ଜାତୀୟ

ଭାଜପା ସହ ମେଣ୍ଟ କରି ନଷ୍ଟ ହୋଇଛି ୨୫ ବର୍ଷ: ଉଦ୍ଧବ

ମୁମ୍ବାଇ,୨୫।୧: ଭାଜପା ସହ ମେଣ୍ଟ କରି ତାଙ୍କ ଦଳ ଶିବସେନା ୨୫ ବର୍ଷ ନଷ୍ଟ କରିଥିବା ସେ ବିଶ୍ୱାସ କରନ୍ତି ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି। ଶିବସେନା ଭାଜପାକୁ ପରିତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ହିନ୍ଦୁତ୍ୱକୁ କଦାପି…

ନମୋ ଆପ ମାଧ୍ୟମରେ କର୍ମୀଙ୍କ ସହ ଯୋଡି ହେବେ ମୋଦି

ନୂଆଦିଲ୍ଲୀ,୨୫ ।୧: ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ସବୁ ରାଜନୈତିକ ଦଳ ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାରା ଦେଶର ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀଙ୍କ ସହ…

ରାମନଗରରୁ ନିର୍ବାଚନ ଲଢିବେ ହରିଶ ରାୱତ

ଡେରାଡୁନ,୨୫ ।୧: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ତା’ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ପତ୍ରରେ ୧୧ ଜଣଙ୍କ ନାମ ଘୋଷଣା କରିଛି । ଏଥିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ରାମନଗର ଆସନରୁ ନିର୍ବାଚନ…

ରେକର୍ଡ କଲେ ଦିଲ୍ଲୀର କିଶୋର: ୨୦ ଦିନରେ ଦିଆଗଲାଣି ୭୫ ପ୍ରତିଶତ ଟିକା

ନୂଆଦିଲ୍ଲୀ,୨୫ ।୧: କରୋନା ଟିକାକରଣକୁ ନେଇ ଦିଲ୍ଲୀର କିଶୋରମାନେ ରେକର୍ଡ କରିଛନ୍ତି । ପ୍ରାୟ ୨୦ ଦିନ ମଧ୍ୟରେ ୭୫ ପ୍ରତିଶତ କିଶୋର କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ ନେଇ ସାରିଲେଣି । ଏବେ ଦିଲ୍ଲୀରେ ଟିକାକରଣକୁ ୩୭୨ ଦିନ ପୂରଣ…

ଅକାଳି ଦଳର ମୋଦି ପ୍ରେମ: ମେଣ୍ଟ ନ କରି ବି ପୋଷ୍ଟରରେ ମୋଦିଙ୍କ ଛବି

ଫିରୋଜପୁର,୨୫ ।୧: ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ଅକାଳିଦଳ ଭାରତୀୟ ଜନତା ପାର୍ଟି(ଭାଜପା) ସହ ମେଣ୍ଟ କଲାନାହିଁ । ହେଲେ ଦଳର ମୋଦି ପ୍ରେମ ଏବେ ପ୍ରଚାର ସମୟରେ ଦେଖିବାକୁ ମିଳିଛି । ଫିରୋଜପୁର ଜିଲାର ଜଲାଲାବାଦ ବିଧାନସଭା ଆସନରୁ ଶିରୋମଣି…

ଗୋଟିଏ ବୋତଲ ରକ୍ତ ଦିଅ, ଏକ କିଲୋ ଚିକେନ ନିଅ

ମୁମ୍ବାଇ,୨୫ ।୧: ଶିବାସେନାର ସଂସ୍ଥାପକ ସ୍ୱର୍ଗତ ବାଲ ଠାକରେଙ୍କ ଜୟନ୍ତି ଅବସରରେ ମହାରାଷ୍ଟ୍ରର ଉହ୍ଲାସନଗରରେ ଦଳ ପକ୍ଷରୁ ଏକ ଅଦ୍ଭୁତ ଅଫର ଦିଆଯାଇଛି । ବାଲ ଠାକରେଙ୍କ ଜୟନ୍ତି ଅବସରରେ ଉହ୍ଲାସନଗରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏଠାରେ…

ଅଲଗା ସମୟରେ ହେବ ଲୋକ ସଭା, ରାଜ୍ୟ ସଭା ଅଧିବେଶନ

ନୂଆଦିଲ୍ଲୀ,୨୪।୧: ଜାନୁୟାରୀ ୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକ ସଭା ଓ ରାଜ୍ୟ ସଭା ଅଲଗା ସମୟରେ କରିବାକୁ ନିଷ୍ପତ୍ତି ହୋଇଛି। ଫେବୃୟାରୀ ୧ରେ ବଜେଟ ଉପସ୍ଥାପନ ଲାଗି ଲୋକ ସଭା…

ଶୋରୁମ୍‌ରେ ଚାଷୀଙ୍କୁ କହିଲେ ‘ପାଖରେ ୧୦ ଟଙ୍କା ନାହିଁ, ଗାଡ଼ି କିଣିବାକୁ ଆସିଛ’, ତା’ ପରେ

ବାଙ୍ଗାଲୋର,୨୪।୧: ବୋଲେରୋ ପିକ୍‌ ଅପ୍‌ ଟ୍ରକ କିଣିବାକୁ ଶୋରୁମ୍‌ ଆସିଥିବା ଜଣେ ଚାଷୀଙ୍କୁ ଅପମାନ ଦେଇଥିଲେ ଜଣେ ସେଲ୍ସମ୍ୟାନ। ଉତ୍ତ୍ୟକ୍ତ ହୋଇ ଚାଷୀ ଘଣ୍ଟାକ ମଧ୍ୟରେ ଟଙ୍କା ନେଇ ଆସିଥିଲେ। ଶେଷରେ କ୍ଷମାପ୍ରାର୍ଥନା କରିଥିଲେ ସେଲ୍ସମ୍ୟାନ। ଘଟଣାଟି କର୍ନାଟକର ତୁମାକୁରୁ ଅଞ୍ଚଳରେ…

ଟିକା ନେଇ ନ ଥିଲେ ପରେଡ୍‌ ମନା

ନୂଆଦିଲ୍ଲୀ,୨୪।୧: ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଯୋଗଦେବାକୁ ହେଲେ ଉଭୟ ଡୋଜ୍‌ କୋଭିଡ୍‌ ଟିକା ନେବା ବାଧ୍ୟତାମୂଳକ। ଟିକା ନେଇ ନ ଥିବା ବ୍ୟକ୍ତି ଏବଂ ୧୫ ବର୍ଷରୁ କମ୍‌ ପିଲାଙ୍କୁ ପରେଡ୍‌ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଅନୁମତି ମିଳିବ ନାହିଁ ବୋଲି…

ବର୍ଷକୁ ୩ ଦିନ କାଉଣ୍ଟର ବନ୍ଦ

ନୂଆଦିଲ୍ଲୀ,୨୪।୧: ଦିଲ୍ଲୀ ସରକାରଙ୍କ ନୂଆ ଏକ୍ସାଇଜ ଆଇନ ଅନୁଯାୟୀ ୨୦୨୨ରେ ମାତ୍ର ୩ ଦିନ ପାଇଁ ଲାଇସେନ୍ସ ପ୍ରାପ୍ତ ମଦ କାଉଣ୍ଟର ବନ୍ଦ ରହିବ। ଏ ନେଇ ସୋମବାର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ପୂର୍ବରୁ ବିଭିନ୍ନ ଜାତୀୟ ଛୁଟିଦିନ…

‘କେଉଁ ପ୍ରକାର ନିଶାର ପ୍ରଭାବରେ ଜନମତ ସର୍ଭେ କରାଯାଉଛି, ଆମକୁ ଜଣାନାହିଁ’

ଲକ୍ଷ୍ନୌ,୨୪।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ସୁହାଉଥିବା ଜନମତ ସର୍ଭେକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ସେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସବୁଠୁ ବଡ଼ ମିଛୁଆ କହିଛନ୍ତି। “ଏହା ଜନମତ ସର୍ଭେ ନୁହେଁ। ଏଗୁଡ଼ିକ…

‘୨୦୨୪ରେ ଭାଜପାକୁ ହରାଇବା ସମ୍ଭବ’

ନୂଆଦିଲ୍ଲୀ,୨୪।୧: “୨୦୨୪ରେ ଭାଜପାକୁ ହରାଇବା ସମ୍ଭବ। କିନ୍ତୁ ଭାଜପାକୁ ବର୍ତ୍ତମାନ ବିରୋଧୀ ହରାଇ ପାରିବେ କି? ସମ୍ଭବତଃ ନା। ୨୦୨୪ରେ ଭାଜପାକୁ କଡ଼ା ଟକ୍କର ଦେବା ପାଇଁ ବିରୋଧୀ ମୋର୍ଚ୍ଚା ଗଠନ କରିବାରେ ସାହାଯ୍ୟ କରିବାକୁ ମୁଁ ଚାହେଁ” ଏକ ସାକ୍ଷାତ୍‌କାରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri