ୍ତି। ଓମାଲୁର ସହରର କମଲାପୁରାମ କଲୋନୀରେ ଏହି ଘଟଣା ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆମ୍ବେଦକରଙ୍କ…
୧୨ ଫୁଟ ଉଚ୍ଚରୁ ରୋମାଣ୍ଟିକ୍ ଏଣ୍ଟ୍ରି କରୁଥିଲେ ବର-କନ୍ୟା: ଘଟିଲା ଏମିତି
ରାୟପୁର,୧୨।୧୨: ଛତିଶଗଡର ରାଜଧାନୀ ରାୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ବିହାହ କାର୍ଯ୍ୟକ୍ରମରେ ୧୨ ଫୁଟ ଉଚ୍ଚରୁ ରୋମାଣ୍ଟିକ୍ ଏଣ୍ଟ୍ରି କରୁଥିବାବେଳେ ସୁସଜ୍ଜିତ ଦୋଳି ଭାଙ୍ଗିଯିବାରୁ ବରକନ୍ୟା ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଫଳରେ ଉଭୟ ଗୁରୁତର ଆହତ…
କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ: ମୁଁ ହିନ୍ଦୁ, ହିନ୍ଦୁତ୍ୱବାଦୀ ନୁହେଁ
ଜୟପୁର,୧୨ ।୧୨: ରାଜସ୍ଥାନରେ ରବିବାର ଦରଦାମ ବୃଦ୍ଧିକୁ ବିରୋଧ କରି କଂଗ୍ରେସ ପକ୍ଷରୁ ମହାରାଲିର ଆୟୋଜନ କରାଯାଇଥିଲା । ଏହି ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଖୁବ୍ ବର୍ଷିଛନ୍ତି । ଏଠାରେ ସେ ପୁଣିଥରେ…
୭ ରାଜ୍ୟରେ ୩୭ ଓମିକ୍ରନ୍ ଆକ୍ରାନ୍ତ, ଘନେଇଲା ସଙ୍କଟ…
ନୂଆଦିଲ୍ଲୀ, ୧୨।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦେଶର ୭ଟି ରାଜ୍ୟରେ ଇତିମଧ୍ୟରେ ୩୭ ଜଣ ଓମିକ୍ରନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ପୁଣି ସଙ୍କଟ ଘନେଇବାରେ ଲାଗିଛି। ମହାରାଷ୍ଟ୍ରରେ ସର୍ବାଧିକ ମାମଲା…
ଆସନ୍ତା ବର୍ଷରୁ ହରିୟାଣା ସ୍କୁଲରେ ହେବ ଭଗବତ ଗୀତା ପାଠ: ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ଼,୧୨ ।୧୨: ଆସନ୍ତା ବର୍ଷରୁ ହରିୟାଣାର ସମସ୍ତ ସ୍କୁଲରେ ଭଗବତ ଗୀତାର ଶ୍ଳୋକ ପାଠ କରିବା ଶିକ୍ଷା ଦିଆଯିବ । ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଅନ୍ତରାଷ୍ଟ୍ରୀୟ ଗୀତା ମହୋତ୍ସବରେ ଏହା କହିଛନ୍ତି । ଏହା ପଞ୍ଚମ ଓ ସପ୍ତମ ଶ୍ରେଣୀ ପାଠ୍ୟକ୍ରମରେ…
Archives


