ଜାତୀୟ

ସମାଜବାଦୀ ଗଡ଼ରୁ ଲଢ଼ିପାରନ୍ତି ଅଖିଳେଶ

ଲକ୍ଷ୍ନୌ,୨୦।୧: ସମାଜବଦା ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଉତ୍ତରପ୍ରଦେଶ ନିର୍ବାଚନ ମଣ୍ଡଳୀ କର୍ହାଲରୁ ଲଢ଼ିବେ। ଏହି ଆସନ ସମାଜବାଦୀ ପାର୍ଟିର ଗଡ଼ ଭାବେ ଜଣାଶୁଣା। ଅଖିଳେଶ ଏହି ନିର୍ବାଚନ ମଣ୍ଡଳୀରୁ ଲଢ଼ିବାର ଅର୍ଥ ସେ ଗୋଟିଏ ଆସନରେ ବାନ୍ଧି…

ଗର୍ଭବତୀ ରେଞ୍ଜରଙ୍କୁ ଗୋଇଠା ମାଡ଼

ମୁମ୍ବାଇ,୨୦।୧: ଜଣେ ଗର୍ଭବତୀ ଫରେଷ୍ଟ ରେଞ୍ଜରଙ୍କୁ ବାଳରୁ ଘୋଷାଡ଼ି ଗୋଇଠା ମାଡ଼ ଦେଇଛନ୍ତି ଜଣେ ପୂର୍ବତନ ସରପଞ୍ଚ ଓ ତାଙ୍କ ପତ୍ନୀ। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ସାତାରା ଜିଲାରେ। ଭାଇରାଲ ଭିଡିଓରେ ପାଲସାଭାଡେର ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ଗଙ୍ଗରାମ ଜାଙ୍କର…

ହିଜାବ ପାଇଁ କଲେଜ ସମ୍ମୁଖରେ ଆନ୍ଦୋଳନ

ବେଙ୍ଗାଲୁରୁ,୨୦।୧: ପ୍ରାୟ ୩ ସପ୍ତାହ ହେଲା କର୍ନାଟକର ଉଡୁପି ଜିଲାର ଏକ ସରକାରୀ କଲେଜ ଏବଂ ହିଜାବ ପିନ୍ଧିବାକୁ ଚାହୁଁଥିବା କିଛି ମୁସଲିମ ଛାତ୍ରୀଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମୁସଲିମ ଛାତ୍ରୀମାନେ ଗୁରୁବାର ସକାଳେ କଲେଜ ଗେଟ ଆଗରେ…

ଭାଜପାରେ ଯୋଗଦେଲେ କଂଗ୍ରେସର ପୋଷ୍ଟର ଗର୍ଲ

ଲକ୍ଷ୍ନୌ,୨୦।୧: ଉତ୍ତରପ୍ରଦେଶ ରାଜନୀତିରେ ଭାଜପା, କଂଗ୍ରେସ ଓ ସମାଜବାଦୀ ପାର୍ଟିକୁ ଦେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଝଟକା । ଏହି କ୍ରମରେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି। କଂଗ୍ରେସର ପୋଷ୍ଟର ଗର୍ଲ ତଥା ପ୍ରିୟଙ୍କାଙ୍କ ‘ଲଡ୍‌କି ହୁଁ, ଲଡ୍‌…

ପୁରୁଣା ପେନସନ ଲାଗୁ କରିବାକୁ ଅଖିଳେଶଙ୍କ ଘୋଷଣା

ଲକ୍ଷ୍ନୌ,୨୦।୧: ନିର୍ବାଚନ ଯେତିକି ପାଖେଇ ଆସୁଛି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦଳଗୁଡିକ ବିଭିନ୍ନ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । ଏଭଳି ପରିସ୍ଥିତିରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ବନ୍ଦ ହୋଇଯାଇଥିବା ଏକ ସରକାରୀ…

କେନ୍ଦ୍ର ମନ୍ତ୍ରୀ କିଶାନ ରେଡ୍ଡୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୦।୧: ଭାରତର ଉତ୍ତର ପୂର୍ବାଞ୍ଚଳର ପର୍ଯ୍ୟଟନ, ସଂସ୍କୃତି ଏବଂ ବିକାଶ ମନ୍ତ୍ରୀ ଜି କିଶାନ ରେଡ୍ଡୀ କରୋନା ପଜିଟିଭ୍‌ ହୋଇଛନ୍ତି। ଏ ନେଇ ମନ୍ତ୍ରୀ ନିଜେ ଗୁରୁବାର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ସାମାନ୍ୟ ଲକ୍ଷଣ ଦେଖାଯିବାରୁ କୋଭିଡ୍‌ ପରୀକ୍ଷା କରାଇଥିଲେ…

ଗୋଆ ବିଧାନସଭା ନିର୍ବାଚନ: ଭାଜପା ତାଲିକାରେ ନାହିଁ ଉତ୍ପଳ ପାରିକରଙ୍କ ନାଁ, ଏଏପିକୁ କେଜରିୱାଲଙ୍କ ନିମନ୍ତ୍ରଣ

ପଣଜି,୨୦ ।୧: ଗୋଆ ବିଧାନସଭା ଲାଗି ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରଥମ ପର୍ଯ୍ୟାୟରେ ୩୪ ଜଣ ପ୍ରାର୍ଥୀଙ୍କର ତାଲିକା ଘୋଷଣା କରିଛି । ହେଲେ ସେଥିରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକରଙ୍କ ନାଁ ନ…

ଶ୍ରୀଲଙ୍କାକୁ ସହଯୋଗର ହାତ ବଢ଼ାଇଲା ଭାରତ

ନୂଆଦିଲ୍ଲୀ,୨୦ା୧: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଭାରତ ସହାୟତାର ହାତ ବଢ଼ାଇଛି। ବୈଦେଶିକ ଋଣ ଦେୟ ଏବଂ ବାଣିଜ୍ୟରେ ଆର୍ଥିକ ପ୍ରତିବନ୍ଧକ ହଟାଇବାରେ ଭାରତ ଶ୍ରୀଲଙ୍କାକୁ ୨.୪୧୫ ବିଲିୟନ ଡଲାର ଦେବ ବୋଲି ପ୍ରତିଶ୍ରୁତି ଦେଇଛି। ଏହାପୂର୍ବରୁ ଶନିବାର…

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ: ୫୯ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା, ଖଟିମାରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ

ଡେରାଡୁନ,୨୦ ।୧: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ଭାରତୀୟ ଜନତା ପାର୍ଟି(ଭଜପା) ୫୯ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖଟିମାରୁ ନିର୍ବାଚନ ଲଢିବେ । ସେହିପରି ମଦନ କୌଶିକ ହରିଦ୍ୱାର ଓ…

ମହାରାଷ୍ଟ୍ରରେ ପୁଣି ଖୋଲିବ ସ୍କୁଲ୍‌

ମୁମ୍ବାଇ,୨୦।୧:ମହାରାଷ୍ଟ୍ରର କୋଭିଡ୍‌ ସ୍ଥିତିରେ ସୁଧାର ଆସୁଥିବା ବେଳେ ଆସନ୍ତା ୨୪ରୁ ମହାରାଷ୍ଟ୍ରରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ। ଏ ନେଇ ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀ ବର୍ଷା ଗାଏକ୍‌ଓ୍ବାର୍ଡ ଗୁରୁବାର ସୂଚନା ଦେଇଛନ୍ତି। ପ୍ରି-ପ୍ରାଇମେରୀ ସ୍କୁଲ୍‌ ମଧ୍ୟ ଖୋଲାଯିବ। ବିଦ୍ୟାଳୟଗୁଡିକରେ କୋଭିଡ୍‌ ପ୍ରୋଟୋକଲ…

ସଂସ୍କୃତ ଭାଷା ପ୍ରତି ବୈମାତୃକ ମନୋଭାବ ରଖାଯାଉଛି, ହାଇକୋର୍ଟଙ୍କ ଟିପ୍ପଣୀ…

ଲକ୍ଷ୍ନୌ, ୧୯।୧ : ଉତ୍ତରପ୍ରଦେଶରେ ସଂସ୍କୃତ ଭାଷା ପ୍ରତି ବୈମାତୃକ ମନୋଭାବ ରଖାଯାଉଛି। ତେଣୁ ରାଜ୍ୟରେ ସଂସ୍କୃତ ଶିକ୍ଷକଙ୍କୁ ନିୟମିତ କରାଯାଉ ନାହିଁ। ସେହିପରି କଲେଜରେ କୌଣସି ସ୍ବୀକୃତିପ୍ରାପ୍ତ ପଦବୀ ମଧ୍ୟ ନାହିଁ। ହିନ୍ଦୀ ଶିକ୍ଷକଙ୍କୁ ସଂସ୍କୃତ ପଢ଼ାଇବାକୁ କୁହାଯାଉଥିବା ନେଇ…

ଯୋଗୀଙ୍କ ସହ ଲଢ଼ିବେ ଚନ୍ଦ୍ରଶେଖର…

ଲକ୍ଷ୍ନୌ, ୧୯।୧ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଗୋରଖପୁର ଆସନରେ ଆଜାଦ୍‌ ସମାଜ ପାର୍ଟି ପ୍ରମୁଖ ଚନ୍ଦ୍ରଶେଖର ଅଜାଦ୍‌ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହା ପୂର୍ବରୁ ନୋଏଡାଠାରେ ଜାନୁୟାରୀ ୧୮ରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢ଼ିବା ନେଇ ଚନ୍ଦ୍ରଶେଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?