Posted inଜାତୀୟ

୩ ମାସ ତଳେ ଭାଜପାରେ ଯୋଗଦେଇଥିବା କଂଗ୍ରେସ ନେତାଙ୍କୁ ମନ୍ତ୍ରୀ ପଦ

ଲକ୍ଷ୍ନୌ, ୨୫।୯: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ କିଛି ମାସ ବାକି ଥିବାବେଳେ ଜାତି ଏବଂ ଆଞ୍ଚଳିକତାରେ ସନ୍ତୁଳନ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ସନ୍ଧ୍ୟାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ୩ ମାସ ତଳେ କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେଇଥିବା ଜିତିନ୍‌ ପ୍ରସାଦଙ୍କ ସମେତ ୭ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଅନ୍ୟମାନେ ହେଲେ ପାଲ୍‌ତୁ ରାମ, ଛତରପାଲ ଗଙ୍ଗଓ୍ବାର, ସଙ୍ଗୀତା ବଲଓ୍ବନ୍ତ ବିନ୍ଦ୍‌, ଧରମବୀର ପ୍ରଜାପତି, ସଞ୍ଜୀବ କୁମାର ଗୌର ଏବଂ ଦିନେଶ ଖାଟିକ୍‌। ରାଜଭବନର ଗାନ୍ଧୀ ଅଡିଟୋରିୟମ୍‌ରେ ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ସମ୍ପ୍ରସାରଣ ପରେ ଯୋଗୀ କ୍ୟାବିନେଟ୍‌ର ମନ୍ତ୍ରୀ ସଂଖ୍ୟା ୬୦ରେ ପହଞ୍ଚତ୍ଛି।

ଉଲ୍ଲେଖ ଯୋଗ୍ୟ, ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଥିବା ଜିତିନ୍‌ ଜୁନ୍‌ରେ ଭାଜପାରେ ସାମିଲ ହୋଇଥିଲେ। ୟୁପିରେ ୧୩%ବ୍ରାହ୍ମଣ ଭୋଟରଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧.୨୬ ଲକ୍ଷ କୋଟିର ୧୧୬ ପରିଯୋଜନା ହେବ ବନ୍ଦ!…

ନୂଆଦିଲ୍ଲୀ,୮।୧୧ : ଦେଶରେ ଜାରି ରହିଥିବା ୧.୨୬ ଲକ୍ଷ କୋଟି ଟଙ୍କାର ୧୧୬ ଭିତ୍ତିଭୂମି ପ୍ରକଳ୍ପ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିବାଦ, ଜମି ଅଧିଗ୍ରହଣ...

କର୍ନାଟକ ମୁଖ୍ୟମନ୍ତ୍ରୀ ବଦଳିବା ଚର୍ଚ୍ଚା

ନୂଆଦିଲ୍ଲୀ,୩।୫: ଭାଜପା ନେତା ବାସବରାଜ ବୋମାଇ କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ୯ ମାସ ମଧ୍ୟରେ ଅନେକ ବିବାଦର ସମ୍ମୁଖୀନ ହୋଇଛନ୍ତି। ଆସନ୍ତାବର୍ଷ ରାଜ୍ୟ...

ତୃତୀୟ ଲହରରେ ଶିଶୁ-କିଶୋରଙ୍କୁ କିଭଳି ମିଳିବ ସୁରକ୍ଷା: ଜବାବ୍‌ ତଲବ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୬।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା ଅକ୍ସିଜେନ୍‌ ଅଭାବ ମାମଲାର ବିଚାର ସମୟରେ ସୁପ୍ରିମ୍‌କୋର୍ଟ ଦିଲ୍ଲୀ ସରକାରଙ୍କୁ ଜବାବ୍‌ ତଲବ...

ରାଜନୀତି ଛାଡିଲେ ରଜନୀକାନ୍ତ

ଚେନ୍ନାଇ,୧୨ ।୭: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ରଜନୀ ମକ୍କଲ ମନ୍ଦ୍ରମର ଅଧିକାରୀଙ୍କ ସହ କଥା ହେବା ପରେ କେବେବି ରାଜନୀତିକୁ ଆସିବେ ନାହିଁ ବୋଲି ନିଷ୍ପତ୍ତି...

ବଦଳି ଗଲାଣି କି ରାହୁଲଙ୍କ ଲୁକ୍‌

ନୂଆଦିଲ୍ଲୀ,୧୯।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ଲୁକ୍‌ରେ ପରିବର୍ତ୍ତନ କରିଥିବା ଆଲୋଚନା ହେଉଛି। ସେ ତାଙ୍କ ନୂଆ ଲୁକ୍‌ରେ ଯୁବକ ବଦଳରେ ଟିକେ...

ହରିୟାଣା ନିର୍ବାଚନ: ଭାଜପାର ଷ୍ଟାର ପ୍ରଚାରକଙ୍କ ତାଲିକାରେ ମୋଦି, ଅମିତ ଶାହ

ଚଣ୍ଡିଗଡ଼,୪।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଭାଜପା ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୪୦ଜଣ ଷ୍ଟାର ପ୍ରଚାରକଙ୍କ ନାମ...

‘ଏବେ ବି ସ୍ଥିତି ଗମ୍ଭୀର, ରାଷ୍ଟ୍ରପତି ଶାସନ ଲାଗୁ କର’

ନୂଆଦିଲ୍ଲୀ,୧୧।୫: ମଣିପୁରରେ ଘଟିଥିବା ହିଂସାକାଣ୍ଡରେ ଏ ପର୍ଯ୍ୟନ୍ତ ୧୦୦ରୁ ଉର୍ଦ୍ଧ୍ୱଙ୍କର ଜୀବନ ଯାଇଛି। ତେବେ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ରାଷ୍ଟ୍ରପତି ଶାସନ ଲାଗୁ...

ସୋନୁଙ୍କୁ ୨୪ବର୍ଷ କାରାଦଣ୍ଡ

ନୂଆଦିଲ୍ଲୀ,୨୨।୭: ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ବଡ଼ ସେକ୍ସ ର଼୍ୟାକେଟ ଚଳାଉଥିବା କୁଖ୍ୟାତ ଗୀତା ଅରୋରା ଅରଫ୍‌ ସୋନୁ ପଞ୍ଜାଓ୍ବନଙ୍କୁ ଦିଲ୍ଲୀ...

Advertisement
Archives

Model This Week