ନୂଆଦିଲ୍ଲୀ ରେଲୱେ ଷ୍ଟେଶନ ପାର୍କିଂରୁ ମିଳିଲା ୧୧ ଜୀବନ୍ତ କ୍ୟାଟ୍ରିଜ
ନୂଆଦିଲ୍ଲୀ,୩୧ ।୮: ରାଜଧାନୀ ଦିଲ୍ଲୀର ରେଲୱେ ଷ୍ଟେଶନ ପାର୍କିଂରୁ ମଙ୍ଗଳବାର ୧୧ଟି ଜୀବନ୍ତ କ୍ୟାଟ୍ରିଜ୍ ମିଳିଥିବା ସୂଚନା ମିଳିଛି । ଏହା ଆଜମେରି ଗେଟ ବାଲା ଭିଭିଆଇପି ପାର୍କିଂରୁ ପିସିଆର୍ ଷ୍ଟାଫଙ୍କୁ ମିଳିଛି । ଏହା କାହାର କିଏ ଏହାକୁ...
ପଶ୍ଚିମବଙ୍ଗରେ ଭାଜପାକୁ ଝଟ୍କା
କୋଲକାତା,୩୧ ।୮: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଆଉ ଏକ ଝଟକା ଲାଗିଛି । ମଙ୍ଗଳବାର ଭାଜପା ବିଧାୟକ ବିଶ୍ୱଜିତ ଦାସ ଓ ଭାଜପା କାଉନସିଲର ମନତୋଷ ନାଥ ତ୍ରୁଣମୂଳ କଂଗ୍ରେସ(ଟିଏମ୍ସି)ରେ ଯୋଗ ଦେଇଛନ୍ତି । ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ...
କୋଟିପତି ମହିଳା ସରପଞ୍ଚ, ପାଖରେ ୩୦ ଗାଡ଼ି-ବିଳାସପୂର୍ଣ୍ଣ ବଙ୍ଗଳା…
ଭୋପାଳ,୩୧।୮: ମଧ୍ୟପ୍ରଦେଶର ରେୱାସ୍ଥିତ ବୈଜନାଥ ଗାଁର ମହିଳା ସରପଞ୍ଚ ସୁଧା ସିଂଙ୍କ ଘରେ ମଙ୍ଗଳବାର କରାଯାଇଛି। ତାଙ୍କ ପାଖରେ ଏକ ଏକର ପରିମିତ ଅଞ୍ଚଳରେ ବିରାଟ ବିଳାସପୂର୍ଣ୍ଣ ବଙ୍ଗଳା ସହିତ ୩୦ ପ୍ରକାର ଗାଡ଼ି ରହିଥିବାର ଜଣାପଡ଼ିଛି। ବଙ୍ଗଳା ଭିତରେ...
ଅଳିଆ ଗଦାରେ କ୍ୟାଟ୍ଓ୍ବାର୍କ କଲେ ମଡେଲ…
ରାଞ୍ଚି,୩୧।୮: ଜମା ହୋଇ ରହିଥିବା ଗଦାଗଦା ଆବର୍ଜନା ସମ୍ପର୍କରେ ସଚେତନା ସୃଷ୍ଟି କରିବା ଲାଗି ଝାଡ଼ଖଣ୍ଡର ସୁପର ମଡେଲ ସୁରଭୀ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ବାସ୍ଥ୍ୟ ଅଧିକାରୀଙ୍କ ଧ୍ୟାନ ଆକୃଷ୍ଟ କରିବା ଲାଗି ସେ ରାଞ୍ଚିର ଝିିରିଠାରେ...
ଦ୍ୱିତୀୟ ଡୋଜ୍ ନେବାକୁ ଭୁଲି ଯାଇଛନ୍ତିି ରାଜ୍ୟର ୧୦ ହଜାରରୁ ଅଧିକ ଲୋକ, ସରକାରଙ୍କ ବଢ଼ିଲା ଚିନ୍ତା…
ଡେରାଡୁନ୍,୩୧।୮: କରୋନାର ଭାକ୍ସିନ୍ର ପ୍ରଥମ ଡୋଜ୍ ନେବା ପରେ ଉତ୍ତରାଖଣ୍ଡର ୧୦ ହଜାରରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ନେବାକୁ ଆସୁ ନାହାନ୍ତି। ସେମାନେ ହୁଏତ ଭୁଲି ଯାଇଛନ୍ତି ଅବା କୌଣସି କାରଣରୁ ଏଭଳି କରିଥିବା କୁହାଯାଉଛି। ଅନେକ ଚେଷ୍ଟା...
ଜମ୍ମୁ-କଶ୍ମୀରର ୬୦ ଯୁବକ ନିଖୋଜ, ଆତଙ୍କବାଦୀ ସଂଗଠନ ଯୋଗାଯୋଗରେ ଥିବା ସନ୍ଦେହ !…
ନୂଆଦିଲ୍ଲୀ,୩୧।୮: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ କ୍ଷମତା ଦଖଲ କରିବା ପରେ ଏହାର ପ୍ରଭାବ ଜମ୍ମୁ-କଶ୍ମୀରରେ ଅନୁଭୁତ ହେବାରେ ଲାଗଛି ବୋଲି ଖବର ପ୍ରକାଶ ପାଇଛି। ଇତିମଧ୍ୟରେ ୬ ଆତଙ୍କବାଦୀ ସଂଗଠନର ସଦସ୍ୟ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରିଥିବା ଏଥିରେ ଉଲ୍ଲେଖ...
ସମ୍ପୂର୍ଣ୍ଣ ଟିକା ନେଇଥିବା ୨୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ: ସର୍ଭେ
ନୂଆଦିଲ୍ଲୀ,୩୧ ।୮: ରାଜଧାନୀ ଦିଲ୍ଲୀର ଏକ ହସ୍ପିଟାଲରେ ସମ୍ପୂର୍ଣ୍ଣ ଭାବେ ଟିକା ନେଇଥିବା ୨୫ ପ୍ରତିଶତ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ହେଲେ କେହି ହସ୍ପିଟାଲରେ ଭର୍ତ୍ତି ହୋଇ ନାହାଁନ୍ତି । କାରଣ କେହି ଗୁରୁତର...
ଭଙ୍ଗାଯିବ ୪୦ ମହଲା କୋଠା, ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ…
ନୋଏଡା,୩୧।୮: ଏକ ୪୦ ମହଲା କୋଠା ଭଙ୍ଗାଯିବା ଲାଗି ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ରିୟଲ ଇଷ୍ଟେଟ୍ କମ୍ପାନୀ ସୁପରଟେକ୍ ଦ୍ୱାରା ନିର୍ମାଣ କରାଯାଇଥିବା ଏହି କୋଠାକୁ ଶୀଘ୍ର ମାଟିରେ ମିଶାଇବାକୁ କୋର୍ଟ କହିଛନ୍ତି। ସମ୍ପୃକ୍ତ କମ୍ପାନୀ ଏବଂ ଉତ୍ତରପ୍ରଦେଶର...
ସେପ୍ଟେମ୍ବର ୧ରୁ ଖୋଲିବନି ସ୍କୁଲ, ହାଇକୋର୍ଟ ଲଗାଇଲେ ରୋକ…
ହାଇଦ୍ରାବାଦ୍,୩୧।୮: ସେପ୍ଟେମ୍ବର ୧ରୁ ସ୍କୁଲ ଖୋଲିବା ନେଇ ସରକାରଙ୍କ ନିଷ୍ପତ୍ତି ଉପରେ ତେଲେଙ୍ଗାନା ହାଇକୋର୍ଟ ରୋକ ଲଗାଇଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ସରକାର ସ୍କୁଲ କଲେଜ ସହିତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଘୋଷଣା କରିଥିଲେ। ତେବେ ରାଜ୍ୟରେ ମହାମାରୀର ସାମ୍ପ୍ରତିକ...
ଗର୍ଭବତୀଙ୍କ ପାଇଁ ‘ଲଡୁ ବିତରଣ ଯୋଜନ’: ପ୍ରତିମାସରେ ମିଳିବ ୧୫ ଲଡୁ
ଗାନ୍ଧିନଗର,୩୧ ।୮: ଗୁଜରାଟ ଗସ୍ତରେ ଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୋମବାର ତାଙ୍କର ନିର୍ବାଚନ ମଣ୍ଡଳୀ ଗାନ୍ଧିନଗରରେ ଗର୍ଭବତୀଙ୍କ ପାଇଁ ପୌଷ୍ଟିକ ‘ଲଡୁ ବିତରଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶାହା କହିଛନ୍ତି କୌଣସି ଦେଶ ଏପର୍ଯ୍ୟନ୍ତ...
କିଛି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ତୃତୀୟ ଲହରର ଲକ୍ଷଣ: ଆଇସିଏମଆର୍
ନୂଆଦିଲ୍ଲୀ,୩୧।୮: ଦେଶରେ କରୋନା ଭାଇରସ ସଂକ୍ରମଣର ପ୍ରତିଦିନ କ୍ରମାଗତ ଭାବରେ ଉତ୍ଥାନ-ପତନ ଦେଇ ଗତି କରୁଛି। ମଙ୍ଗଳବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୯୪୧ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥି ସହିତ...
ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ: ୯ ବିଚାରପତି ନେଲେ ଶପଥ
ନୂଆଦିଲ୍ଲୀ,୩୧।୮: ମଙ୍ଗଳବାର ସୁପ୍ରିମକୋର୍ଟ ଇତିହାସରେ ପ୍ରଥମଥର ପାଇଁ ଏକ ଘଟଣା ଘଟିଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି ରମଣ ସୁପ୍ରିମକୋର୍ଟର ବିଚାରପତି ଭାବରେ ତିନିଜଣ ମହିଳା ବିଚାରପତିଙ୍କ ସମେତ ନଅ ଜଣ ନୂତନ ବିଚାରପତିଙ୍କୁ ଶପଥ ଗ୍ରହଣ କରିଛନ୍ତି।...
Archives


