ବିନା ଡ୍ରାଇଭରରେ ଚାଲିବ ଟ୍ରେନ୍
ନୂଆଦିଲ୍ଲୀ,୧୫।୧୦: ପ୍ରଥମ ଥର ପାଇଁ ବିନା ଡ୍ରାଇଭରରେ ଚାଲିବ ଟ୍ରେନ୍। ଏମିତି ଟ୍ରେନକୁ ଜର୍ମାନୀର ହାମବର୍ଗରେ ତିଆରି କରାଯାଇଛି। ଦୁଇ ଜର୍ମାନୀ କମ୍ପାନୀ ଡଏଚ୍ ବାହାନ ଓ ହାଇଟେକ୍ ପାର୍ଟନର ସିମେନ୍ସ ଏହି ପ୍ରୋଜେକ୍ଟକୁ ମିଳିତ ଭାବରେ କରିଛନ୍ତି। ୭୦ମିଲିୟନର ଏହି…
ସିନ୍ଧୁ ସୀମାରେ ହତ୍ୟା: ସଂଯୁକ୍ତ କୃଷକ ମୋର୍ଚ୍ଚା କହିଲା ଘଟଣା ସହ କୌଣସି ସମ୍ପର୍କ ନାହିଁ
ନୂଆଦିଲ୍ଲୀ,୧୫ ।୧୦: ହରିୟାଣା-ଦିଲ୍ଲୀ ସିନ୍ଧୁ ସୀମାରେ ଶୁକ୍ରବାର ସକାଳେ ଜଣେ ବ୍ୟକ୍ତିଙ୍କ କଟା ଯାଇଥିବା ହାତର ମୃତଦେହ ମିଳିଥିଲା । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ତେବେ ଅର୍ଦ୍ଧ ନଗ୍ନ ମୃତଦେହ…
୭ ନୂଆ ପ୍ରତିରକ୍ଷା କମ୍ପାନୀର ଶୁଭାରମ୍ଭ କଲେ ମୋଦି, ତିଆରି ହେବ ଫାଇଟର ପ୍ଲେନଠାରୁ ପିସ୍ତଲ ପର୍ଯ୍ୟନ୍ତ…
ନୂଆଦିଲ୍ଲୀ,୧୫ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୭ଟି ନୂଆ ପ୍ରତିରକ୍ଷା କମ୍ପାନୀର ଶୁଭାରମ୍ଭ କରିଛନ୍ତି । ଦେଶକୁ ସଶକ୍ତ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ମୋଦି କହିଛନ୍ତି । ମୋଦି କହିଛନ୍ତି ସମୟ ସହିତ ପ୍ରତିରକ୍ଷା କ୍ଷେତ୍ରରେ…
ଭୋକିଲା ତାଲିକାରେ ପୁଣି ତଳକୁ ଖସିଲା ଭାରତ
ନୂଆଦିଲ୍ଲୀ,୧୫।୧୦: ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ (ଜିଏଚ୍ଆଇ)୨୦୨୧ ରିପୋର୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ରିପୋର୍ଟ ଅନୁସାରେ ଭାରତ ୯୪ସ୍ଥାନରୁ ୧୦୧ ସ୍ଥାନକୁ ଖସି ଆସିଛି। ୨୦୨୦ରେ ୧୦୭ଟି ଦେଶକୁ ନେଇ ପ୍ରକାଶିତ ରିପୋର୍ଟରେ ଭାରତ ୯୪ସ୍ଥାନରେ ରହିଥିଲା। ଏଥର ୧୧୬ଟି ଦେଶକୁ…
ଦେଶବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ସବୁଦିନ ପାଇଁ ମନେ ରହିବେ କଲାମ: ମୋଦି
ନୂଆଦିଲ୍ଲୀ,୧୫ ।୧୦: ମିଶାଇଲ ମ୍ୟାନ, ଭାରତ ରତ୍ନ ତଥା ଭାରତର ୧୧ତମ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କ ୯୦ତମ ଜନ୍ମଦିନରେ ଦେଶ ତାଙ୍କୁ ମନେ ପକାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି କହିଛନ୍ତି କଲାମ…
ଫେରିଯିବ ମୌସୁମୀ
ନୂଆଦିଲ୍ଲୀ,୧୫ ।୧୦: ଦେଶର ପ୍ରାୟ ସମସ୍ତ ଭାଗରୁ ମୌସୁମୀ ଫେରି ଯାଇଛି କହିଲେ ଚଳେ । ଓଡ଼ିଶାର କିଛି ଭାଗରେ ଓ ପୂର୍ବ ଭାରତର କିଛି ଅଂଶ ସହ ଦକ୍ଷିଣ ଭାରତରେ ବି ମୌସୁମୀ ଏପଯ୍ୟନ୍ତ ସାମାନ୍ୟ ରହିଛି । ଶୁକ୍ରବାର…
ଭାରତକୁ ଦୋହଲାଇ ଦେବାର ଷଡଯନ୍ତ୍ର! ପିଓକେରେ ଆତଙ୍କବାଦୀ ସଙ୍ଗଠନ ସହ ବୈଠକ କଲା ଆଇଏସ୍ଆଇ
ନୂଆଦିଲ୍ଲୀ,୧୫ ।୧୦: ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ବିସେସ ଇଣ୍ଟଲିଜେନ୍ସ (ଆଇଏସ୍ଆଇ) ଓ କିଛି ଆତଙ୍କବାଦୀ ସଙ୍ଗଠନର ମୁଖ୍ୟଙ୍କ ମଧ୍ୟରେ ନିକଟରେ ବୈଠକ ହୋଇଥିବା ସୂଚନା ମିଳିଛି । କୁହାଯାଉଛି କି ଏହି ବୈଠକ ପିଓକେର ମୁଜାଫରାବାଦରେ ହୋଇଛି । ଏହି…
ଘରକୁ ଫେରିଲେ ସିଦ୍ଧୁ!
ନୂଆଦିଲ୍ଲୀ,୧୫ ।୧୦: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହ ଭିତରେ ନବଜୋତ ସିଂ ସିଦ୍ଧୁଙ୍କ ରାଗରେ କିଛିଟା ଥଣ୍ଡା ପବନ ଲାଗୁଥିବା ଅନୁମାନ କରାଯାଉଛି । କଂଗ୍ରେସ ନେତୃତ୍ୱ ବି କିଛିଟା ନରମ ହୋଇଥିବା ଲକ୍ଷ୍ୟ କରାଯାଉଛି । ଏହାସହ କଂଗ୍ରେସ…
ସମ୍ବର ପାଇଁ ମା’, ଭଉଣୀଙ୍କୁ ହତ୍ୟା
ବେଙ୍ଗାଲୁରୁ,୧୫।୧୦: ଘରେ ତିଆରି ସମ୍ବର ସୁଆଦିଆ ନ ଲାଗିବାରୁ ଜଣେ ଯୁବକ ତାଙ୍କ ମା’ ଓ ଭଉଣୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏଭଳି ଲୋମ ହର୍ଷଣକାରୀ ଘଟଣା ଘଟିଛି କର୍ନାଟକର ଉତ୍ତାରା କନ୍ନଡ ଜିଲାରେ। ହତ୍ୟାକାଣ୍ଡ ବୁଧବାର ଘଟିଥିବା ବେଳେ…
କଏଦୀ ନଂ ଏନ୍୯୫୬
ମୁମ୍ବାଇ,୧୫।୧୦: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନଙ୍କୁ କ୍ୱାରେଣ୍ଟିନରୁ ବାହାରି କରି କଏଦୀଙ୍କ ଭଳି ଆର୍ଥର ରୋଡ୍ ଜେଲ ପଠାଇ ଦିଆଯାଇଛି। କଏଦୀ ନଂ ଏନ୍୯୫୭। ତାଙ୍କୁ ଯେଉଁମାନଙ୍କ ସହ ରଖାଯାଇଛି, ସେମାନେ ମଧ୍ୟ ସମାନ ମାମଲାରେ ଜଡ଼ିତ। ମିଳିଥିବା…
ସ୍କୁଲର ପ୍ରଧାନଶିକ୍ଷକ ହେବା ପାଇଁ ଦଙ୍ଗଲ
ପାଟନା,୧୫।୧୦: ସ୍କୁଲର ପ୍ରଧାନଶିକ୍ଷକ ପଦବୀ ପାଇଁ ହାତାହାତି ହୋଇଛନ୍ତି ଦୁଇ ଶିକ୍ଷକ। ତାହା ପୁଣି ରାଜ୍ୟର ଶିକ୍ଷା ବିଭାଗ କାର୍ଯ୍ୟାଳୟରେ। ବିହାରର ମୋତିହାରି ଅଞ୍ଚଳରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ହୋଇଥିବା ଭିଡିଓରେ…
କୋଇଲା ଅଭାବ ପାଇଁ ମୌସୁମୀ ଦାୟୀ
ଛାତ୍ରା(ଝାଡ଼ଖଣ୍ଡ),୧୪।୧୦: ଦେଶରେ କୋଇଲା ଅଭାବ କାରଣରୁ ଦିଲ୍ଲୀ, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ବହୁ ସଂଖ୍ୟାରେ ପାଓ୍ବର ପ୍ଲାଣ୍ଟ ବନ୍ଦ ହୋଇଯାଇଛି। ଫଳରେ ପୂରା ଦେଶରେ ଦେଖା ଦେଇଛି ବିଦ୍ୟୁତ ସଙ୍କଟ। ତେବେ ପାଓ୍ବର ପ୍ଲାଣ୍ଟକୁ ଦରକାର ଥିବା ପରିମାଣର କୋଇଲା ଯୋଗାଇ…
Archives


