ଜାତୀୟ

ବାୟୁ ସେନା ଅଧିକାରୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ

କୋଏମ୍ବାଟୋର: ୨୭ ବର୍ଷୀୟା ମହିଳା ଅଧିକାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଗିରଫ ହୋଇଛନ୍ତି ଭାରତୀୟ ବାୟୁ ସେନା (ଆଇଏଏଫ୍‌)ର ୨୬ ବର୍ଷୀୟ ଫ୍ଲାଇଟ୍‌ ଲ୍ୟୁଟନାଣ୍ଟ। ତେବେ ଏ ନେଇ ପୀଡ଼ିତା ଦୁଇ ସପ୍ତାହ ତଳେ ପ୍ରଥମେ ଆଇଏଏଫ୍‌...

ଓଡ଼ିଶାରେ ସବୁଠି ବନ୍ଦ ପାଳିବ କଂଗ୍ରେସ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୭।୯: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ବର୍ଷେ ହେଲା ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌)ର ଆହ୍ବାନରେ ସୋମବାର ଭାରତ ବନ୍ଦ ରହିବ। ବିବାଦୀୟ କୃଷି ଆଇନକୁ ରାଷ୍ଟ୍ରପତି ରାମନାଥ...

୩ ମାସ ତଳେ ଭାଜପାରେ ଯୋଗଦେଇଥିବା କଂଗ୍ରେସ ନେତାଙ୍କୁ ମନ୍ତ୍ରୀ ପଦ

ଲକ୍ଷ୍ନୌ, ୨୫।୯: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ କିଛି ମାସ ବାକି ଥିବାବେଳେ ଜାତି ଏବଂ ଆଞ୍ଚଳିକତାରେ ସନ୍ତୁଳନ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ସନ୍ଧ୍ୟାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ୩ ମାସ ତଳେ କଂଗ୍ରେସ ଛାଡ଼ି ଭାଜପାରେ...

ପରୀକ୍ଷାରେ କପି କରିବା ପାଇଁ ଛାତ୍ରଙ୍କ ହାଇଟେକ୍‌ ବୁଦ୍ଧି

ଜୟପୁର,୨୬।୯: ରାଜସ୍ଥାନର ସରକାରୀ ସ୍କୁଲ ପାଇଁ ଶିକ୍ଷକ ଚୟନ ପରୀକ୍ଷା ବେଳେ କପି କରିବାକୁ ଉଦ୍ୟମ କରି ଗିରଫ ହୋଇଛନ୍ତି ୫ ପରୀକ୍ଷାର୍ଥୀ। ଗିରଫ ହୋଇଥିବା ଆଶୟୀମାନେ ସ୍ବତନ୍ତ୍ର ଚପଲ ପିନ୍ଧିଥିଲେ, ଯେଉଁଥିରେ ଫିଟ୍‌ ହୋଇଥିଲା ବ୍ଲୁଟୁଥ ଡିଭାଇସ୍‌। ଏ...

ମୋତେ ଇର୍ଷା କରୁଛନ୍ତି ମୋଦି, କାହିଁକି ଏମିତି କହିଲେ ଦିଦି

କୋଲକାତା,୨୬।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରୋମ ଯିବାକୁ କେନ୍ଦ୍ର ତରଫରୁ ଅନୁମତି ନ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ଦିଦି। ସେ କହିଛନ୍ତି, ମୋଦି ମୋତେ ଇର୍ଷା କରୁଛନ୍ତି। ଅକ୍ଟୋବରରେ ଇଟାଲୀଠାରେ ବିଶ୍ୱ ଶାନ୍ତି...

ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କଲେ ଯୋଗୀ: ୭ ଜଣଙ୍କୁ ମିଳିଲା ମନ୍ତ୍ରୀ ପଦ

ପ୍ରାୟ ଚାରିମାସ ପରେ ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାବିନେଟକୁ ସମ୍ପ୍ରସାରିତ କରାଯାଇଛି। କଂଗ୍ରେସରୁ ଭାଜପାରେ ଯୋଗ ଦେଇଥିବା ଜିତିନ ପ୍ରସାଦଙ୍କ ସମେତ ୭ ଜଣ ନେତା କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।...

ଦେଶକୁ ଏସ୍‌ବିଆଇ ଭଳି ୪-୫ ବ୍ୟାଙ୍କ ଆବଶ୍ୟକ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୬।୯: ଭାରତକୁ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଭଳି ୪ରୁ ୫ ବୃହତ ବ୍ୟାଙ୍କର ଆବଶ୍ୟକତା ରହିଛି ବୋଲି ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଦେଶର ବର୍ଦ୍ଧିିତ ଚାହିଦା ପୂରଣ ଦିଗରେ ଏହା ସହାୟକ ହୋଇପାରିବ। ମହାମାରୀ ପରବର୍ତ୍ତୀ...

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି ଯୋଗୀ

ଲକ୍ଷ୍ନୋ,୨୬।୯: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳ ରବିବାର ସନ୍ଧ୍ୟାରେ ସମ୍ପ୍ରସାରଣ ହେବ। ଏନେଇ ରାଜ୍ୟପାଳ ଆନନ୍ଦିବେନ ପଟେଲ ଲକ୍ଷୋ୍ନରେ ପହଞ୍ଚି ସାରିଛନ୍ତି। ପ୍ରାୟ ୭ରୁ ୮ ଜଣ ମନ୍ତ୍ରୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରେ ଅନ୍ତର୍ଭୁକ୍ତ ହୋଇପାରନ୍ତି ବୋଲି ଜଣାପଡଛି। ୨୦୨୨ ନିର୍ବାଚନକୁ...

୬୫ ଘଣ୍ଟା ମଧ୍ୟରେ ୨୦ ମିଟିଂ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ଶେଷ କରି ରବିବାର ଭାରତ ଫେରିଛନ୍ତି। ୨୨ ସେପ୍ଟେମ୍ବରରେ ଆମେରିକା ଗସ୍ତରେ ବାହାରିବା ପରେ ପ୍ରଧାନମନ୍ତ୍ରୀ ପ୍ରାୟ ୯୦ ଘଣ୍ଟା ମଧ୍ୟରେ ତାଙ୍କର ଯାତ୍ରା ଶେଷ କରିଥିଲେ। ପ୍ରଧାନମନ୍ତ୍ରୀ ଆମେରିକାରେ ୬୫ ଘଣ୍ଟା...

ଚନ୍ନୀଙ୍କ ମନ୍ତ୍ରିମଣ୍ଡଳର ହେଲା ସମ୍ପ୍ରସାରଣ: ବିରୋଧ ସତ୍ତ୍ୱେ ରାଣା ଗୁରଜିତ ହେଲେ ମନ୍ତ୍ରୀ

ଚଣ୍ଡିଗଡ଼,୨୬ ।୯: ପଞ୍ଜାବର ନୂଆ କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇ ଯାଇଛି । ଶପଥ ଗ୍ରହଣ ପୂର୍ବରୁ ମନ୍ତ୍ରୀଙ୍କ ସୂଚିରେ ବଡ ଧରଣର ଅଦଳବଦଳ କରାଯାଇଛି । ଫତେହଗଡ଼ ସାହିବର ବିଧାୟକ କୁଲଜିତ ସିଂ ନାଗରାଙ୍କ...

ପ୍ରଧାନମନ୍ତ୍ରୀ ମୋଦି ଆସିଲେ ମୁଁ ନେବି କରୋନା ଟିକା: ଅଧିକାରୀଙ୍କ ଝାଳ ବୁହାଇଲେ ବ୍ୟକ୍ତି

ଭୋପାଳ,୨୬ ।୯: କରୋନା ମହାମାରୀକୁ ଦୂରେଇବା ପାଇଁ ଏବେ ସାରା ବିଶ୍ୱରେ ଚାଲିଛି ଟିକାକରଣ । ଭାରତ ଏହି ଦିଗରେ ଟିକେ ଆଗରେ ଥିବା ବେଳେ ଟିକାକରଣ ସମୟରେ ମଧ୍ୟପ୍ରଦେଶର ଧାର ଜିଲାରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ଆସିଛି...

ସୋନିଆ ଗାନ୍ଧୀ କାହିଁକି ହୋଇ ପାରିବେନି ପ୍ରଧାନମନ୍ତ୍ରୀ୍‌, ରାମଦାସଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୬।୯: କେନ୍ଦ୍ରୀୟ ମନ୍ତ୍ରୀ ତଥା ଆର୍‌ପିଆଇ ନେତା ରାମଦାସ ଉଠାଓ୍ବଲେ ସୋନିଆ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହେବା ନେଇ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାମଦାସ ମଧ୍ୟପ୍ରଦେଶର ଇନ୍ଦୋରରେ ଆୟୋଜିତ ଏକ ଗଣମାଧ୍ୟମ ସମ୍ମିଳନୀରେ ସୋନିଆଙ୍କ ସପକ୍ଷରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri