ସମ୍ପୂର୍ଣ୍ଣ ଟିକା ନେଇଥିବା ୨୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ: ସର୍ଭେ

ନୂଆଦିଲ୍ଲୀ,୩୧ ।୮: ରାଜଧାନୀ ଦିଲ୍ଲୀର ଏକ ହସ୍ପିଟାଲରେ ସମ୍ପୂର୍ଣ୍ଣ ଭାବେ ଟିକା ନେଇଥିବା ୨୫ ପ୍ରତିଶତ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ହେଲେ କେହି ହସ୍ପିଟାଲରେ ଭର୍ତ୍ତି ହୋଇ ନାହାଁନ୍ତି । କାରଣ କେହି ଗୁରୁତର ହୋଇ ନାହାନ୍ତି । ଏକ ସର୍ଭେ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ନ୍ୟୁଜ ୱେବସାଇଟ ହିନ୍ଦୁର ଖବର ଅନୁଯାୟୀ, ଏହି ସର୍ଭେ ଦିଲ୍ଲୀ ଓ ଗୁରୁଗ୍ରାମର ମ୍ୟାକ୍ସ ଗ୍ରୁପ ଅଫ୍ ହସ୍ପିଟାଲ୍ସର ୬୦୦ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ କରାଯାଇଥିଲା । ଯାହାର ନେତୃତ୍ୱ ଇନଷ୍ଟିଚ୍ୟୁଟ ଅଫ୍ ଜେନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ ବାୟୋଲୋଜିର ବିଶେଷଜ୍ଞମାନେ କରିଥିଲେ । ଅଧ୍ୟୟନରେ ସମ୍ପୂର୍ଣ୍ଣ ଭାବେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କ ନିକଟରେ ଆଣ୍ଟିବଡି ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିବ ସ୍କୁଲ ଅଡିଟୋରିୟମ, ଟ୍ରେନିଂ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ,୧୧ ।୭: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବେଳକୁ ବେଳ କମ୍ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରବିବାର ଦିଲ୍ଲୀ ସରକାର ଅନଲକ୍‌-୭...

ଗାଈ ଖେଳୁଛି ଫୁଟବଲ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୩।୭: ଏବେ ଗୋଟିଏ ଗାଈ ଫୁଟବଲ ଖେଳୁଥିବାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପଡ଼ିଆରେ କିଛି ପିଲା ଫୁଟବଲ ଖେଳୁଥିବାର ଦୃଶ୍ୟ ଭିଡ଼ିଓରେ...

୩୦୦ କୋଟିର ଯୁଦ୍ଧାସ୍ତ୍ର କିଣିବ ସେନା

ନୂଆଦିଲ୍ଲୀ,୧୬।୭: ଚାଇନା ସହ ସୀମା ବିବାଦ ଲାଗି ରହିଥିବାବେଳେ ଭାରତ ସେନାକୁ ସଶକ୍ତ କରିବା ଓ ଅତ୍ୟାଧୁନିକ ଶସ୍ତ୍ର ଯୋଗାଇ ଦେବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ...

କେଜ୍‌ରିଓ୍ବାଲଙ୍କ ରୋଡ ଶୋ’ରେ ପଥରମାଡ଼

ସୁରଟ,୨୮।୧୧: ଗୁଜରାଟରେ ବର୍ତ୍ତମାନ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ରହିଛି। ଏଥିପାଇଁ ସେଠାରେ ଲଗାତର ଭାବେ ରୋଡ ଶୋ’ ଓ ଜନସଭା ଅନୁଷ୍ଠିତ...

ଲକ୍‌ଡାଉନ୍‌ରେ ୩୦ ହଜାର ଖାଦ୍ୟ ଶିବିର ହୋଇଥିଲା ସ୍ଥାପିତ, ୨୦୨୦-୨୧ ରିପୋର୍ଟ…

ନୂଆଦିଲ୍ଲୀ, ୨୭।୪ : କରୋନା ମହାମାରୀ ସମୟରେ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ ସମୟରେ ପ୍ରବାସୀଙ୍କ ପାଇଁ ବିଭିନ୍ନ ସୁବିଧା କରାଯାଇଥିବା ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ...

ଚଣ୍ଡିଗଡ଼ ପରେ କେରଳ ଛୁଇଁଲା ଓମିକ୍ରନ୍‌, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୮

ନୂଆଦିଲ୍ଲୀ,୧୩ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି କରୋନା ଭାଇରସର ନୂଆ ଭାରିଏଣ୍ଟ ଓିମକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ଦେଶରେ ୩୮...

ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଏବେ ଆଣିବାର ଯୋଜନା ନାହିଁ, ରାଜ୍ୟ ସଭାରେ ଉତ୍ତର…

ନୂଆଦିଲ୍ଲୀ, ୧୯।୭ : ସାରା ଦେଶରେ ବଢୁଥିବା ଜନସଂଖ୍ୟାକୁ କିପରି ରୋକାଯାଇପାରିବ ସେନେଇ ବିତର୍କ ମଧ୍ୟରେ ସରକାର ଆଗାମୀ ସମୟରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ...

ପୁଣି ମିଳିଲା ପାକିସ୍ତାନୀ ଡ୍ରୋନ୍‌

ଅମୃତସର,୪।୧: ପଞ୍ଜାବରେ ଭାରତ ଏବଂ ପାକିସ୍ତାନ ସୀମାରେ ପୁଣି ପାକିସ୍ତାନ ଡ୍ରୋନ ଜବତ କରାଯାଇଛି। ସୀମା ସୁରକ୍ଷା ବଳ(ବିଏସଏଫ) ଯବାନମାନେ ଆଖୁ କ୍ଷେତରୁ ଏକ କ୍ଷତିଗ୍ରସ୍ତ...

Advertisement
Archives

Model This Week