ଜାତୀୟ

ଲୋକଙ୍କୁ ଭ୍ରମରେ ପକାଉଛନ୍ତି କେନ୍ଦ୍ର ସରକାର; ଶରଦ ପାୱାର

ନୂଆଦିଲ୍ଲୀ,୧୬ ।୮: ନ୍ୟାଶନାଲ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାୱାର କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛନ୍ତି । ଓବିସି ସଂରକ୍ଷଣକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସୋମବାର ପାୱାର କହିଛନ୍ତି ଦୁଇଦିନ ପର୍ବରୁ କେନ୍ଦ୍ର...

ଆଫଗାନିସ୍ତାନ ଗୁରୁଦ୍ୱାରରେ ଫସି ରହିଥିବା ୨୦୦ ଶିଖଙ୍କୁ ସୁରକ୍ଷିତ ଉଦ୍ଧାର କରୁ କେନ୍ଦ୍ର: କ୍ୟାପଟେନ ଅମରିନ୍ଦର

ଚଣ୍ଡିଗଡ଼,୧୬ ।୮: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ କହିଛନ୍ତି, ତାଲିବାନ ଅକ୍ତିଆର କରିଥିବା ଆଫଗାନିସ୍ତାନର ଏକ ଗୁରୁଦ୍ୱାରରେ ଫସି ରହିଥିବା ପ୍ରାୟ ୨୦୦ ଶିଖ ଓ ସମସ୍ତ ଭାରତୀୟଙ୍କୁ ଶୀଘ୍ର ଉଦ୍ଧାର...

ଭାରତକୁ ତାଲିବାନର ଚେତାବନୀ

ନୂଆଦିଲ୍ଲୀ,୧୬ ।୮: ଆଫଗାନିସ୍ତାନରେ ପୁଣି ତାଲିବାନର ଶାସନ ଚାଲିବ । ଆତଙ୍କବାଦୀ ସଙ୍ଗଠନ ତାଲିବାନ ହାତକୁ ଦେଶର ଶାସନ ଡୋରି ଚାଲିଯାଇଛି । ରାଷ୍ଟ୍ରପତି ଅଶରଫ ଘନିଙ୍କ ସମେତ ଆଉ କେତେଜଣ ନେତା ଦେଶଛାଡି ବାହାରକୁ ଚାଲିଗଲେଣି । ରାଷ୍ଟ୍ରପତି...

ଟିଏମ୍‌ସିରେ ଯୋଗଦେଲେ ସୁସ୍ମିତା

କୋଲକାତା,୧୬ ।୮: କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗି ଚାଲିଛି । ଦଳକୁ ସଜାଡିବାକୁ ଚେଷ୍ଟା ଚାଲିଥିବା ବେଳେ ଜଣେ ପରେ ଜଣେ ନେତା କଂଗ୍ରେସର ହାତ ଛାଡିଦେବା ତାକୁ ଅଡୁଆରେ ପକାଇ ଦେଉଛି । ସୋମବାର କଂଗ୍ରେସ...

ଆଫଗାନିସ୍ତାନ ଯିବନାହିଁ ଏୟାର ଇଣ୍ଡିଆ ବିମାନ, ବନ୍ଦ ହେଲା କାବୁଲ ଏୟାର ପୋର୍ଟ

ନୂଆଦିଲ୍ଲୀ,୧୬ ।୮: ଆଫଗାନିସ୍ତାନରେ ତାଲିବାନ ଯୁଗର ଆରମ୍ଭ ହୋଇସାରିଛି । ଆତଙ୍କବାଦୀ ସଙ୍ଗଠନ କାବୁଲକୁ ନିଜ ଅଧିନକୁ ନେଇ ସାରିଲାଣି । ତେଣୁ କାବୁଲ ଏୟାର ପୋର୍ଟକୁ କମର୍ସିଆଲ ଫ୍ଲାଇଟକୁ ବନ୍ଦ କରି ଦିଆଯାଇଛି । ଏଥିପାଇଁ ଏୟାର ଇଣ୍ଡିଆର...

ସୁପ୍ରିମକୋର୍ଟ ବାହାରେ ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ମହିଳା, ପୁରୁଷ

ନୂଆଦିଲ୍ଲୀ,୧୬।୮: ଦେଶର ରାଜଧାନୀ ଦିଲ୍ଲୀରେ ଥିବା ସୁପ୍ରିମକୋର୍ଟ ବାହାରେ ଜଣେ ମହିଳା ଏବଂ ଜଣେ ପୁରୁଷ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାମ ମନୋହର ଲୋହିଆ ଡାକ୍ତରଖାନା ନିଆଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୋମବାର...

ମନେପଡନ୍ତି ଅଟଳ ଜୀ

ନୂଆଦିଲ୍ଲୀ, ୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ତୃତୀୟ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୧୯୨୪ ମସିହା ଡିସେମ୍ବର...

ଜାତୀୟ ସଙ୍ଗିତ ଭୁଲିଗଲେ ସମାଜବାଦୀ ପାର୍ଟି ନେତା

ନୂଆଦିଲ୍ଲୀ,୧୬ ।୮: ଉତ୍ତର ପ୍ରଦେଶର ମୁରାଦାବାଦରୁ ସମାଜବାଦୀ ପାର୍ଟି ଏମ୍‌ପି ଡ. ଏସ୍ ଟି ହସନ ରବିବାର ଦେଶର ୭୫ ତମ ସ୍ୱାଧିନତା ଦିବସରେ ପତାକା ଉତ୍ତୋଳନ କରିଥିଲେ । ହେଲେ ଏହି କାର୍ଯ୍ୟକ୍ରମରେ ସେ ରାଷ୍ଟ୍ରୀୟ ସଙ୍ଗିତକୁ ଭଲି...

ଗର୍ଭବତୀ ପ୍ରେମିକାଙ୍କୁ ବିବାହ କରିବାକୁ ମନା କଲେ ପ୍ରେମିକ, ଆଉ ତା’ ପରେ…

ପାଟଣା,୧୬ା୮: ବିହାରର ଗୟାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମିକା ଗର୍ଭବତୀ ହେବା ପରେ ପ୍ରେମିକ ବିବାହ କରିବାକୁ ମନା କରିଦେଇଥିଲେ। ପ୍ରେମିକା ଏନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ ପୋଲିସ ପ୍ରେମିକ ପ୍ରବରଙ୍କୁ ଖୋଜି...

କଥା ଦେଇ କଥା ରଖିଲେ ମୋଦି

ନୂଆଦିଲ୍ଲୀ,୧୬।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଅଂଶଗ୍ରହଣ କ୍‌ରିଥିବା ଭାରତୀୟ ଖେଳାଳିଙ୍କ ପାଇଁ ସୋମବାର ଏକ ଜଳଖିଆ ପାର୍ଟିର ଆୟୋଜନ ହୋଇଛି। ଏହି ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଖେଳାଳିଙ୍କ ସହ ଜଳଖିଆ ଖାଇଥିଲେ। ଏହାସହ ବ୍ୟାଡମିଣ୍ଟନରେ ବ୍ରୋଞ୍ଚ...

ଚାଲାଣକୁ ନୁହେଁ, ଯମରାଜଙ୍କୁ ତ ଟିକେ ଡର

ଲକ୍ଷ୍ନୌ,୧୬ା୮: ଉତ୍ତରପ୍ରଦେଶରେ ଏକ ବାଇକ୍‌ରେ ୭ ଜଣ ଲୋକ ଯାଉଥିବାର ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଛି। ୟୁପି ପୋଲିସ ଏହି ବାଇକ୍‌ରେ ଯାଉଥିବା ଲୋକଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରି ଲୋକଙ୍କୁ ସଚେତନ କରୁଛି। ୟୁପି ପୋଲିସ ନିଜ...

କେଜ୍‌ରିଓ୍ବାଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୬।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଆଜି ୫୩ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଦେଶର ଅନେକ ସେଲିବ୍ରିଟି କେଜ୍‌ରିୱାଲଙ୍କୁ ତାଙ୍କ ଜନ୍ମଦିନ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri