ଧନୀ ତାଲିକାରେ ୬ ମହିଳା
ନୂଆଦିଲ୍ଲୀ, ୭ା୧୦: ଫୋର୍ବସ ତାଲିକାରେ ଭାରତର ୧୦୦ ଧନୀବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ୬ ମହିଳା। ସେମାନଙ୍କ ମଧ୍ୟରେ ଓ.ପି. ଜିନ୍ଦଲ ଗ୍ରୁପ୍ର ସାବିତ୍ରୀ ଜିନ୍ଦଲ(୭୧)ଙ୍କ ସମ୍ପତ୍ତି ସର୍ବାଧିକ ଥିବାବେଳେ ତାଲିକାର ୭ ନମ୍ବରରେ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତି...
ପୁଣି ଚାଷୀଙ୍କୁ ଧକ୍କା ଦେଲା ଭାଜପା ନେତାଙ୍କ କାର୍
ଚଣ୍ଡଗିଡ଼,୭।୧୦: ହରିୟାଣାରେ ୩ ବିବାଦୀୟ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଭାଜପା ଏମ୍ପି ନୟାବ ସାଇନିଙ୍କ ଗାଡ଼ି ଧକ୍କା ଦେଇଛି। ଫଳରେ ଜଣେ ଚାଷୀ ଆହତ ହୋଇଥିବା ଆନ୍ଦୋଳନରତ ଚାଷୀମାନେ ଅଭିଯୋଗ କରିଛନ୍ତି। ଆହତ ଚାଷୀଙ୍କୁ ଅମ୍ବାଲା...
ଆର୍ୟନଙ୍କ ପାଇଁ ବଢୁଛି ଅଡୁଆ, ପୁଣି ରିମାଣ୍ଡରେ ନେବାକୁ ଏନ୍ସିବିର ଆବେଦନ
ମୁମ୍ବାଇ: ଡ୍ରଗ୍ସ କାରବାର ମାମଲାରେ କିଙ୍ଗ୍ଖାନ୍ ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ସମସ୍ୟା ସୁଧୁରିବାର ନାଁ ନେଉନି। ଦିନକୁ ଦିନ ଏହି ଅଡୁଆ ବଢ଼ି ଚାଲିଛି। ନିକଟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଏକ ଡ୍ରଗ୍ସ ମାମଲାରେ ଆର୍ୟନଙ୍କ ସମେତ...
ପଶ୍ଚିମବଙ୍ଗରେ ପୁଣି ଭାଜପାକୁ ବଡ଼ ଝଟ୍କା
କୋଲକତା,୭।୧୦: ପଶ୍ଚିମବଙ୍ଗରେ ଭାଜପାକୁ ଏକ ବଡ଼ ଝଟ୍କା ଲାଗିଛି। ପଶ୍ଚିମବଙ୍ଗ ଭାଜପାରର ରାଜ୍ୟ ସଚିବ ସବ୍ୟସାଚୀ ଦତ୍ତ ଗୁରୁବାର ତୃଣମୂଳ କଂଗ୍ରେସକୁ ଫେରିପାରନ୍ତି। କୋଲକାତାର ଏକ କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀ ଫିରହାଦ ହାକିମ ଏବଂ ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ସେ...
‘ଭାବି ନ ଥିଲି କେବେ ପ୍ରଧାନମନ୍ତ୍ରୀ ହେବି’
ନୂଆଦିଲ୍ଲୀ,୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୭ ଅର୍ଥାତ୍ ଆଜି ତାଙ୍କର ସାମ୍ବିଧାନିକ ପଦବୀର ୨୦ବର୍ଷ ପୂରଣ କରିବାକୁ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ୩୫ ଅମ୍ଳଜାନ ପ୍ଲାଣ୍ଟର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ଗୁରୁବାର ଉତ୍ତରପ୍ରଦେଶର ରିଷିକେଶରୁ ଆସିଥିଲେ। ଏହି...
୨୦୨୨ରେ ମିଲିଟାରୀ ସ୍କୁଲରେ ନାମ ଲେଖାଇବେ ଝିଅ…
ନୂଆଦିଲ୍ଲୀ,୭।୧୦: ଆସନ୍ତା ୨୦୨୨ ବର୍ଷ ଜୁନ୍ରେ ଝିଅମାନେ ମିଲିଟାରୀ ସ୍କୁଲରେ ନାମ ଲେଖାଇ ପାରିବେ। ଏନେଇ ଗୁରୁବାର ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଫଳରେ ୨୦୨୧ ଡିସେମ୍ବର ୧୮ରେ ହେବାକୁ ଥିବା ରାଷ୍ଟ୍ରୀୟ ଇଣ୍ଡିଆନ୍ ମିଲିଟାରୀ କଲେଜ (ଆର୍ଆଇଏମ୍ସି)...
ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ମାନେକା-ବରୁଣ ବାହାର…
ନୂଆଦିଲ୍ଲୀ,୭।୧୦: ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ମାନେକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀଙ୍କୁ ବାହାର କରାଯାଇଛି। ବରୁଣ ଲଗାତାର ସରକାରଙ୍କର ବିଭିନ୍ନ ନୀତିର ସମାଲୋଚନା ଜାରି ରଖିଥିଲେ। ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖିରି ହିଂସାରେ ବରୁଣ ଗୁରୁବାର ନିଜ ଟୁଇଟର ହ୍ୟାଣ୍ଡେଲରେ ଏକ...
ଅଭିଯୁକ୍ତ କିଏ, ସେ ଗିରଫ ହୋଇଛନ୍ତି କି: ଯୋଗୀ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ପ୍ରଶ୍ନ …
ନୂଆଦିଲ୍ଲୀ,୭।୧୦: ଉତ୍ତରପ୍ରଦେଶ ଲକ୍ଷ୍ମୀପୁୁର ହିଂସା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ କଡ଼ା ପ୍ରଶ୍ନ ପଚରା ଯାଇଛି। ଏହି କାଣ୍ଡର ଅଭିଯୁକ୍ତ କିଏ? ତାଙ୍କୁ ଗିରଫ କରାଯାଇଛି କି ବୋଲି ପ୍ରଧାନ ବିଚାରପତି ଏନ.ଭି. ରମନାଙ୍କ ନେତୃତ୍ୱରେ...
ଅଭିଯୁକ୍ତ ଆଶିଷ କେଉଁଠି ତାହା ଆଇଜିଙ୍କୁ ବି ଅଜଣା…
ଲକ୍ଷ୍ନୌ,୭।୧୦: ଲକ୍ଷ୍ମୀପୁର ଖିରି କାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜ୍ୟ ଗୃହମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ର ଏବେ ପୋଲିସ ହାତ ପାଅନ୍ତାରେ ନାହାନ୍ତି। ସେ କେଉଁଠି ଅଛନ୍ତିା ତାହା ଆଇଜିଙ୍କୁ ମଧ୍ୟ ଅଜଣା। ପୋଲିସ କହିଛି ଯେ, ତାଙ୍କର...
ସ୍କୁଲରେ ଆତଙ୍କବାଦୀ ଆକ୍ରମଣ, ୨ ଶିକ୍ଷକଙ୍କୁ ଗୁଳି କରି ହତ୍ୟା..
ଶ୍ରୀନଗର,୭।୧୦: ଜମ୍ମୁ-କଶ୍ମୀରର ଶ୍ରୀନଗରର ଇଦ୍ଗାହ ଅଞ୍ଚଳରେ ଥିବା ଏକ ସ୍କୁଲରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ଗୁଳି କରି ୨ ଶିକ୍ଷକଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ସ୍କୁଲର ପ୍ରିନ୍ସପଲ ଶିକ୍ଷୟିତ୍ରୀ ସତିନ୍ଦର କୌର ଏବଂ ଶିକ୍ଷକ ଦୀପକ ଚାନ୍ଦ...
୩୫ ଅକ୍ସିଜେନ୍ ପ୍ଲାଣ୍ଟ୍ ଲୋକାର୍ପିତ…
ଋଷିକେଶ,୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦେଶବ୍ୟାପୀ ୩୫ ଅକ୍ସିଜେନ୍ ପ୍ଲାଣ୍ଟ୍ର ଲୋକାର୍ପଣ କରିଛନ୍ତି। ଋଷିକେଶର ଏମ୍ସ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଦେଶର ୩୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ଥାପନ କରାଯାଇଥିବା ଅକ୍ସିଜେନ୍ ପ୍ଲାଣ୍ଟକୁ ଭର୍ଚୁଆଲ...
ମିଶନ ଦିଲ୍ଲୀ ସମ୍ପର୍କରେ ସୂଚନା ଦେଲେ ଦିଦି…
କୋଲକାତା,୭।୧୦: ଭବାନୀପୁର ଉପନିର୍ବାଚନରେ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ବିଜୟ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ କଂଗ୍ରେସକୁ ଟାର୍ଗେଟ କରିବା ଜାରି ରଖିଛନ୍ତି। ମମତା ଦିଦି କହିଛନ୍ତି ଯେ, କଂଗ୍ରେସ ଭାଜପା ବିରୋଧରେ ଲଢ଼ିବାକୁ ସକ୍ଷମ ହୋଇପାରୁ ନାହିଁ। ଏପରିସ୍ଥଳରେ...
Archives


