ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ଲଗାଇବାକୁ ଦାବି କଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ: ବିଶ୍ୱର ୧୫ରୁ ଅଧିକ ଦେଶରେ ଏବେ ମାରାତ୍ମକ ‘ଓମିକ୍ରନ’ ଭାରିଏଣ୍ଟ ବ୍ୟାପି ଗଲାଣି। ବିଭିନ୍ନ ଦେଶରୁ ବିମାନ ଭାରତକୁ ଆସୁଛି। ଡିସେମ୍ବର ୧୫ରୁ ମଧ୍ୟ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ତେଣୁ ଭାରତରେ ‘ଓମିକ୍ରନ’ ଭାଇରସ…
ଭାରତୀୟଙ୍କ ହାତରେ ବିଶ୍ୱ ଡିଜିଟାଲ ଜଗତର ଦାୟିତ୍ୱ
ନୂଆଦିଲ୍ଲୀ,୩୦।୧୧: ଟୁଇଟ୍ର ସିଇଓ ପଦରୁ ଜ୍ୟାକ୍ ଡୋର୍ସି ଇସ୍ତଫା ଦେବା ପରେ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି। ଫଳରେ ଏହି ସମୟରେ ବିଶ୍ୱର ଡିଜିଟାଲ ଜଗତର ଭାର ଭାରତୀୟଙ୍କ ହାତରେ ଅଛି । ମାଇକ୍ରୋସଫ୍ଟ ହେଉ…
ଦେବସ୍ଥାନମ୍ ବୋର୍ଡ ଭଙ୍ଗ କଲେ ଧାମି ସରକାର…
ଡେରାଡୁନ୍,୩୦।୧୧: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସରକାର ଦେବସ୍ଥାନମ୍ ବୋର୍ଡ ଭଙ୍ଗ ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ଚାର ଧାମ୍ ଦେବସ୍ଥାନମ୍ ପ୍ରବନ୍ଧନ ବୋର୍ଡ ବିଧେୟକକୁ ଫେରାଇ ନେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ୨୦୧୯ରେ…
ଏଲ୍ଓସିରେ ଅନୁପ୍ରବେଶ ପାଇଁ ଆଇଏସ୍ଆଇର ଷଡ଼ଯନ୍ତ୍ର…
ଶ୍ରୀନଗର,୩୦।୧୧: ଜମ୍ମୁ-କଶ୍ମୀରରେ ଭାରତ ପାକିସ୍ତାନ ମଧ୍ୟରେ ଥିବା ଏଲ୍ଓସି ଦେଇ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର ହୋଇଛି। ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍ଆଇ ପକ୍ଷରୁ ଏନେଇ ଯୋଜନା କରାଯାଇଛି। ଆଇଏସ୍ଆଇ ପକ୍ଷରୁ ଏହାର କାର୍ଯ୍ୟାଳୟଗୁଡ଼ିକୁ ଲଞ୍ଚପ୍ୟାଡ୍ ଭାବେ ବ୍ୟବହାର କରାଯାଉଛି। ଜମ୍ମୁର ରାଜୌରୀ…
ଅନୁଚ୍ଛେଦ ୩୭୦ ନାମରେ ସ୍ପୋର୍ଟସ୍ ଲିଗ୍ ଆରମ୍ଭ କରିବ ଭାଜପା…
ଗାନ୍ଧୀନଗର,୩୦।୧୧: ଭାଜପା ଅନୁଚ୍ଛେଦ ୩୭୦ ନାମ ଅନୁସାରେ ଏକ ସ୍ପୋର୍ଟସ୍ ଲିଗ୍ ଆରମ୍ଭ କରିବାକୁ ଯାଉଛି। ଗୁଜରାଟର ଗାନ୍ଧୀନଗରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀରେ ଏହି ଲିଗ ଆୟୋଜିତ ହେବ ଏବଂ ଏଥିରେ କ୍ରିକେଟ ଏବଂ କବାଡି ଭଳି ମ୍ୟାଚ…
ଆବାସିକ ବିଦ୍ୟାଳୟରେ ୪୫ ଛାତ୍ରୀଛାତ୍ର କରୋନା ପଜିଟିଭ୍
ହାଇଦ୍ରାବାଦ,୩୦।୧୧: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର ମୁଥାଙ୍ଗି ଗାଁରେ ଥିବା ମହାତ୍ମା ଜ୍ୟୋତିବା ଫୁଲେ ଗୁରୁକୁଳ ଏକ ଆବାସିକ ବିଦ୍ୟାଳୟରେ ୪୫ ଜଣ ଛାତ୍ରୀଛାତ୍ର ଓ ଜଣେ ଶିକ୍ଷକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନାନୁସାରେ, ତିନି ଦିନ ତଳେ ସ୍କୁଲର…
୭ ହଜାର ତଳେ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ,୩୦।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଦୈନିକ ସଂକ୍ରମଣ ୭ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୬ ହଜାର ୯୯୦ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ…
ଦାୟିତ୍ୱ ନେଲେ ନୌସେନା ମୁଖ୍ୟ: ସମୁଦ୍ର ସୀମାକୁ ସୁରକ୍ଷା ଦେବାକୁ କରାଯିବ ଯଥା ସମ୍ଭବ ପ୍ରୟାସ
ନୂଆଦିଲ୍ଲୀ,୩୦ ।୧୧: ନୂଆ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ଭାରତୀୟ ନୌସେନାର ମୁଖ୍ୟ ପଦ ଗ୍ରହଣ କରିଛନ୍ତି । ପୂର୍ବତନ ନୌସେନାଧ୍ୟକ୍ଷ ଆଡମିରାଲ କରମବୀର ସିଂ ଆଡମିରାଲ ହରି କୁମାରଙ୍କୁ ଭାରତୀୟ ନୌସେନାର କମାଣ ଧରାଇଛନ୍ତି । କେନ୍ଦ୍ର…
ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ ଦିଦି: ଉଦ୍ଧବ ଠାକରେ, ଶରଦ ପାୱାରଙ୍କ ସହ ହେବ ସାକ୍ଷାତ୍କାର
କୋଲକାତା,୩୦ ।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ୩ ଦିନିଆ ମୁମ୍ବାଇ ଗସ୍ତରେ ଯାଉଛନ୍ତି । ଏହି ସମୟରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍ସିପି) ମୁଖ୍ୟ ଶରଦ ପାୱାରଙ୍କ ସହ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ…
ଓମିକ୍ରନ୍ ବଡ଼ ବିପଦ
ନୂଆଦିଲ୍ଲୀ, ୩୦ା୧୧: କରୋନା କବଳରୁ ମୁକୁଳି ବିଶ୍ୱ ସଜାଡ଼ି ହେବାକୁ ଅଣ୍ଟା ଭିଡ଼ିଲାବେଳକୁ ନୂଆ ଭାରିଆଣ୍ଟ ଓମିକ୍ରନ୍ ପୁଣି ଚିନ୍ତା ବଢ଼ାଇଛି। ଓମିକ୍ରନ ସଂକ୍ରମଣର ଭୟାବହତାକୁ ଦେଖି ପ୍ରାୟ ସବୁ ଦେଶ ଆଲର୍ଟ ରହିଛନ୍ତି। ବିଭିନ୍ନ ସ୍ଥାନରେ କଡ଼ା କଟକଣା ଫେରିଛି।…
ଡେଲ୍ଟାଠୁ ୬ଗୁଣ ସଂକ୍ରାମକ ଓମିକ୍ରନ୍
ହାଇଦ୍ରାବାଦ, ୩୦ା୧୧: ସମଗ୍ର ବିଶ୍ୱକୁ ଡରାଇଥିବା କୋଭିଡ୍ ନୂଆ ଭାରିଆଣ୍ଟ ବି.୧.୧.୫୨୯ ବା ‘ଓମିକ୍ରନ’ ଦ୍ୱିତୀୟ ଲହରରେ ଆସିଥିବା ‘ଡେଲ୍ଟା’ ଭାରିଆଣ୍ଟଠାରୁ ୬ଗୁଣା ଅଧିକ ସଂକ୍ରାମକ। ମନୋକ୍ଲୋନାଲ ଆଣ୍ଟିବଡି ଥେରାପି କିମ୍ବା କକ୍ଟେଲ୍ ଚିକିତ୍ସା ଓମିକ୍ରନ ସଂକ୍ରମିତଙ୍କଠାରେ ପ୍ରଭାବୀ ହୋଇ ନ…
ସମ୍ପୂର୍ଣ୍ଣ ଶୀତକାଳୀନ ଅଧିବେଶନକୁ ବହିଷ୍କାର କରିପାରନ୍ତି ବିରୋଧୀ
ନୂଆଦିଲ୍ଲୀ,୩୦ ।୧୧: ସଂସଦର ଶୀତକାଳୀନ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିରୋଧୀ ସଜବାଜ ହେଉଛନ୍ତି । ହେଲେ ଏହି ସମୟରେ କଂଗ୍ରେସର ଅନୁଗାମୀ ମାନେ ଅଲଗା ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି । କୃଷି ଆଇନ…
Archives


