ପୁଣି ବଢ଼ିଲା ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ,୨୨।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ...
ଟାଇମ୍ସ ସ୍କୋୟାର ବିଲ୍ବୋର୍ଡରେ ସୋନା
ନୂଆଦିଲ୍ଲୀ, ୨୧।୭: ଓଡ଼ିଶା ଜନ୍ମିତ ପ୍ରଚ୍ଛଦପଟ୍ଟ ଗାୟିକା ସୋନା ମହାପାତ୍ରଙ୍କୁ ବଡ଼ ସଫଳତା ମିଳିଛି। ଆମେରିକାର ନ୍ୟୁୟର୍କ ସହର ଟାଇମ୍ସ ସ୍କୋୟାର ବିଲ୍ବୋର୍ଡରେ ତାଙ୍କର ବିଶାଳ ଫଟୋ ସ୍ଥାନ ପାଇଛି, ଯାହା ହାତଗଣତି କଳାକାରଙ୍କୁ ମିଳିଥାଏ। ତାଙ୍କର ନିଆର ସ୍ବର,...
ପେଗାସସ୍: ଶାସକଙ୍କ ଅସ୍ତ୍ର
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୭: ବିଶ୍ୱବ୍ୟାପୀ ପୁନଶ୍ଚ ଶିରୋନାମା ମଣ୍ଡନ କରିବାରେ ଲାଗିଛି ପେଗାସସ୍ ସ୍ପାଏଓ୍ବେର। ଖବରଦାତା, ମାନବାଧିକାର କର୍ମୀ, ବିଜ୍ନେସ୍ ଏକ୍ଜିକ୍ୟୁଟିଭ୍, ରାଜନେତାମାନଙ୍କ ଉପରେ ଗୁପ୍ତଚରଗିରି କରିବା ପାଇଁ ପେଗାସସ୍କୁ ବ୍ୟବହାର କରାଯାଇଥିବା ନେଇ ଓ୍ବାଶିଂଟନ ପୋଷ୍ଟ ଓ ୧୬ ମିଡିଆ ପାର୍ଟନର...
ମୋଦି ଚାହାନ୍ତି ‘ସର୍ଭିଲାନ୍ସ ଷ୍ଟେଟ୍’
କୋଲକାତା,୨୨ା୭(ପି.ଟି.): କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ଏକ ‘ସର୍ଭିଲାନ୍ସ ଷ୍ଟେଟ୍’ ପ୍ରତିଷ୍ଠା କରିବାକୁ ଉଦ୍ୟମ ଚଳାଇଛନ୍ତି। ତେଣୁ ଏକଚ୍ଛତ୍ରବାଦୀ ଭାଜପା ସରକାରକୁ କ୍ଷମତାଚ୍ୟୁତ କରିବା ଲାଗି ଆସନ୍ତା ଲୋକ ସଭା ନିର୍ବାଚନରେ ସମସ୍ତ ବିରୋଧୀ ଦଳ ଏକାଠି ହେବା ଆବଶ୍ୟକ।...
କୋଟି କୋଟି ଟଙ୍କାର କାର୍ ଉପରେ ସୁନା ଲେପ: ଧନୀ ବ୍ୟକ୍ତିଙ୍କ ଏଭଳି କାମ ଦେଖି ଆନନ୍ଦ ମହିନ୍ଦ୍ରା କହିଲେ…
ପ୍ରସିଦ୍ଧ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଥାନ୍ତି। ସେ ବିଭିନ୍ନ ଶିକ୍ଷଣୀୟ ଭିଡିଓ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ନିକଟରେ ସେ ଜଣେ ଭାରତୀୟ-ଆମେରିକୀୟ ଜଣେ ବ୍ୟକ୍ତି ଫେରାରି କାର୍କୁ ନେଇ ଏକ ଟୁଇଟ୍ କରିଛନ୍ତି,...
ପୃଥିବୀକୁ ମାଡ଼ିଆସୁଛି ଷ୍ଟାଡିୟମ ଆକୃତିର ଗ୍ରହାଣୁପିଣ୍ଡ
ନୂଆଦିଲ୍ଲୀ,୨୧।୭: ଷ୍ଟାଡିୟମ ଆକୃତିର ଏକ ବିଶାଳ ଗ୍ରହାଣୁପିଣ୍ଡ ଆସନ୍ତା ୨୪ ତାରିଖରେ ପୃଥିବୀ ନିକଟ ଦେଇ ଦ୍ରୁତ ବେଗରେ ଅତିକ୍ରମ କରିବ। ୨୦୦୮ଜି୦୨୦ ନାମକ ଏହି ଗ୍ରହାଣୁ ପୁଞ୍ଜର ଓସାର ୨୦ ମିଟର। ଏହା ସେକେଣ୍ଡ ପ୍ରତି ୮ କିଲୋମିଟରରୁ...
ଚାଷୀ ଆନ୍ଦୋଳନର ନୂଆ ଠିକଣା
ନୂଆଦିଲ୍ଲୀ,୨୧।୭: କୃଷି ଆଇନ ବିରୋଧରେ ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଚାଷୀଙ୍କୁ ଦିଲ୍ଲୀ ପୋଲିସ ବୁଧବାର ଅନୁମତି ଦେଇଛି। କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀମାନେ ମୌସୁମୀ ଅଧିବେଶନ ସମୟରେ ପାର୍ଲାମେଣ୍ଟ ଆଗରେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଥିଲେ।...
ସୀମାରେ ଇଦ୍ ପାଲିଲେ ବିଏସ୍ଏଫ୍-ପାକ୍ ରେଞ୍ଜର୍ସ
ନୂଆଦିଲ୍ଲୀ, ୨୧।୭: ଇଦ୍ ଅବସରରେ ବୁଧବାର ସୀମାର ବିଭିନ୍ନ ସ୍ଥାନରେ ଭାରତର ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଏବଂ ପାକିସ୍ତାନୀ ରେଞ୍ଜର୍ସଙ୍କ ମଧ୍ୟରେ ମିଠା ଆଦାନପ୍ରଦାନ ହୋଇଛି। ଏହି ପରମ୍ପରା ୨୦୧୯ରୁ ବନ୍ଦ ଥିଲା। ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର...
ସ୍ମୃତି ଇରାନୀଙ୍କ ଉପରେ ପୋଷ୍ଟ କରି ଫସିଲେ ପ୍ରଫେସର
ଫିରୋଜାବାଦ,୨୧।୭: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପରେ ଅପମାନଜନକ ଫେସବୁକ୍ ପୋଷ୍ଟ କରି ଫସଛନ୍ତି ୟୁପିର ଜଣେ ପ୍ରଫେସର। ଉତ୍ତର ପ୍ରଦେଶର ଫିରୋଜାବାଦ କୋର୍ଟରେ ଆତ୍ମସମର୍ପଣ କରିବା ପରେ ଅଭିଯୁକ୍ତଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି। ଅତିରିକ୍ତ ସେସନ୍ସ ଜଜ୍ ଅନୁରାଗ...
କୋର୍ଟରେ ଚିତ୍କାର କଲେ ‘ତାରିଖ ପେ ତାରିଖ’
ନୂଆଦିଲ୍ଲୀ,୨୧।୭: ନ୍ୟାୟ ପାଇବାରେ ବିଳମ୍ବ ହେବାରୁ ଜଜ୍ଙ୍କ ଆଗରେ ‘ତାରିଖ ପେ ତାରିଖ’ (ତାରିଖ ପରେ ତାରିଖ) ଚିତ୍କାର କରିବା ସହ କୋର୍ଟ ରୁମ୍ର ଫର୍ନିଚର ଓ କମ୍ପ୍ୟୁଟର ବାଡେଇ ଭାଙ୍ଗି ଦେଇଛନ୍ତି ଜଣେ ଅଭିଯୋଗକାରୀ। ଏହି ଅସାଧାରଣ ଘଟଣା...
ସିଦ୍ଧୁଙ୍କ ମେଗା ଶୋ’: ବିଧାୟକଙ୍କ ସହ ସ୍ବର୍ଣ୍ଣ ମନ୍ଦିରରେ ଟେକିଲେ ମଥା
ଚଣ୍ଡିଗଡ,୨୧।୭। ପଞ୍ଜାବ କଂଗ୍ରେସର ସଙ୍କଟ ମଧ୍ୟରେ ଦଳର ନବନିଯୁକ୍ତ ସଭାପତି ନବଜୋତ ସିଂ ସିଦ୍ଧୁ ବୁଧବାର ଅମୃତସରରେ ପ୍ରଥମ ବୈଠକ ଡାକିଥିଲେ। ଏହି ବୈଠକରେ ୬୨ଜଣ ଜଣ ବିଧାୟକ ଅମୃତସରର ସିଦ୍ଧୁଙ୍କ ବାସଭବନରେ ପହଞ୍ଚତ୍ଥିଲେ। ଏହି ସମୟରେ ସିଦ୍ଧୁଙ୍କ ବାସଭବନ...
ପାହାଡ଼ ଉପରୁ ଖସିଲା ବିରାଟ ପଥରଖଣ୍ଡ, ତଳେ ଯାଉଥିଲା ପର୍ଯ୍ୟଟକଙ୍କ କାର୍; ଆଉ ତା’ ପରେ…
ଡେରାଡୁନ,୨୧ା୭: ଉତ୍ତରାଖଣ୍ଡର ନୈନିତାଲରେ ଏକ ବଡ଼ ଘଟଣା ଘଟିଛି। ନୈନିତାଲଠାରୁ ୧୨ କିଲୋମିଟର ଦୂର ବଜୁନ ଅଞ୍ଚଳରେ ଦୁଇଦିନ ଧରି ବର୍ଷା ପ୍ରବଳ ବର୍ଷା ହେବାରୁ ଭୂସ୍ଖଳନ ଘଟିଛି। ଫଳରେ ପାହାଡ଼ ଉପରୁ ପଥର ଖସିପଡୁଛି। ଫଳରେ ଲୋକଙ୍କର ପ୍ରାଣହାନି...
Archives


