ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ବର୍ଷା,ପ୍ରତି ମହିଳାଙ୍କୁ ମାସକୁ ୨ ହଜାର ଟଙ୍କା, ବର୍ଷରେ ୮ ସିଲିଣ୍ଡର ଦେବାକୁ ଘୋଷଣା…
ନୂଆଦିଲ୍ଲୀ, ୩।୧ : ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ। ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ନା ନା ପ୍ରକାର ପ୍ରତିଶ୍ରୁତି ପ୍ରଦାନ ଜାରି ରହିଛି। ରାଜ୍ୟରେ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ବର୍ଷା ହେବାରେ ଲାଗିଛି।…
ଭାଜପାରେ ସାମିଲ ହେବାର ୬ଦିନ ପରେ କଂଗ୍ରେସକୁ ଫେରି ଆସିଲେ ବିଧାୟକ
ଚଣ୍ଡିଗଡ଼,୩ ।୧: ପଞ୍ଜାବରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଲାଗିଛି ବଡ ଝଟ୍କା । ପଞ୍ଜାବର ବିଧାୟକ ବଲବିନ୍ଦର ସିଂ ଲାଡି ୬ ଦିନ ପୂର୍ବରୁ ଭାଜପାରେ ଯୋଗ ଦେଇଥିଲେ । ହେଲେ ଏହା ବୋଧହୁଏ ତାଙ୍କୁ ଠିକ୍ ନ ଲାଗିବାରୁ ସେ…
ଲଖିମପୁର କାଣ୍ଡ, ୫୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ମୁଖ୍ୟ ଅଭିଯୁକ୍ତ ମନ୍ତ୍ରୀଙ୍କୁ ପୁଅ…
ନୂଆଦିଲ୍ଲୀ, ୩।୧ : ଲଖିମପୁର ଖେରି କାଣ୍ଡ ନେଇ ଏସ୍ଆଇଟି ପକ୍ଷରୁ ୫୦୦୦ ପୃଷ୍ଠାର ଏକ ଚାର୍ଜସିଟ୍ ଦାଖଲ କରାଯାଇଛି। ଚାର୍ଜସିଟ୍ରେ ମୁଖ୍ୟ ଅଭିଯୁକ୍ତ ଭାବେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ନାମ ଉଲ୍ଲେଖ କରାଯାଇଛି। ଏସ୍ଆଇଟି…
ଓମିକ୍ରନକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ: ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ,୩।୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିିଛି। କିନ୍ତୁ ଏହି ଭାଇରାଲ ଅତି ସାମାନ୍ୟ ରୋଗ ସୃଷ୍ଟି କରିଥାଏ। ଏଥିରେ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଏହା…
ଅନୁପ୍ରବେଶ ଉଦ୍ୟମ ପଣ୍ଡ, ମୃତଦେହ ନେବାକୁ ପାକିସ୍ତାନକୁ ଖବର …
ଶ୍ରୀନଗର, ୩।୧ : ଜମ୍ମୁ-କଶ୍ମୀରର ଅର୍ନିଆ ସେକ୍ଟରରେ ପାକିସ୍ତାନ ପଟୁୁ ଭାରତରେ ଅନୁପ୍ରବେଶ ଊଦ୍ୟମକୁ ବିଏସ୍ଏଫ୍ ଯବାନ ପଣ୍ଡ କରିଛନ୍ତି। ଯବାନଙ୍କ ଗୁଳିରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଛି। ଗତ ୩ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏଲ୍ଓସିରେ ଏଭଳି…
ଓମିକ୍ରନ୍ ଗ୍ରାଫ୍ ଉପରମୁହାଁ, ଆକ୍ରାନ୍ତଙ୍କ ସଂଖ୍ୟା ୧,୭୦୦ ଛୁଇଁଲା…
ନୂଆଦିଲ୍ଲୀ, ୩।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍ ସଂକ୍ରମଣ ଗ୍ରାଫ୍ ଉପର ମୁହାଁ ହେବାରେ ଲାଗିଛି। ଇତିମଧ୍ୟରେ ଦେଶର ୨୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୦୦…
ପ୍ରଧାନମନ୍ତ୍ରୀଙ୍କର ଅହଙ୍କାର ଥିଲା, ରାଜ୍ୟପାଳଙ୍କ ବିବାଦୀୟ ମନ୍ତବ୍ୟ…
ନୂଆଦିଲ୍ଲୀ, ୩।୧ : ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ କୃଷି ଆଇନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ କ୍ରମାଗତଭାବେ ସ୍ବର ଉତ୍ତୋଳନ କରିଥିଲେ। ଯଦିଓ ସେ କୃଷି ଆଇନ ପ୍ରତ୍ୟାବର୍ତ୍ତନ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ ମଧ୍ୟ…
ରାଜନୀତି ମୈଦାନକୁ ଓହ୍ଲାଇବେ ସୋନୁ!
ମୋଗା,୩।୧: ରୂପେଲି ପରଦାରେ ଏକ ଛାପ ଛାଡିଥିବା ଲୋକପ୍ରିୟ ଅଭିନେତା ସୋନୁ ସୁଦ ଏବେ ରାଜନୈତିକ ମଞ୍ଚରେ ପାଦ ଦେବାକୁ ଯାଉଛନ୍ତି। ଆସନ୍ତା ୧୦ଦିନ ମଧ୍ୟରେ ସୋନୁ ତାଙ୍କ ଦଳ ଘୋଷଣା କରିବେ। ରାଜନୀତିରେ ପ୍ରବେଶ କରିବା ବିଷୟରେ ସେ ନିଜେ…
କରୋନା ଯୋଦ୍ଧାଙ୍କୁ କରୋନା, ୮୭ ଡାକ୍ତର କରୋନା ପଜିଟିଭ୍…
ପାଟଣା, ୩।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି। ବିହାରର ପାଟନା ସ୍ଥିତ ନାଳନ୍ଦା ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ୮୭ ଡାକ୍ତରଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି।…
ଅଣାୟତ୍ତ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୩।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୩୩ ହଜାର ୭୫୦ ଜଣ ନୂଆ ଆକ୍ରାନ୍ତଙ୍କୁ…
ଝିଅଙ୍କ ବିବାହ ବୟସ ବିଲ୍ ଯାଞ୍ଚ କମିଟିରେ ଜଣେ ମହିଳା ସଦସ୍ୟ
ନୂଆଦିଲ୍ଲୀ, ୩।୧: ଝିଅମାନଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ବିଲ୍ ଯାଞ୍ଚ ପାଇଁ ପଠାଯାଇଥିବା ସଂସଦୀୟ କମିଟିରେ ତୃଣମୂଳ କଂଗ୍ରେସ ଏମ୍ପି ସୁସ୍ମିତା ଦେବ ଏକମାତ୍ର ମହିଳା ସଦସ୍ୟ ରହିଛନ୍ତି।…
ଓମିକ୍ରନ୍କୁ ପ୍ରାକୃତିକ ଟିକା କହିବା ବିପଜ୍ଜନକ ଧାରଣା
ନୂଆଦିଲ୍ଲୀ, ୩।୧: ଓମିକ୍ରନ୍ ଏକ ପ୍ରାକୃତିକ ଟିକା ବୋଲି କେତେଜଣ ଦାୟିତ୍ୱଶୂନ୍ୟ ଲୋକ ପ୍ରଚାର ଚଳାଇଛନ୍ତି। ଏହା ଏକ ବିପଜ୍ଜନକ ଧାରଣା ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଦୀର୍ଘ କୋଭିଡ୍କୁ ସେମାନେ ହିସାବକୁ ନ ନେଇ ଦାୟିତ୍ୱଶୂନ୍ୟ ପ୍ରଚାର କରୁଥିବା ବିଶେଷଜ୍ଞ…
Archives


