ରାଜ୍ୟପାଳ ଘରେ ଖାଇବାରୁ ଆସିଲା ୧୪ ହଜାର ଟଙ୍କାର ବିଲ୍
ଭୋପାଳ,୨୬।୧୨: ବୁଧରାମ ଆଦିବାସୀ ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ଭଙ୍ଗା କୁଡ଼ିଆ ଘରେ ରହୁଥିଲେ। ଗତ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଥିଲା। ଏପରି କି ତାଙ୍କୁ ଘରର ଚାବି ହସ୍ତାନ୍ତର କରିଥିଲେ ରାଜ୍ୟପାଳ ମଙ୍ୁଭାଇ…
ରାଜଧାନୀକୁ ଫେରିଲା ନାଇଟ୍ କର୍ଫ୍ୟୁ
ନୂଆଦିଲ୍ଲୀ, ୨୬।୧୨: ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସୋମବାରଠାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାତି ୧୧ରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ଓମିକ୍ରନ୍ ଭାରିଆଣ୍ଟ ଆସିବା ପରେ ଦିଲ୍ଲୀରେ ଦୈନିକ କୋଭିଡ୍ ସଂକ୍ରମଣ…
ବିମୁଦ୍ରିକରଣ ସମୟରେ ଦୁର୍ନୀତି କରିଥିଲେ ସେନା ଅଧିକାରୀ
ନୂଆଦିଲ୍ଲୀ,୨୬।୧୨: ୨୦୧୬ ନଭେମ୍ବରରେ ବିମୁଦ୍ରିକରଣ ସମୟରେ ବିଭିନ୍ନ ଦୁର୍ନୀତି ସହ ଜଡ଼ିତ ଥିବା ଜଣେ ଭାରତୀୟ ସେନା କ୍ୟାପଟେନ ଜେନେରାଲ କୋର୍ଟ ମାର୍ସଲ (ଜିସିଏମ୍)ର ସମ୍ମୁଖୀନ ହେବାକୁ ଯାଉଛନ୍ତି। ସେନାର ପଶ୍ଚିମାଞ୍ଚଳ କମାଣ୍ଡର ମୁଖ୍ୟ କାର୍ଯ୍ୟାଳୟରେ ଆସନ୍ତା ବର୍ଷ ଜାନୁୟାରୀ ୧୦ରୁ…
୫ ମାସର ପୁଅକୁ ହତ୍ୟା କରି ଲୁଚାଇଥିଲେ ପାଣି ଭର୍ତ୍ତି ଡ୍ରମ ଭିତରେ
ଥାଣେ,୨୬।୧୨: ମହାରାଷ୍ଟ୍ରର ଥାଣେ ଜିଲାର କାଲଓ୍ବା ଅଞ୍ଚଳରେ ପାଣି ଭର୍ତ୍ତି ଡ୍ରମ ଭିତରୁ ମିଳିଛି ୫ ମାସର ପୁଅର ମୃତଦେହ। ଏହି ଘଟଣାରେ ରବିବାର ଶିଶୁପୁତ୍ରର ମା’ଙ୍କୁ ହତ୍ୟା ଓ ପ୍ରମାଣ ଲୁଚାଇବା ଅପରାଧରେ ଗିରଫ କରାଯାଇଛି। ମହାତ୍ମା ଫୁଲେ ନଗର…
ଚର୍ଚ୍ଚରେ ଭାଙ୍ଗିଦେଲେ ଯୀଶୁଙ୍କ ପ୍ରତିମୂର୍ତ୍ତି
ଅମ୍ବାଲା(ହରିୟାଣା),୨୬।୧୨: ହରିୟାଣା ଅମ୍ବାଲାର ଏକ ଚର୍ଚ୍ଚରେ ଯୀଶୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି। ହେଲେ ପୋଲିସ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିପାରି ନାହିଁ। ଦୁଇ ଜଣ ଯୁବକ ଶନିବାର ରାତି ପ୍ରାୟ ସାଢେ…
‘ୟୁପିରେ ଭାଜପା ୩୦୦ରୁ ଅଧିକ ଆସନରେ ଜିତିବ’
ନୂଆଦିଲ୍ଲୀ,୨୬।୧୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦେଇ ରାଜନୀତି ଜୋର ଧରିଛି। ବିଭିନ୍ନ ଦଳ ପକ୍ଷରୁ ରାଜ୍ୟରେ ପ୍ରଚାର ଜୋରସୋରରେ ଚାଲିଛି। ରବିବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କାର୍ଯ୍ୟସୂଚୀରୁ ପ୍ରାୟ ଏକ ଘଣ୍ଟା ବିଳମ୍ବରେ କସଗଞ୍ଜରେ ପହଞ୍ଚିଥିଲେ। ତାଙ୍କ ହେଲିକପ୍ଟରଟି…
ପିଲାଙ୍କୁ ଟିକା ଦିଆଯିବା ନେଇ ପ୍ରଶ୍ନ ଉଠାଇଲେ ଏମ୍ସ ବିଷେଷଜ୍ଞ
ନୂଆଦିଲ୍ଲୀ,୨୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରି ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ କରୋନା ଟିକା ଦିଆଯିବ ବୋଲି ଦେବାକୁ ଘୋଷଣା କରିଛନ୍ତି। କିନ୍ତୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ…
‘ଆଫସ୍ପା’ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ
କୋହିମା,୨୬।୧୨: ନାଗାଲାଣ୍ଡରେ ବିବାଦୀୟ ଆଇନ ତଥା ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ (ଆଫସ୍ପା)କୁ ପ୍ରତ୍ୟାହାର ପାଇଁ ରବିବାର ଏକ କମିଟି ଗଠନ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା ପରେ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ନେଇଫ୍ୟୁ ରିଓ…
ପୋଲିସ ପୋଷ୍ଟ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ
ଶ୍ରୀନଗର,୨୬ ।୧୨: କଶ୍ମୀର ସଂଭାଗର ପୁଲୱାମା ଜିଲାରେ ଆତଙ୍କବାଦୀମାନେ ରବିବାର ପୋଲିସ ପୋଷ୍ଟ ଉପରକୁ ଟାର୍ଗେଟ କରି ଗ୍ରେନେଡ ମାଡ କରିଛନ୍ତି । ଏହି ଗ୍ରେନେଡମାଡ ପରେ ଆତଙ୍କବାଦୀମାନେ ଫେରାର ହୋଇଯାଇଥିବା ଜଣାପଡିଛି । ଆତଙ୍କବାଦୀଙ୍କୁ ଧରିବା ଲାଗି ଉକ୍ତ ଅଞ୍ଚଳକୁ…
ମୋବାଇଲ୍ ଧରୁଥିବା ଝିଅ ନୁହନ୍ତି, ୪୦-୫୦ ବର୍ଷୀୟ ମହିଳା ମୋଦିଙ୍କ ଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି: ଦିଗ୍ବିଜୟ
ଭୋପାଳ,୨୬।୧୨: କଂଗ୍ରେସ ନେତା ଦିଗ୍ବିଜୟ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, ଜିନ୍ସ ପିନ୍ଧୁଥିବା ଏବଂ ମୋବାଇଲ୍ ଧରୁଥିବା ଝିଅ ନୁହେଁ…
ଆମେ ବ୍ରହ୍ମୋସ କ୍ଷେପଣାସ୍ତ୍ର ଏଇଥିପାଇଁ ନିର୍ମାଣ କରୁଛୁ, ବିଶ୍ୱର କୌଣସି ଦେଶ ଆମକୁ ଶତ୍ରୁ ଭାବେ ନ ଦେଖୁ: ରାଜନାଥ
ଲକ୍ଷ୍ନୌ,୨୬ ।୧୨: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ରବିବାର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ବ୍ରହ୍ମୋସ ଏଇଥିପାଇଁ ନିର୍ମାଣ କରାଯାଉଛି, ଯେ ବିଶ୍ୱର କୌଣସି ବି ଦେଶ ଭାରତକୁ…
କରୋନା ଭ୍ୟାକ୍ସିନର ଦ୍ୱିତୀୟ ଡୋଜ, ବୁଷ୍ଟର ଡୋଜ ମଧ୍ୟରେ ରହିବ ୯-୧୨ ମାସର ବ୍ୟବଧାନ!
ନୂଆଦିଲ୍ଲୀ,୨୬ ।୧୨: ଦେଶରେ କୋଭିଡ ୧୯ ବୁଷ୍ଟର ଡୋଜ ଦେବାଲାଗି ଅନୁମତି ମିଳିଯାଇଛି । ଏହା ପ୍ରଥମେ ଫ୍ରଣ୍ଟଲାଇନ୍ ୱାର୍କର୍ସ ଓ ବରିଷ୍ଠ ନାଗରିକଙ୍କୁ ଦିଆଯିବ । ଏହାସହ ଯେଉଁମାନେ କୌଣସି ବଡ ଧରଣର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ସେମାନଙ୍କୁ ମଧ୍ୟ…
Archives


