ଡିଜିଟାଲ ମାଧ୍ୟମରେ ଶିକ୍ଷା ସମୟର ଆବଶ୍ୟକତା, କହିଲେ ମୋଦି…
ନୂଆଦିଲ୍ଲୀ,୧।୭: ଦେଶରେ ଡିଜିଟାଲ ମାଧ୍ୟମରେ ପାଠପଢ଼ା ସମୟର ଆବଶ୍ୟକତା। ଡିଜିଟାଲ ଇଣ୍ଡିଆର ୬ ବର୍ଷ ପୂରଣ ଅବସରରେ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏଭଳି କହିଛନ୍ତି। କରୋନା ମହାମାରୀ ସଙ୍କଟ ସମୟରେ ଡିଜିଟାଲ ମାଧ୍ୟମରେ...
ସ୍ଫୁଟନିକ୍ ଲାଇଟ ଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ମନା
ନୂଆଦିଲ୍ଲୀ,୧।୭: ଡ.ରେଡ୍ଡୀସ୍ ଲାବ୍ରୋଟାରୀକୁ ଏକ ବଡ଼ ଝଟ୍କା ଲାଗିଛି। ଭାରତରେ ରୁଷିଆ କମ୍ପାନୀର ସ୍ଫୁଟନିକ୍ ଲାଇଟ ଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ମଞ୍ଜୁରୀ ମିଳିନାହିଁ। ଡ.ରେଡ୍ଡୀସ୍ ଲାବ୍ରୋଟାରୀକୁ ଟ୍ରାଏଲ ପାଇଁ ସରକାରୀ ବିଶେଷଜ୍ଞ କମିଟି ମଞ୍ଜୁରୀ ପ୍ରଦାନ କରି ନ...
ଅଧା ବାହାଘର ପରେ ସିନ୍ଦୂର ଲଗାଇବାକୁ ମନା କଲେ କନ୍ୟା, କହିଲେ ଏପରି…
ରାଞ୍ଚି,୧।୭: ବିବାହ ମଣ୍ଡପରେ ବର-କନ୍ୟାଙ୍କ ବାହାଘର ଅଧା ସରିବା ପରେ ହଠାତ୍ କନ୍ୟାଙ୍କ ଆଚରଣ ନେଇ ବିବାହ ଅଟକି ଯାଇଛି। ଏବେ ଏହାର ଫଟୋ ଏବଂ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ମୌସିବାଡ଼ି ଅଞ୍ଚଳରେ...
ଦିଲ୍ଲୀରୁ ଖୁସି ଖବର, ଭାରତକୁ ମିଳିବ ନୂଆ ଭାକ୍ସିନ୍ ଜାୟକୋଭ୍-ଡି…
ନୂଆଦିଲ୍ଲୀ,୧।୭: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ଳାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶରେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍, ସିରମ୍ ଇନଷ୍ଟିଚ୍ୟୁଟ୍ର କୋଭିଶିଲ୍ଡ, ରୁଷିଆର ଗାମାଲେୟା ଇନଷ୍ଟିଚ୍ୟୁଟ୍ର ସ୍ପୁଟନିକ୍-ଭି ଭାକ୍ସିନ୍ ଲୋକଙ୍କୁ ପ୍ରଦାନ କରାଯାଉଛି।...
ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ,୧।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ବୁଧବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାର ୯୫୧ ଥିବାବେଳେ ୮୧୭ ଜଣଙ୍କ...
ସିରମ୍କୁ ଝଟ୍କା, କୋଭାଭାକ୍ସ୍ ପରୀକ୍ଷା ପାଇଁ ମିଳିଲାନି ଅନୁମତିି…
ନୂଆଦିଲ୍ଲୀ,୧।୭: କୋଭିଶିଲ୍ଡ ଭାକ୍ସିନ୍ ପ୍ରସ୍ତୁତ କରିଥିବା ପୁଣେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍କୁ ବଡ଼ ଝଟ୍କା ଲାଗିଛି। ୨ରୁ ୧୭ ବର୍ଷ ବୟସ୍କ ପିଲାଙ୍କଠାରେ କରୋନା ଟିକା କୋଭାଭାକ୍ସର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଲାଗି ସରକାରୀ ପ୍ୟାନେଲ ପକ୍ଷରୁ ଅନୁମତି ପ୍ରଦାନ...
ସିଦ୍ଧୁଙ୍କ ଜିଦ୍ରେ ମୁଣ୍ଡ ନୁଆଁଇଲା କଂଗ୍ରେସ
ନୂଆଦିଲ୍ଲୀ, ୩୦।୬: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହ ବରିଷ୍ଠ କଂଗ୍ରେସ ନେତା ନବଜୋତ୍ ସିଂ ସିଦ୍ଧୁଙ୍କର ବିବାଦ ଲାଗି ରହିଥିଲା ବେଳେ ବୁଧବାର ସେ ନୂଆଦିଲ୍ଲୀରେ ଦଳର ନେତା ରାହୁଲ ଗାନ୍ଧୀ ଓ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ...
କୁକୁରକୁ ଗାଡ଼ି ପଛରେ ବାନ୍ଧି ଘୋଷାଡ଼ିଲେ ଦୁଇ ମହିଳା
ଚଣ୍ଡିଗଡ଼,୩୦।୬: ପଶୁଙ୍କ ପ୍ରତି ବର୍ବରତା ମାମଲାରେ ପଞ୍ଜାବର ପଟିଆଲାର ଦୁଇ ମହିଳା ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତାଙ୍କ ନାମ ଚଞ୍ଚଲ ଓ ସୋନିଆ। ଦୁହେଁ ସେମାନଙ୍କ ସ୍କୁଟି ପଛପଟେ ଏକ କୁକୁରକୁ ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି...
ପ୍ରେମିକାଙ୍କ ଛାତ ଉପରୁ ମିଳିଲା ପ୍ରେମିକଙ୍କ ମୃତଦେହ
ବାନ୍ଦା,୩୦।୬: ପ୍ରେମିକାଙ୍କ ଛାତ ଉପରୁ ମିଳିଛି ପ୍ରେମିକଙ୍କ ମୃତଦେହ। ମୃତକଙ୍କ ବେକରେ ଗଭୀର କ୍ଷତ ଚିହ୍ନ ରହିଥିବା ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ କୁହାଯାଇଛି। ମୃତକଙ୍କ ନାମ କାର୍ତ୍ତିକ ସୋନି। ପ୍ରେମିକାଙ୍କ ବାପାଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ...
ଭାଙ୍ଗିଲା ୧୪୯ ବର୍ଷର ପରମ୍ପରା; ଆଉ ବଦଳିବ ନାହିଁ ରାଜଧାନୀ
ଶ୍ରୀନଗର,୩୦।୬: ଜମ୍ମୁ-କଶ୍ମୀରରେ ଦୀର୍ଘ ୧୪୯ ବର୍ଷ ହେଲା ଚାଲିଆସୁଛି ରାଜଧାନୀ ବଦଳିବାର ପରମ୍ପରା। ଏହି ପରମ୍ପରା ଅନୁଯାୟୀ ଜମ୍ମୁ-କଶ୍ମୀରର ରାଜଧାନୀ ପ୍ରତି ୬ ମାସରେ ଥରେ ବଦଳୁଥିଲା। ଏହି ହିସାବରେ ଶ୍ରୀନଗର ଏବଂ ଜମ୍ମୁକୁ ୬ ମାସ ପାଇଁ ଦିଆଯାଉଥିଲା...
ପ୍ରେମ ସମ୍ପର୍କ ଲୁଚାଇବା ପାଇଁ ପରିବାରର ୫ ଜଣଙ୍କୁ ହତ୍ୟା
ଦଓ୍ବୋସ,୩୦।୬: ଦେଢ଼ ମାସ ହେଲା ନିଖୋଜ ଥିବା ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ମାଟି ତଳୁ ମଙ୍ଗଳବାର ସନ୍ଧ୍ୟାରେ ଉଦ୍ଧାର କରିଛି ପୋଲିସ। ମଧ୍ୟପ୍ରଦେଶର ଦଓ୍ବୋସ ଜିଲାରୁ ସାମ୍ନାକୁ ଆସିଛି ଏହି ଗଣହତ୍ୟା। ସମସ୍ତଙ୍କୁ ବେକ ଚିପି ହତ୍ୟା...
ଅଭିଭାବକଙ୍କୁ ଶିକ୍ଷାମନ୍ତ୍ରୀଙ୍କ ଉତ୍ତର ଯାଅ’ ମର
ଭୋପାଳ,୩୦।୬: ଅଭିଭାବକମାନେ ସ୍କୁଲ୍ ଫି’ ବୃଦ୍ଧିକୁ ବିରୋଧ କରି ମଧ୍ୟପ୍ରଦେଶର ବିଦ୍ୟାଳୟ ଶିକ୍ଷାମନ୍ତ୍ରୀ ଇନ୍ଦର ସିଂ ପରମାରଙ୍କ ପାଖକୁ ଗୁହାରୀ କରିବାକୁ ଯାଇଥିଲେ। ହେଲେ କଥା ବୁଝିବା ପରିବର୍ତ୍ତେ ମନ୍ତ୍ରୀ ଅଭିବାବକଙ୍କୁ ମନ୍ତ୍ରୀ କହିଥିଳେ ‘ଯାଅ ମର’। ଛାତ୍ରୀଛାତ୍ରଙ୍କ ମା’ବାପାଙ୍କ...
Archives


