ଠକଠାରୁ ଜ୍ୟାକଲିନ ନେଇଥିବା ଉପହାର ତାଲିକାରେ ୯ ଲକ୍ଷ ଟଙ୍କାର ବିଲେଇ
ନୂଆଦିଲ୍ଲୀ, ୫।୧୨: ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ୫୨ ଲକ୍ଷ ଟଙ୍କାର ଏକ ଘୋଡ଼ା ଏବଂ ୯ ଲକ୍ଷ ଟଙ୍କାର ଏକ ପର୍ସିଆନ ବିଲେଇକୁ ମିଶାଇ ୧୦ କୋଟି ଟଙ୍କାର ଉପହାର ଦେଇଛନ୍ତି ସୁକେଶ ଚନ୍ଦ୍ରଶେଖର ନାମକ ଏକ ଠକ। ବେଆଇନ…
ଶାହାଙ୍କ ସହ ଆଲୋଚନା ପରେ ଗଠନ ହେଲା ୫ ଜଣିଆ କମିଟି
ନୂଆଦିଲ୍ଲୀ,୪।୧୨: ଦିଲ୍ଲୀ ସୀମାରେ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଧରି ବିକ୍ଷୋଭରତ କୃଷକମାନେ ଆନ୍ଦୋଳନରୁ ଓହରିପାରନ୍ତି। କେନ୍ଦ୍ର ସରକାର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିନେବା ପରେ କୃଷିଜାତ ସାମଗ୍ରୀଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ପ୍ରଦାନ ପାଇଁ ବିଚାର କରୁଥିବାରୁ…
ମୋଦିଙ୍କ ରାଲିକୁ ଯାଉଥିବା ବସ୍ ଧକ୍କାରେ ଗଲା ପରିବାରର ୩ ଜୀବନ
ସାହରନପୁର, ୪।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡେରାଡୁନ୍ ରାଲିକୁ ଲୋକ ନେଇ ଯାଉଥିବା ଏକ ବସ୍ ଧକ୍କାରେ ଚାଲିଯାଇଛି ଗୋଟିଏ ପରିବାରର ୩ ଜଣଙ୍କ ଜୀବନ। ସେହି ପରିବାର ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ଉତ୍ତରପ୍ରଦେଶ ସାହରନପୁର ଜିଲାର ମୋହନ୍ଦ…
‘ୟୁପିରେ ସଂଖ୍ୟାଗରିଷ୍ଠତା ସହ ଭାଜପା ସରକାରକୁ ଫେରିବ’
ମୁମ୍ବାଇ,୪।୧୨: ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଭାଜପା ଉତ୍ତର ପ୍ରଦେଶ ସରକାରକୁ ଫେରିବ। ହିନ୍ଦୁସ୍ତାନ ଟାଇମ୍ସ ଲିଡରଶିପ୍ ବୈଠକ (ଏଚ୍ଟିଏଲଏସ୍)ରେ ଏଭଳି ଦୃଢ଼ୋକ୍ତି ରଖିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏଥିସହ ନିର୍ବାଚନ ଲାଗି ଛୋଟ ଛୋଟ ରାଜନୈତିକ ଦଳ ସହ…
ଅମରିନ୍ଦରଙ୍କ ସହ ମେଣ୍ଟ ଉପରେ ଏମିତି କହିଲେ ଶାହା
ନୂଆଦିଲ୍ଲୀ,୪।୧୨: ପଞ୍ଜାବ ବିଧାନସଭା ନିର୍ବାଚନରେ ମେଣ୍ଟ ଗଠନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ଶିରୋମଣି ଅକାଳୀ ଦଳର ପୂର୍ବତନ ନେତା ଶୁଖଦେବ ସିଂ ଧିଂସାଙ୍କ ସହ ଭାଜପାର ଆଲୋଚନା ଚାଲିଛି। ଶନିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଏହି ସୂଚନା…
ସଂକ୍ରମଣ ବୃଦ୍ଧି ନେଇ ଓଡ଼ିଶାକୁ କେନ୍ଦ୍ରର ତାଗିଦ
ନୂଆଦିଲ୍ଲୀ, ୪।୧୨: ଓଡ଼ିଶା ସମେତ ୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର କେତେକ ଜିଲାରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ଓ ମୃତ୍ୟୁହାର ଦ୍ରୁତ ବୃଦ୍ଧି ପାଉଛି। ଏଥିସହିତ ଉକ୍ତ ରାଜ୍ୟଗୁଡ଼ିକରେ ଟେଷ୍ଟିଂ ହ୍ରାସ ପାଇଥିବାରୁ କେନ୍ଦ୍ର ସରକାର ଚିନ୍ତାବ୍ୟକ୍ତ କରିବା…
ପଡ଼ିଶା ଘର ଟ୍ରଙ୍କରୁ ମିଳିଲା ନିଖୋଜ ଝିଅର ମୃତଦେହ
ଲକ୍ଷ୍ନୌ,୪।୧୨: ଦୁଇ ଦିନ ହେଲା ନିଖୋଜ ଥିବା ୬ ବର୍ଷୀୟା ଝିଅର ମୃତଦେହ ମିଳିଛି ପଡ଼ିଶା ଘରର ଟ୍ରଙ୍କରୁ। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ହାପୁର ସହରରେ। ତେବେ ପୀଡ଼ିତାଙ୍କୁ ହତ୍ୟା କରାଯିବା ପୂର୍ବରୁ ବଳାତ୍କାର ହୋଇଛି କି ନାହିଁ, ତାହା…
ପଦ୍ମଶ୍ରୀ ବିନୋଦ ଦୁଆଙ୍କ ପରଲୋକ
ନୂଆଦିଲ୍ଲୀ,୪।୧୨: ପଦ୍ମଶ୍ରୀ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ୧୯୫୪ ମାର୍ଚ୍ଚ ୧୧ରେ ସେ ଜନ୍ମଗ୍ରହଣ କରିଥିଲେ। ଦୂରଦର୍ଶନ ଏବଂ ଏନ୍ଡିଟିଭି ଇଣ୍ଡିଆରେ କାର୍ଯ୍ୟ କରି ସେ ଦେଶର ଜଣେ ଚର୍ଚ୍ଚିତ…
ଗୁଜରାଟରେ ତୃତୀୟ ଓମିକ୍ରନ ଆକ୍ରାନ୍ତ
ନୂଆଦିଲ୍ଲୀ,୪।୧୨: ଜିମ୍ବାଓ୍ବେରୁ ଫେରିଥିବା ଜଣେ ବ୍ୟକ୍ତି କୋଭିଡ୍-୧୯ର ଓମିକ୍ରନ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ଥିବା ଗୁଜରାଟର ଜାମନଗରରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର କୁହାଯାଇଛି। ଏହା ଭାରତରେ ଚିହ୍ନଟ ହୋଇଥିବା ତୃତୀୟ ଓମିକ୍ରନ ମାମଲା।…
ଯାତ୍ରୀଙ୍କ ମୃତ୍ୟୁ ପରେ ଫେରିଲା ବିମାନ
ନୂଆଦିଲ୍ଲୀ,୪।୧୨: ଏଆଇ-୧୦୫ ନମ୍ବର ବିମାନଟି ଶନିବାର ଦିଲ୍ଲୀରୁ ନ୍ୟୁୟର୍କ ଯାତ୍ରା କରୁଥିବା ବେଳେ ବିମାନରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଫଳରେ ଯାତ୍ରାର ୩ ଘଣ୍ଟା ପରେ ବିମାନଟି ଦିଲ୍ଲୀ ବିମାନ ବନ୍ଦରକୁ ଫେରି ଆସିଥିବା ଏୟାର ଇଣ୍ଡିଆର ଜଣେ ଅଧିକାରୀ…
ଗୁଜରାଟରେ ଆଉ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ
ଗାନ୍ଧିନଗର,୪ ।୧୨: ଦେଶରେ ଆଉ ଜଣେ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେ ୨ ଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ବେଳେ ବିମାନ ବନ୍ଦରରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ଏଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିବା…
ଲଶ୍କର ଆତଙ୍କବାଦୀ ଗିରଫ…
ଶ୍ରୀନଗର,୪।୧୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଲଢ଼େଇରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ମିଳିତ ସୁରକ୍ଷାକର୍ମୀମାନେ ଲଶ୍କର ଆତଙ୍କବାଦୀ ହମିଦ୍ ନାଥଙ୍କୁ ଗିରଫ କରିଛନ୍ତି। କେନ୍ଦ୍ରୀୟ କଶ୍ମୀରର ବଡ଼ଗାମ୍ ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି। ସେ ଲଶ୍କର-ଇ-ତୋଏବା କମାଣ୍ଡର ମହମ୍ମଦ ୟୁସୁଫ୍ କାନ୍ତ୍ର୍ରୋଙ୍କ…
Archives


