କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ ନୁହେଁ ଠିକ୍, ଟିପ୍ପଣୀ ଦେଲେ କୋର୍ଟ…
ପ୍ରୟାଗରାଜ,୩।୮: ଉତ୍ତରପ୍ରଦେଶରେ ଲଭ ଜିହାଦ ଘଟଣା ବଢ଼ିବାରେ ଲାଗିଛି। ସମ୍ପ୍ରତି ଏଭଳି ମାମଲାଗୁଡ଼ିକରେ ଐତିହାସିକ ଚିରିତ୍ର ଆକବର ଏବଂ ଯୋଧାବାଈଙ୍କ କାହାଣୀକୁ ଅନ୍ତର୍ଭୁକ୍ତ କରାଯାଇଛି। ଆହ୍ଲାବାଦ ହାଇକୋର୍ଟ ମଙ୍ଗଳବାର ବିବାହ ପାଇଁ ଧର୍ମ ପରିବର୍ତ୍ତନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।...
ଶାହାଙ୍କୁ ଭେଟିଲେ ଶରଦ ପାୱାର
ନୂଆଦିଲ୍ଲୀ,୩ ।୮: ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ଏନ୍ସିପି ମୁଖ୍ୟ ଶରଦ ପାୱାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ହେଲେ କେଉଁ ବିଷୟକୁ ନେଇ ଏମାନଙ୍କ ମଧ୍ୟରେ କଥା ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ ।...
ଅଲିମ୍ପିକ୍ ଟିମ୍ ଅଗଷ୍ଟ ୧୫ରେ ଯିବେ ଲାଲ୍ କିଲ୍ଲା, ନିମନ୍ତ୍ରଣ କରିବେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୩।୮: ଟୋକିଓ ଅଲିମ୍ପିକ୍ରେ ଯୋଗଦେବାକୁ ଯାଇଥିବା ଭାରତୀୟ ଟିମ୍ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ଅବସରରେ ସ୍ବତନ୍ତ୍ର ଅତିଥି ଭାବେ ଲାଲ୍ କିଲ୍ଲାରେ ଯିବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ଟିମ୍କୁ ନିମନ୍ତ୍ରଣ କରାଯିବ। ପ୍ରଧାନମନ୍ତ୍ରୀ...
ଦୀପାବଳି ପର୍ଯ୍ୟନ୍ତ ମିଳିବ ମାଗଣା ରାଶନ: ମୋଦି
ନୂଆଦିଲ୍ଲୀ,୩ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମ୍ଜିକେଏୱାଇ)ର ଲାଭାର୍ଥୀଙ୍କ ସହ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି । ଏହି ସମୟରେ ମୋଦି କହିଛନ୍ତି ଗରିବ ନିରାଶ ହେବା ଆବଶ୍ୟକ ନାହିଁ...
ବେଆଇନ ମଦ କାରବାର ଦୋଷୀଙ୍କୁ ହେବ ଆଜୀବନ ଜେଲ୍-ମୃତ୍ୟୁ ଦଣ୍ଡାଦେଶ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ…
ଭୋପାଳ,୩।୮: ଏଣିକି ବେଆଇନ ମଦ କାରବାରେରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୋଷୀଙ୍କ ପ୍ରତି ଆଜୀବନ ଜେଲ୍ ଅବା ମୃତ୍ୟୁ ଦଣ୍ଡାଦେଶ କରାଯିବ ବୋଲି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସରକାରଙ୍କ...
ଇଭିଏମ୍ ବିରୋଧରେ ଆବେଦନ ଖାରଜ: ଆବେଦନକାରୀଙ୍କ ଉପରେ ୧୦ହଜାର ଟଙ୍କା ଜରିମାନା ଲଗାଇଲେ ହାଇକୋର୍ଟ
ନୂଆଦିଲ୍ଲୀ,୩।୮: ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ(ଇଭିଏମ)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହାକୁ ପ୍ରତ୍ୟାଖ୍ୟାନ କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ଏହି ଆବେଦନକୁ ପ୍ରଚାର ପାଇଁ ଦାଖଲ କରାଯାଇଥିଲା। ଏଥିପାଇଁ ଆବେଦନକାରୀଙ୍କ ଉପରେ ୧୦ହଜାର...
ମାର୍ଚ୍ଚରୁ ଜୁନ ମଧ୍ୟରେ ଛଅ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ
ନୂଆଦିଲ୍ଲୀ,୩ ।୮: ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ଘୋଷଣା ପରେ ପାକିସ୍ତାନ ପଟୁ ସୀମାରେ ୬ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ମଙ୍ଗଳବାର ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକ ସଭାରେ ଲିଖିତ ବୟାନ ଦେଇଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର...
ସଂସଦ ନ ଚଳାଇ ଦେବା ଲୋକତନ୍ତ୍ର, ଜନତାଙ୍କ ଅପମାନ: ମୋଦି
ନୂଆଦିଲ୍ଲୀ,୩ ।୮: ସଂସଦ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ମଙ୍ଗଳବାର ଭାରତୀୟ ଜନତା ପାର୍ଟି(ଭାଜପା)ର ସଂସଦୀୟ ଦଳ ବୈଠକ ଆରମ୍ଭ ହୋଇଥିଲା । ଏଥିରେ ସଂସଦୀୟ ଦଳର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି...
୧୦୧ଦେଶକୁ ରାଖୀ ପହଞ୍ଚାଇବ ଭାରତୀୟ ଡାକ ବିଭାଗ
ନୂଆଦିଲ୍ଲୀ,୩।୮: କରୋନା ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ କାମଧନ୍ଦା ଓ ରୋଜଗାର ପ୍ରଭାବିତ ହୋଇଛି। କରୋନା ଯୋଗୁ ଗତ ବର୍ଷ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଚଳପ୍ରଚଳ ସ୍ବଭାବିକ ହୋଇପାରିନାହିଁ। ସମସ୍ତ ବିଦେଶୀ ଯାତ୍ରା ସୀମିତ...
ବଢିବ ଦିଲ୍ଲୀ ବିଧାୟକଙ୍କ ଦରମା!
ନୂଆଦିଲ୍ଲୀ,୩ ।୮: ଦିଲ୍ଲୀ କ୍ୟାବିନେଟରେ ବିଧାୟକଙ୍କ ବେତନ-ଭତ୍ତା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରି ମିଳିଛି । ଦିଲ୍ଲୀ କ୍ୟାବିନେଟର ପ୍ରସ୍ତାବ ଅନୁଯାୟୀ ଏବେ ଦିଲ୍ଲୀ ବିଧାୟକଙ୍କୁ ୩୦ ହଜାର ଟଙ୍କା ମାସିକ ବେତନ ମିଳିବ । ଏବେ ସେମାନଙ୍କର ମାସିକ...
ପ୍ରକାଶ ପାଇଲା ସିବିଏସ୍ଇ ଦଶମ ରେଜଲ୍ଟ
ନୂଆଦିଲ୍ଲୀ,୩।୮: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ)ର ଦଶମର ଲକ୍ଷାଧିକ ପରୀକ୍ଷାର୍ଥୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ସିବିଏସ୍ଇ ବୋର୍ଡ ପକ୍ଷରୁ ଦଶମ ରେଜଲ୍ଟ ପ୍ରକାଶ ପାଇଛି। ସିବିଏସ୍ଇ ବୋର୍ଡ ପକ୍ଷରୁ ଫଳାଫଳ ଘୋଷଣା କରାଯିବା ପରେ ଓ୍ବେବସାଇଟ୍ରେ...
ବାନ୍ଦୀପୋରାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ
ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀର ବାନ୍ଦୀପୋରା ଜିଲାର ଚନ୍ଦାଜି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଆହୁରି ଆତଙ୍କବାଦୀ ଲୁଚିରହିଥିବା ସନ୍ଦେହରେ ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେଶନ୍...
Archives


