Posted inଜାତୀୟ

ଦିଲ୍ଲୀରେ ସ୍ଲିପର ସେଲ ଆକ୍ଟିଭ: ଫ୍ଲାଟରୁ ମିଳିଲା ୩ କେଜି ବିସ୍ଫୋରକ

ନୂଆଦିଲ୍ଲୀ,୧୮।୨: ଦିଲ୍ଲୀର ଓଲ୍ଡ ସୀମାପୁରୀ ଅଞ୍ଚଳର ଏକ ଫ୍ଲାଟରୁ ୩ କେଜି ଇମ୍ପ୍ରୋଭାଇଜଡ୍‌ ଏକ୍ସପ୍ଲୋସିଭ ଡିଭାଇସ (ଆଇଇଡି) ଭର୍ତ୍ତି ବ୍ୟାଗ ମିଳିଛି। ବିସ୍ଫୋରକକୁ ଡିଫ୍ୟୁଜ କରାଯାଇ ଥିବା ବେଳେ ଘରର ମାଲିକ ଓ ଡିଲରଙ୍କୁ ପଚରାଉଚରା କରୁଛି ଦିଲ୍ଲୀ ପୋଲିସ। ସ୍ପେଶାଲ ସେଲ ସଂନ୍ଦିଗ୍ଧଙ୍କୁ ଚିହ୍ନଟ କରିସାରିଛି। ତେବେ ସଂନ୍ଦିଗ୍ଧମାନେ କେଉଁ ଅଞ୍ଚଳର ଜଣା ପଡ଼ିନାହିଁ। କିନ୍ତୁ ସେମାନେ ସ୍ଲିପର ସେଲ କିମ୍ବା ବଡ଼ ଷଡ଼ଯନ୍ତ୍ରର ଅଂଶ ହୋଇଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି।

ପୋଲିସ ଅନୁଯାୟୀ, ୩ ସନ୍ଦିଗ୍ଧ ଫେକ ଡକ୍ୟୁମେଣ୍ଟ ଦେଇ ଦିଲ୍ଲୀର ଉତ୍ତରପୂର୍ବ ଅଞ୍ଚଳରେ ଆପାର୍ଟମେଣ୍ଟ ଭଡାରେ ନେଇଥିଲେ। ସେହି ଆପାର୍ଟମେଣ୍ଟର ମାଲିକ ଭଡ଼ାରେ ଘର ଦେବା ପୂର୍ବରୁ ପୋଲିସ ଭେରିଫେଶନ କରାଇ ନ ଥିଲେ। ପୋଲିସ ଚଢ଼ାଉ କରିବା ପୂର୍ବରୁ ସେମାନେ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରୁ ଡଜନ ଫୋନ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟୁଇଟରରେ ଟ୍ରେଣ୍ଡ କରୁଛି #ରିଜେକ୍ଟ_ଜମାଟୋ

ନୂଆଦିଲ୍ଲୀ,୧୯।୧୦: ରିଫଣ୍ଡ ଦାବି କରିବାରୁ ତାମିଲନାଡୁର ଜଣେ ଗ୍ରାହକଙ୍କୁ ହିନ୍ଦୀ ଶିଖିବାକୁ ପରାମର୍ଶ ଦେଇଛନ୍ତି ଜମାଟୋର କଷ୍ଟମର କେୟାର ଅଧିକାରୀ। ସୋସିଆଲ ମିଡିଆରେ ଏହି ଘଟଣା...

ମସ୍‌ଜିଦ ଟ୍ରଷ୍ଟ ପକ୍ଷରୁ ଜାରି ହେଲା ଲୋଗୋ: କ’ଣ ରହିଛି ଏହା ପଛରେ ବାର୍ତ୍ତା

ଆଯୋଧ୍ୟା,୨୪।୮: ଅଯୋଧ୍ୟାରେ ଗୋଟିଏ ପଟେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ମସ୍‌ଜିଦ ନିର୍ମାଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ...

ଦୁଃଖ ବଖାଣିଲେ ଭାଜପା ବିଧାୟକ

ଲକ୍ଷ୍ନୌ,୯।୫: ଏବେ ସାରା ଦେଶରେ କରୋନା କାୟା ବିସ୍ତାର କରିଛନ୍ତି। ପ୍ରତିଦିନ ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବାବେଳେ ହଜାର ହଜାର ଲୋକ ମୃତ୍ୟୁ...

କଥା ରଖିଲେ ପଞ୍ଜାବ ସରକାର

ଚଣ୍ଡିଗଡ଼,୨୪ ।୭: ପଞ୍ଜାବର ଆମ ଆଦମୀ(ଏଏପି) ସରକାର ଦିଲ୍ଲୀ ଭଳି ପଞ୍ଜାବରେ ବି ମାଗଣା ବିଜୁଳୀ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏବେ ଏଥିନେଇ ସରକାର...

ସୁଧୁରୁଛି ଦେଶର ଅର୍ଥବ୍ୟବସ୍ଥା: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୪।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ଶନିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀ ଜରିଆରେ ଦେଶର ଅର୍ଥ ବ୍ୟବସ୍ଥା ସୁଧୁରୁଥିବା କହିଛନ୍ତି। ସେ ରିଅଲ୍‌ ଇଷ୍ଟେଟକୁ...

ଅନାଥ ଶିଶୁଙ୍କୁ ନବୋଦୟ ବିଦ୍ୟାଳୟରେ ମାଗଣା ଶିକ୍ଷା ଦିଅ

ନୂଆଦିଲ୍ଲୀ,୨୦ା୫: କୋଭିଡ୍‌-୧୯ ମହାମାରୀରେ ମା’ବାପାଙ୍କୁ ହରାଇଥିବା ଅନାଥ ପିଲାଙ୍କୁ ନବୋଦୟ ବିଦ୍ୟାଳୟରେ ମାଗଣାରେ ଶିକ୍ଷାଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଗୁରୁବାର କଂଗ୍ରେସ ଅଧ୍ୟକ୍ଷା...

ଯୋଗୀଙ୍କ ବିଫଳତାକୁ ଲୁଚାଇ ପାରିବେ ନାହିଁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬ା୭- ମହାମାରୀ କରୋନାର ଦ୍ୱିତୀୟ ଲହର ଉତ୍ତର ପ୍ରଦେଶକୁ ଥରାଇ ଦେଇଛି। ଏହାର ମୁକାବିଲା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ। ଏହାସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଯୋଗୀ...

କୃଷକ ଆନ୍ଦୋଳନ: ପଞ୍ଜାବରେ ୧୫୦ରୁ ଅଧିକ ଟେଲିକମ୍‌ ଟାଓ୍ବାରରେ ଭଙ୍ଗାରୁଜା

ଚଣ୍ଡିଗଡ଼,୨୭।୧୨: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଅନୁରୋଧ ରଖିଲେ ନାହିଁ ଆନ୍ଦୋଳନରତ କୃଷକ। ପଞ୍ଜାବରେ ରାତାରାତି ୧୫୦ରୁ ଅଧିକ ସିଗ୍‌ନାଲ ଟ୍ରାନ୍ସମିଟିଂ ଟାଓ୍ବାର ଭାଙ୍ଗି ଦିଆଯାଇଥିବା...

Advertisement
Archives

Model This Week