ଭେଣ୍ଡି କିଲୋ ୮୦୦ ଟଙ୍କା
ଭୋପାଳ,୭।୯: ଅଧିକାଂଶ ଲୋକ ନିଜ ଘରେ ସବୁଜ ଭେଣ୍ଡି ଖାଆନ୍ତି। କିନ୍ତୁ ଲାଲ ରଙ୍ଗର ଭେଣ୍ଡି ଦେଖିବା ଏବଂ ଶୁଣିବା ପାଇଁ ଅଦ୍ଭୁତ ଶବ୍ଦ ହୋଇପାରେ, କିନ୍ତୁ ଏହା ଖାଇବାକୁ ଯେମିତି ସ୍ବାଦିଷ୍ଟ ଏବଂ ଶରୀର ପାଇଁ ମଧ୍ୟ ସେତିକି...
ନାଗପୁରରେ କରୋନାର ତୃତୀୟ ଲହର, ପୁଣି ହେବ କଟକଣା ଜାରି…
ନାଗପୁର,୭।୯: ପୁଣି ବିପଦ ମାଡ଼ି ଆସୁଛି। ମହାରାଷ୍ଟ୍ରର ନାଗପୁରରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି। ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ନୀତିନ ରାଉତ ଏନେଇ ସୂଚନା ଦେଇଛନ୍ତି। ନାଗପୁରରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ...
ମନ୍ଦିରର ମାଲିକ କିଏ, ଭଗବାନ ନା ପୁରୋହିତ, ଏସ୍ସିଙ୍କ ଫଇସଲା…
ନୂଆଦିଲ୍ଲୀ,୭।୯: ମନ୍ଦିରରେ ପ୍ରତିଷ୍ଠିତ ଦେବତା ହେଉଛନ୍ତି ମନ୍ଦିର ସହିତ ସଂଲଗ୍ନ ହୋଇଥିବା ଜମିର ମାଲିକ। ପୁରୋହିତ କେବଳ ପୂଜା କରିବା ଏବଂ ଦେବତାଙ୍କର ସମ୍ପତ୍ତିର ଜଗାରଖା ପାଇଁ ନିୟୋଜିତ ଅଛନ୍ତି। ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ମନ୍ଦିର ସମ୍ପତ୍ତି ସମ୍ବନ୍ଧୀୟ ରାଜସ୍ବ...
ମନ୍ତ୍ରୀଙ୍କୁ ମୋଦିଙ୍କ ତାଗିଦ୍, ନିର୍ବାଚନ ହେଉଥିବା ରାଜ୍ୟକୁ ଦିଅ ପ୍ରାଥମିକତା…
ନୂଆଦିଲ୍ଲୀ,୭।୯: ଆସନ୍ତା ବର୍ଷ ଉତ୍ତରପ୍ରଦେଶ,ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସମସ୍ତ ମନ୍ତ୍ରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେବା ସହିତ ତାଗିଦ୍...
ଭାଜପାକୁ ଝଟ୍କା ଦେବାକୁ ଦିଦି ପ୍ରସ୍ତୁତ, ୨୪ ବିଧାୟକଙ୍କ ସହ ଯୋଗାଯୋଗ ସ୍ଥାପନ ଦାବି…
କୋଲକାତା,୭।୯: ଭାଜପା ବିଧାୟକ ସୋମେନ ରାୟ ତୃଣମୂଳ କଂଗ୍ରେସ( ଟିଏମସି)କୁ ଫେରିବାର କିଛି ଦିନ ବିତିଛି। ଏବେ ଦଳୀୟ ନେତା ମୁକୁଲ ରାୟ ଦାବି କରିଛନ୍ତି ଯେ ଆଗାମୀ ଦିନରେ ବହୁ ଭାଜପା ବିଧାୟକ ଟିଏମସିରେ ଯୋଗ ଦେଇପାରନ୍ତି। ସେ...
ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍…
ନୂଆଦିଲ୍ଲୀ,୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କେରଳ ଯୋଗୁ...
ଜଳବାୟୁ ପରିବର୍ତ୍ତନ ରୋକିବାକୁ ତ୍ୱରିତ ପଦକ୍ଷେପ ନିଆଯାଉ
ନୂଆଦିଲ୍ଲୀ, ୭।୯(ପି.ଟି.): ଜଳବାୟୁ ପରିବର୍ତ୍ତନ ରୋକିବା ସହ ଜୈବ ବିବିଧତା ରକ୍ଷା ଓ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ବିଶ୍ୱ ନେତାମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ଜାତିସଂଘ ସାଧାରଣ ଅଧିବେଶନ ପୂର୍ବରୁ ଲାନ୍ସେଟ, ନ୍ୟାଶନାଲ ମେଡିକାଲ ଜର୍ନାଲ ଅଫ୍...
ବ୍ରିକ୍ସ ସମିଟ୍ରେ ଅଧ୍ୟକ୍ଷତା କରିବେ ମୋଦି
ନୂଆଦିଲ୍ଲୀ, ୭।୯: ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀର ତ୍ରୟୋଦଶ ସମିଟ୍ ୯ ତାରିଖରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଭର୍ଚୁଆଲି ଅଧ୍ୟକ୍ଷତା କରିବେ। ୨୦୧୨ ଏବଂ ୨୦୧୬...
ପାକିସ୍ତାନର ଏୟାରଷ୍ଟ୍ରାଇକ୍
କାବୁଲ, ୭ା୯: ଆଫଗାନିସ୍ତାନର ଆଭ୍ୟନ୍ତରୀଣ ଲଢ଼େଇରେ ପାକିସ୍ତାନ ହସ୍ତକ୍ଷେପ କରି ପଞ୍ଜଶିର ଉପତ୍ୟକାରେ ଏୟାର ଷ୍ଟ୍ରାଇକ୍ କରିଛି। ପ୍ରତିରୋଧୀ ବଳର ନେତୃତ୍ୱ ନେଉଥିବା ଅହମ୍ମଦ ମାସୁଦ ଏହି ଅଭିଯୋଗ କରିବା ସହ ବିଶ୍ୱ ସମୁଦାୟ ଏ ଦିଗରେ ନୀରବ ଦ୍ରଷ୍ଟା...
ଯୋଗୀ ସରକାରଙ୍କ ବିରୋଧରେ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା
ଲକ୍ଷ୍ନୌ,୭।୯: ଉତ୍ତରପ୍ରଦେଶର ପୂର୍ବତନ ରାଜ୍ୟପାଳ ଅଜିଜ୍ କୁରେଶୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ସେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ରାମପୁର ଜିଲା ସିଭିଲ୍ ଲାଇନ ଥାନାରେ ରବିବାର ଭାଜପା ନେତା...
‘୨୮ ଦିନରେ କୋଭିଶିଲ୍ଡ ଦ୍ୱିତୀୟ ଡୋଜ୍ ଦିଅ’
ପୁଣେ, ୭।୯: କେରଳରେ କୋଭିଡ୍ ସଂକ୍ରମଣ ବଢ଼ିଚାଲିଥିବା ବେଳେ ୧୨ ସପ୍ତାହ ପରିବର୍ତ୍ତେ ୪ ସପ୍ତାହ ପରେ କୋଭିଶିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ଦେବା ପାଇଁ ହାଇକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଟିକା ନେବାକୁ ଚାହୁଁଛନ୍ତି,...
ସ୍ତ୍ରୀଙ୍କୁ ଗୁଳି କଲେ ଯବାନ
ପାଟନା, ୬।୯: ଭାରତୀୟ ସେନାର ଜଣେ ଯବାନ ତାଙ୍କ ସ୍ତ୍ରୀଙ୍କ ସମେତ ୩ ମହିଳାଙ୍କୁ ଗୁଳି କରିଛନ୍ତି। ବିହାର ଚମ୍ପାରନ୍ ଜିଲାରେ ଏହି ଘଟଣା ଘଟିଛି। ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ପୋଷ୍ଟିଂ ହୋଇଥିବା ଅଭିଯୁକ୍ତ ଯବାନ ନରେଶ ଶାହା ଛୁଟିରେ ବିହାର...
Archives


