‘ଭାରତକୁ ତାଲିବାନ୍ ହେବାକୁ ଦିଆଯିବନି’
ନୂଆଦିଲ୍ଲୀ, ୨୩ା୯ : ଭାଜପା ଏକ ଜୁମ୍ଲା ପାର୍ଟି। କେନ୍ଦ୍ର ସରକାର ଭାରତକୁ ତାଲିବାନ୍ରେ ପରିଣତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହାକୁ ସଫଳ ହେବାକୁ ଦିଆଯିବନାହିଁ ବୋଲି ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଭବାନୀପୁର ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ...
ଏଲ୍ଆଇସିରେ ନିବେଶ ସୁଯୋଗ ପାଇ ନ ପାରେ ଚାଇନା
ନୂଆଦିଲ୍ଲୀ,୨୩।୯: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ଶୀଘ୍ର ଇନିସିଆଲ ପବ୍ଲିକ ଅଫରିଂ ଜାରି କରିବାକୁ ଯାଉଛି। ଏଥିରେ ଚାଇନା ନିବେଶକଙ୍କୁ ଶେୟାର କ୍ରୟ ସୁଯୋଗ ମିଳି ନ ପାରେ। ଏହି ପ୍ରକ୍ରିୟା ଲାଗି ନୂଆଦିଲ୍ଲୀ ଚାଇନା ନିବେଶକଙ୍କୁ ବ୍ଲକ...
ମଣିଷଖିଆ ବାଘର ପତ୍ତା ମିଳୁନି
ମୁମ୍ବାଇ, ୨୩ା୯: ମହାରାଷ୍ଟ୍ରର ଗଡଚିରୌଲି ଜିଲାରେ ମଣିଷ ଖିଆ ବାଘ ଆତଙ୍କ ଜାରି ରହିଛି। ଏ ପର୍ଯ୍ୟନ୍ତ ୧୫ ଲୋକଙ୍କ ଜୀବନ ନେଇ ସାରିଥିବା ବାଘକୁ ଖୋଜିବା ପାଇଁ ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ ଜଙ୍ଗଲ ମଧ୍ୟରେ ଖୋଜାଖୋଜି ଚଳାଇଛନ୍ତି।...
କୋଭିଡ୍ ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କା
ନୂଆଦିଲ୍ଲୀ, ୨୩।୯(ପି.ଟି.): କୋଭିଡ୍ ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ରାଜ୍ୟ ସରକାର ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବେ। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି। ୨୦୨୦ ଜାନୁୟାରୀରେ ମହାମାରୀ ଆରମ୍ଭ ହେବାଠାରୁ ବର୍ତ୍ତମାନ ସୁଦ୍ଧା...
ଶିଶୁଙ୍କୁ ମିଳୁନି ଆବଶ୍ୟକ ପୋଷକ ତତ୍ତ୍ୱ: ୟୁନିସେଫ
ନୂଆଦିଲ୍ଲୀ,୨୩ ।୯: ଶିଶୁମାନଙ୍କୁ ନେଇ ୟୁନିସେଫ ଏକ ରିପୋର୍ଟ ଜାରି କରିଛି । ଯେଉଁଥିରେ ଦର୍ଶାଯାଇଛି କି ୨ ବର୍ଷରୁ କମ୍ ବୟସର ଶିଶୁଙ୍କ ବିକାଶ ପାଇଁ ଆବଶ୍ୟକ ପରିମାଣର ଭୋଜନ ବା ପୋଷକ ତତ୍ତ୍ୱ ମିଳିପାରୁ ନାହିଁ ।...
ଯାତ୍ରା ସମୟରେ ବି କାର୍ଯ୍ୟବ୍ୟସ୍ତ ମୋଦି
ନୂଆଦିଲ୍ଲୀ,୨୩ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଆମେରିକା ଗସ୍ତରେ ବୁଧାବାର ଦିଲ୍ଲୀ ଛାଡିଛନ୍ତି । ଗୁରୁବାର ସେ ଆମେରିକା ପହଞ୍ଚିଛନ୍ତି । ଏହାରି ଭିତରେ ସେ ବିମାନ ଯାତ୍ରା କରୁଥିବା ବେଳେ ଏହାର କିଛି ଫଟୋ ଟୁଇଟ୍...
‘ସିଦ୍ଧୁଙ୍କୁ ଜିତାଇ ଦେବିନି’
ନୂଆଦିଲ୍ଲୀ,୨୩।୯: ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ଜିତାଇ ଦେବେନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି। ସିଦ୍ଧୁଙ୍କ ବିରୋଧରେ ପ୍ରାର୍ଥୀ ଦେବା ସହ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନ ଦେବା...
ମାଗଣାରେ ୬ ମାସ ପାଇଁ ମହିଳାଙ୍କ ଲୁଗା ସଫା କରିବେ ଅଭିଯୁକ୍ତ
ମଧୁରାଇ,୨୩।୯: ମହିଳାଙ୍କୁ ଟଣାଓଟାର କରିବା ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗାଁରେ ରହୁଥିବା ପ୍ରତ୍ୟେକ ମହିଳାଙ୍କ ଲୁଗା ମାଗଣାରେ ଧୋଇବା ସହ ଆଇରନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିହାରର ମଧୁରାଇ କୋର୍ଟ। ଅଭିଯୁକ୍ତଙ୍କ ଜାମିନକୁ ମଞ୍ଜୁରି ଦେଲା ବେଳେ ଏଭଳି ଦଣ୍ଡାଦେଶ...
ହତ୍ୟାର ୧୩ ମାସ ପରେ ମିଳିଲା ଯବାନଙ୍କ ମୃତଦେହ
ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରର କୁଲଗାମ ଜିଲାର ଏକ ଗ୍ରାମରୁ ବୁଧବାର ଗଳିତ ମୃତଦେହ ଉଦ୍ଧାର ହୋଇଛି। ତେବେ ଗଳିତ ମୃତଦେହଟି ରାଇଫଲମ୍ୟାନ ଶାକିର ମନଜୁରଙ୍କର ବୋଲି ତାଙ୍କ ବାପା ଦାବି କରିଛନ୍ତି। ସେ ଗତବର୍ଷ ଅଗଷ୍ଟ ୨ ତାରିଖରୁ ନିଖୋଜ ଥିଲେ।...
ଆବେଦନର ୩୦ ଦିନ ମଧ୍ୟରେ କୋଭିଡ୍ ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ
ନୂଆଦିଲ୍ଲୀ,୨୨।୯: କୋଭିଡ୍ ମୃତକଙ୍କ ପରିବାରବର୍ଗକୁ କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ୫୦ ହଜାର ଟଙ୍କା ପ୍ରଦାନ କରିବେ। ଏ ନେଇ ସୁପ୍ରିମକୋର୍ଟକୁ ବୁଧବାର ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ତେବେ କୋଭିଡ୍ କାରଣରୁ ଏପର୍ଯ୍ୟନ୍ତ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ...
ସାମ୍ନାକୁ ଆସିଲା ଦିଲ୍ଲୀ ନାବାଳିକା ବଳାତ୍କାର ଘଟଣାର ସତ୍ୟତା
ନୂଆଦିଲ୍ଲୀ,୨୨।୯: ଗତ ୨ ତାରିଖରେ ଜଣେ ୯ ବର୍ଷୀୟା ଝିଅକୁ ଦିଲ୍ଲୀର କଣ୍ଟେନମେଣ୍ଟ ଅଞ୍ଚଳରେ ବଳାତ୍କାର କରାଯାଇଥିଲା। ବଳାତ୍କାର ବେଳେ ଅଣ ନିଶ୍ୱାସ ହୋଇ ପୀଡ଼ିତା ପ୍ରାଣ ହରାଇଥିବା ଦିଲ୍ଲୀ ପୋଲିସ ପକ୍ଷରୁ କୋର୍ଟରେ କୁହାଯାଇଛି। ମୁଖ୍ୟ ଅଭିଯୁକ୍ତ ପୂଜକ...
ପାକିସ୍ତାନ ଏୟାରସ୍ପେସ୍ ଦେଇ ଉଡିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ
ନୂଆଦିଲ୍ଲୀ,୨୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆମେରିକା ଗସ୍ତରେ ଯାଇଛନ୍ତି। ଓ୍ବାଶିଂଟନ୍ରେ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ଏକ ବୈଠକରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ନନ୍ଷ୍ଟପ୍ ବିମାନ ଉଡାଣ ନୂଆଦିଲ୍ଲୀରୁ ଉଡାଣ ଭରିବା ପରେ ପାକିସ୍ତାନ...
Archives


