ଜାତୀୟ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାଳୀ ଏବେ ଫୁଟ୍‌ପାଥରେ, ଏମିତି ମିଳିଲା ପରିଚୟ

କୋଲକାତା,୧୧ା୯: ଭାଗ୍ୟ କାହାକୁ କେତେବେଳେ ନେଇ କେଉଁଠି ପହଞ୍ଚାଇ ଦେବ ତାହା କହିହେବ ନାହିଁ। ଠିକ୍‌ ଏମିତି ଦେଖିବାକୁ ମିଳିଛି ଜଣେ ଆଭିଜାତ୍ୟ ପରିବାର ସଦସ୍ୟଙ୍କ କ୍ଷେତ୍ରରେ। ଫ୍ଲପି ଇଂରାଜୀ, ଭାଇରୋଲୋଜିରେ ପିଏଚ୍‌ଡି କିନ୍ତୁ ଜୀବନ ବିତୁଛି ଫୁଟ୍‌ପାଥରେ। ଏହା ହେଉଛି…

ଋଣ ବୋଝ ତଳେ ଚାଷୀ ପରିବାର, ପ୍ରତ୍ୟକଙ୍କ ଉପରେ ୭୪,୧୨୧ ଟଙ୍କା…

ନୂଆଦିଲ୍ଲୀ,୧୧।୯: ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ସରକାର କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ କୃଷକମାନଙ୍କୁ ଆର୍ଥିକ ସାହାଯ୍ୟ ଜାରି ରଖିଛନ୍ତି। ତଥାପି ଦେଶର ଅଧାରୁ ଅଧିକ କୃଷକ ପରିବାରଙ୍କ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରୂପାନି

ଗାନ୍ଧୀନଗର,୧୧ ।୯: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ମୁଖ୍ୟମନ୍ତ୍ରୀ ପଦରୁ ଶନିବାର ଇସ୍ତଫା ଦେଇଛନ୍ତି । ଗୁଜରାଟରେ ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ରୂପାନି ହଠାତ୍ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି । ହେଲେ ସେ କେଉଁ କାରଣ…

କରନାଲରେ ଶେଷ ହେଲା କୃଷକଙ୍କ ବିରୋଧ ପ୍ରଦର୍ଶନ

ଚଣ୍ଡିଗଡ଼,୧୧ ।୯: ଅଗଷ୍ଟ ୨୮ରେ ବସତାଡା ଟୋଲରେ କୃଷକଙ୍କ ଉପରେ ହୋଇଥିବା ଲାଠିଚାର୍ଜ ଓ ଏସ୍‌ଡିଏମ୍ ଆୟୁଷ ସିହ୍ନାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଅନ୍ୟ ଦାବି ନେଇ କୃଷକ ଓ ପ୍ରଶାସନ ମଧ୍ୟରେ ଲାଗି ରହିଥିବା ଟଣାଓଟରାରେ ବିରତି ଲାଗିଛି…

ବର୍ଷାରେ ବେହାଲ ଦିଲ୍ଲୀ: ରନ୍‌ୱେରେ ଜମିଲା ପାଣି

ନୂଆଦିଲ୍ଲୀ,୧୧ ।୯: ଶୁକ୍ରବାର ରାତିରୁ ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ଫଳରେ ଅନେକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି । ଗଳିକନ୍ଦିରେ ପାଣି ଜମା ହୋଇଯିବା ସହ ସାଧାରଣ ଜବୀନଯାତ୍ରା ପ୍ରଭାବିତ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା କି…

ପୃଥିବୀକୁ ବହୁ ଶିକ୍ଷା ଦେଇଛି ୯/୧୧…

ନୂଆଦିଲ୍ଲୀ,୧୧।୯: ପୃଥିବୀବାସୀଙ୍କୁ ସେପ୍ଟେମ୍ବର ୧୧(୯/୧୧) ବହୁ ଶିକ୍ଷା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜୁରାଟର ଅହମଦାବାଦଠାରେ ସର୍ଦ୍ଦାରଧାମ ଭବନ ଲୋକାର୍ପଣ ସହିତ ସର୍ଦ୍ଦାରଧାମ ଦ୍ୱିତୀୟ ପର୍ଯ୍ୟାୟ ବାଳିକା ବିଦ୍ୟାଳୟର ଭୁମି ପୂଜନ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଦିଦିଙ୍କ ପାଖରେ ୯ ଗ୍ରାମ୍‌ ଅଳଙ୍କାର…

କୋଲକାତା,୧୧।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ସେପ୍ଟେମ୍ବର ୩୦ରେ ହେବାକୁ ଥିବା ଭବାନୀପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ସମୟରେ ସେ ସତ୍ୟପାଠରେ ନିଜ ସମ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି।…

ଦୈନିକ ସଂକ୍ରମଣ ଦେଶରେ ୩୩ ହଜାର ଉପରେ, କେରଳରେ ୨୫ ହଜାର…

ନୂଆଦିଲ୍ଲୀ,୧୧।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ତେବେ ତୃତୀୟ ଲହର ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। କେରଳ ଏବଂ ମହାରାଷ୍ଟ୍ରର ନାଗପୁରରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ ସରକାରଙ୍କ ଚିନ୍ତା ବଢୁିଛି। କେରଳରେ…

ଅପରାଧିଙ୍କ ଅର୍ଥ ଗରିବଙ୍କ ମଧ୍ୟରେ ବାଣ୍ଟି ଦେବାର ଯୋଜନା କରୁଛନ୍ତି ଶିବରାଜ ସରକାର

ଭୋପାଳ,୧୧ ।୯: ମଧ୍ୟପ୍ରଦେଶ ସରକାର ଅପରାଧକୁ ରୋକିବାକୁ ଏକ ନୂଆ ଆଇନ ଆଣି ପାରନ୍ତି । ଏହି ଆଇନ ମାଧ୍ୟମରେ ଅପରାଧିଙ୍କ ଅର୍ଥ ଗରିବଙ୍କ ମଧ୍ୟରେ ବାଣ୍ଟି ଦେବାଭଳି ସର୍ତ୍ତ ରହିବ । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଏହି…

ଘରେ ପଶି ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା

ବାଗପତ୍‌,୧୦।୯: ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଆତ୍ମାରାମ ତୋମାରଙ୍କୁ ତାଙ୍କ ବାସଭବନରେ ହତ୍ୟା କରାଯାଇଛି। ତୋମାର ତାଙ୍କ ଘରେ ଏକାକୀ ରହୁଥିଲେ। ଘର ବାହାରପଟୁ ତାଲା ପଡ଼ିଥିବାବେଳେ ଭିତରେ ତାଙ୍କ ମୃତଦେହ ବେଡ୍‌ ଉପରେ ପଡ଼ିରହିଥିଲା। ତାଙ୍କ ମୁହଁରେ ରକ୍ତ ଦାଗ ସହ…

ଟିକା ନେଇ ନ ଥିଲେ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛୁଟି

ଚଣ୍ଡିଗଡ଼,୧୦।୯: ସେପ୍ଟେମ୍ବର ୧୫ ପରେ ପଞ୍ଜାବ ସରକାରଙ୍କ କୌଣସି କର୍ମଚାରୀ ଯଦି କୋଭିଡ୍‌ ଟିକାର ଗୋଟିଏ ଡୋଜ୍‌ ବି ନେଇ ନ ଥିବେ, ତେବେ ତାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯିବ। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶୁକ୍ରବାର ଏହି ଘୋଷଣା କରିଛନ୍ତି।…

ନିର୍ବାଚନ ଜିତିଲେ ଯୁବକଙ୍କୁ ମାଗଣା ବାଇକ୍‌, ପ୍ରତିଦିନ ୫ ହଜାର ଟଙ୍କା ଭତ୍ତା

ପାଟନା,୧୦।୯: ନିର୍ବାଚନ ଜିତିଲେ ଗାଁରେ ସମସ୍ତଙ୍କୁ ଚାକିରି ଦିଆଯିବ। ଗ୍ରାମବାସୀଙ୍କ ସୁବିଧା ପାଇଁ ଗାଁରେ ବିମାନ ବନ୍ଦର ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ଅବିବାହିତ ଯୁବକଙ୍କୁ ବାଇକ୍‌ ଯୋଗାଇ ଦିଆଯିବ। ତା’ ସାଙ୍ଗକୁ ପ୍ରତିଦିନ ୫ ହଜାର ଟଙ୍କା ଭତ୍ତା ମିଳିବ। ଯୁବତୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri