ଭାରତ ମହାସାଗରରେ ପାଓ୍ବାର ଗେମ୍, ମରିସସ୍ର ଦ୍ୱୀପରେ ଗୁପ୍ତ ସୈନ୍ୟ ଶିବିର…
ନୂଆଦିଲ୍ଲୀ,୯।୮: ଭାରତ ମହାସାଗରେ ପୃଥିବୀର ବଡ଼ବଡ଼ ଦେଶ ପାଓ୍ବାର ଗେମ୍ ଆରମ୍ଭ କରିଛନ୍ତି। ନିଜର ଶକ୍ତି ବୃଦ୍ଧି ପାଇଁ ଭାରତ ମଧ୍ୟ ଏଥିରେ ସାମିଲ୍ ହୋଇଛି। ଭାରତ ପକ୍ଷରୁ ମରିସସ୍ର ଏକ ନିର୍ଜନ ଦ୍ୱୀପରେ ଗୁପ୍ତ ସୈନ୍ୟ ଶିବିର ସ୍ଥାପନ...
ଆଜି ଅଗଷ୍ଟ କ୍ରାନ୍ତି ଦିବସ: ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ
ନୂଆଦିଲ୍ଲୀ,୯ା୮: ଆଜି ହେଉଛି ଅଗଷ୍ଟ କ୍ରାନ୍ତି ଦିବସ। ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ। ସ୍ବାଧୀନତା ପରଠାରୁ ଏହି ଦିନକୁ ସମଗ୍ର ଭାରତବର୍ଷରେ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ଭାରତକୁ...
ରାସ୍ତାକଡରେ ଶୋଇଥିବା ଲୋକଙ୍କ ଉପରେ ମାଡିଗଲା ଟ୍ରକ: ୮ ଜୀବନ ଗଲା
ଗାନ୍ଧୀନଗର,୯।୮:ଗୁଜରାଟର ଆମରେଲିରେ ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତାକଡରେ ଶୋଇଥିବା ଶ୍ରମିକଙ୍କ ଉପରେ ଟ୍ରକ ମାଡିଯିବା ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହାତଙ୍କ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ଭୋର...
ସୁସ୍ଥତା ହାର ୯୭.୪୦ ପ୍ରତିଶତ ଛୁଇଁଲା…
ନୂଆଦିଲ୍ଲୀ,୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସଂକ୍ରମଣ ବଢୁଥିବାରୁ ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି।...
ବଢ଼ୁଛି ହାଜତ ହିଂସା
ନୂଆଦିଲ୍ଲୀ, ୯।୮(ଆଇଏଏନ୍ଏସ୍): ସପ୍ତାହେ ପରେ ଭାରତ ପାଳିବାକୁ ଯାଉଛି ୭୫ତମ ସ୍ବାଧୀନତା ଦିବସ। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଜୀବନ ଧାରଣ ଓ ବ୍ୟକ୍ତିଗତ ସ୍ବାଧୀନତାର ଅଧିକାର ଦେଇଛି। କୌଣସି ବ୍ୟକ୍ତି ମୁକ୍ତ ଭାବେ ଜୀବନ...
ଡ୍ରଗ୍ସ ପାଇଁ ପୁଅକୁ ବିକିଦେଲେ ବାପା
ଗୁଆହାଟୀ,୯ା୮: ଡ୍ରଗ୍ସ ଖାଇବା ପାଇଁ ଅଢ଼େଇ ବର୍ଷର ଶିଶୁ ପୁତ୍ରଙ୍କୁ ଆସାମର ଜଣେ ବ୍ୟକ୍ତି ୪୦ ହଜାର ଟଙ୍କାରେ ବିକ୍ରି କରିଛନ୍ତି। ମୋରିଗାନ୍ ଜିଲାର ଲହରିଘାଟ ଗ୍ରାମର ଅମିନୁଲ୍ ଇସ୍ଲାମ ତାଙ୍କ ପୁଅକୁ ବିକ୍ରି କରିଦେଇଥିବା ନେଇ ସ୍ତ୍ରୀ ରୁକ୍ମିନା...
ଗାନ୍ଧୀ ପରିବାର ବାହାରୁ ହୋଇପାରନ୍ତି କଂଗ୍ରେସ ଅଧ୍ୟକ୍ଷ
ନୂଆଦିଲ୍ଲୀ, ୮।୮: କଂଗ୍ରେସ ସଂଗଠନରେ ଖୁବ୍ଶୀଘ୍ର ବଡ଼ ପରିବର୍ତ୍ତନ ନେଇ ବିଚାରବିମର୍ଶ ଚାଲିଛି। ସାଧାରଣ ସମ୍ପାଦକ ଏବଂ ରଜ୍ୟ ପ୍ରଭାରୀ ସ୍ତରରେ ଅଦଳବଦଳ ହେବା ସହ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟଭାର ଲାଘବ କରିବା ପାଇଁ ଜଣେ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତି...
ଏଣିକି ଟିକା ପ୍ରମାଣପତ୍ର ହ୍ବାଟ୍ସଆପ୍ରେ
ନୂଆଦିଲ୍ଲୀ,୮।୮: କୋଭିଡ୍ ଟିକା ନେଉଥିବା ଲୋକଙ୍କୁ ଏଣିକି ହ୍ବାଟ୍ସଆପ୍ ଜରିଆରେ ମାତ୍ର କେଇ ସେକେଣ୍ଡ ମଧ୍ୟରେ ପ୍ରମାଣପତ୍ର ମିଳିବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖଲାଲ୍ ମାଣ୍ଡବ୍ୟଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିବାର ଏହି ସୂଚନା ଜାରି କରାଯାଇଛି। ଟିକା ସାର୍ଟିଫିକେଟ କୋଓ୍ବିନ୍ ପୋର୍ଟାଲରୁ...
ଏଟିଏମ୍ ଲୁଟିବାକୁ ଆସି ଏମିତି ଫସିଲେ ଲୁଟେରା
ଚେନ୍ନାଇ,୮।୮: ଏଟିଏମ୍ ତାଡ଼ି ଟଙ୍କା ଲୁଟ୍ କରିବାକୁ ଯାଇଥିବା ତାମିଲନାଡୁର ଜଣେ ବ୍ୟକ୍ତି ସାଙ୍ଗାତିକ ଭାବେ ବିଫଳ ହୋଇଛନ୍ତି। ଏଟିଏମ୍ ତାଡ଼ିବାକୁ ଉଦ୍ୟମ କଲା ବେଳେ ଦୁର୍ଭାଗ୍ୟବଶତଃ ସେ ଫସି ଯାଇଥିଲେ ଏଟିଏମ୍ ଓ କାନ୍ଥ ମଝିରେ। ଏଭଳି ପରିସ୍ଥିତିରୁ...
ହ୍ବାଟ୍ସଆପ୍ରେ କେମିତି ପାଇବେ କରୋନା ସାର୍ଟିଫିକେଟ୍
ନୂଆଦିଲ୍ଲୀ,୮।୮: କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଯେଉଁମାନେ କରୋନା ଟିକା ନେଇଛନ୍ତି, ସେମାନେ ହ୍ବାଟସ୍ଆପ୍ ମାଧ୍ୟମରେ ସହଜରେ ସାର୍ଟିଫିକେଟ ପାଇପାରିବେ। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆଙ୍କ କାର୍ଯ୍ୟାଳୟ ଟୁଇଟ କରି...
ଅଣ୍ଟାଏ ପାଣିରେ ଅନ୍ତିମ ଯାତ୍ରା
ଭୋପାଳ,୮।୮: ଲଗାଣ ବର୍ଷା କାରଣରୁ ମଧ୍ୟପ୍ରଦେଶର ଗୁଣା ଜିଲା ସମେତ ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ବନ୍ୟା ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ...
କାନ୍ଥରେ ଲେଖାଯାଉଛି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ
ଲକ୍ଷ୍ନୌ,୮।୮: ଉତ୍ତର ପ୍ରଦେଶର ବାରାଣାସୀର ସିଗ୍ରା ପୋଲିସ ଷ୍ଟେଶନ ପରିସରରେ ଥିବା କାନ୍ଥରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଲେଖାଯାଇଛି। ଏହି ଘଟଣାରେ ସିଗ୍ରା ପୋଲିସ ୫ ଜଣ ଯୁବକଙ୍କୁ ଗିରଫ କରିଛି। ସିଗ୍ରା ପୋଲିସ ଷ୍ଟେଶନ ପରିସରରେ...
Archives


