୭ ଶହ ଟପିଲା ଦୈନିକ ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ,୨୮।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇ ୧୬ ହଜାର ୧୫୬ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ...
ସତ ପଦାକୁ ଆସିବା ଜରୁରୀ
ନୂଆଦିଲ୍ଲୀ,୨୮।୧୦: ନିଜ ନାଗରିକଙ୍କ ବିରୋଧରେ ଗୁପ୍ତଚରଗିରି କରାଇବା ଲାଗି ଇସ୍ରାଏଲର ଟେକ୍ନୋଲୋଜି ଫାର୍ମ ଏନ୍ଏସ୍ଓ ଗ୍ରୁପ୍ଠାରୁ ପେଗାସସ୍ ସ୍ପାଏଓ୍ବେର ଆଣି କେନ୍ଦ୍ର ସରକାର ତାକୁ ବ୍ୟବହାର କରିଥିବା ବିଷୟକୁ ଖଣ୍ଡନ କରିନାହାନ୍ତି। ତେଣୁ ଏହାର ସତ ସାମ୍ନାକୁ ଆସିବା ଜରୁରୀ...
୫ ହଜାର କିମି ଦୂରରେ ଥିବା ଶତ୍ରୁକୁ ଧ୍ୱଂସ କରିବ ଅଗ୍ନି-୫
ବାଲେଶ୍ୱର ଅଫିସ, ୨୭ା୧୦- ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ। ବ୍ରହ୍ମାସ୍ତ୍ର କୁହାଯାଉଥିବା ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ବୁଧବାର ରାତି ପ୍ରାୟ ୭ଟା ୫୦ ମିନିଟ୍ରେ ଡିଆରଡିଓ ପକ୍ଷରୁ ଅବଦୁଲ କଲାମ ଦ୍ୱୀପରୁ...
ଜେଲକୁ ଫେରିଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା
ଲଖିମପୁର ଖେରି, ୨୭ା୧୦: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ହସ୍ପିଟାଲରୁ ଜେଲକୁ ଫେରିଛନ୍ତି। ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଶିଷଙ୍କ ସ୍ବାସ୍ଥ୍ୟାବସ୍ଥା...
ଆର୍ଯ୍ୟନଙ୍କ ମାମଲାର ତଦନ୍ତ ଜାରି ରଖିବେ ଓ୍ବାଙ୍ଖଡେ
ନୂଆଦିଲ୍ଲୀ,୨୭।୧୦: ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)ର ଜୋନାଲ ଅଫିସର ସମୀର ଓ୍ବାଙ୍ଖଡେଙ୍କୁ ଲାଞ୍ଚ କାରବାର ମାମଲାରେ ବୁଧବାର ପଚରାଉଚରା କରାଯାଇଛି। ଏହାସତ୍ତ୍ୱେ ଓ୍ବାଙ୍ଖଡେ ମୁମ୍ବାଇର କ୍ରୁଜ ଡ୍ରଗ୍ସ ମାମଲାରେ ତଦନ୍ତ ଜାରି ରଖିବେ, ଯେଉଁ ମାମଲାରେ ଗିରଫ ହୋଇ ଜେଲରେ...
ଦିନେ ଶାହରୁଖଙ୍କୁ ଅଟକାଇଥିଲେ
ମୁମ୍ବାଇ,୨୭।୧୦: ଡ୍ରାଗ୍ସ ମାମଲାରେ ଛନ୍ଦି ହୋଇଥିବା ଆର୍ଯ୍ୟନ ଖାନଙ୍କୁ ବୁଧବାର ମଧ୍ୟ ଜାମିନ ମିଳିନାହିଁ। ତାଙ୍କ ନିକଟରୁ କୌଣସି ଡ୍ରାଗ୍ସ ମିଳି ନ ଥିଲା। ଏହାସତ୍ତ୍ୱେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) କୋର୍ଟରେ ଆର୍ଯ୍ୟନଙ୍କ ଜାମିନକୁ ବିରୋଧ କରୁଛି। କୌତୁହଳର...
ପ୍ରଧାନମନ୍ତ୍ରୀ ଦେଶଠାରୁ ଊର୍ଦ୍ଧ୍ୱରେ ନୁହନ୍ତି
ନୂଆଦିଲ୍ଲୀ,୨୭।୧୦: “କିଏ ପେଗାସସ୍କୁ ଆଣିଛି ? ଏହାଦ୍ୱାରା କେଉଁ ମାନଙ୍କୁ ଟାର୍ଗେଟ କରାଯାଇଛି ? ଅନ୍ୟ କୌଣସି ଦେଶ ପାଖରେ ଆମ ଲୋକଙ୍କ ତଥ୍ୟ ଅଛି କି ? ତାଙ୍କ ପାଖରେ କେଉଁ ସବୁ ତଥ୍ୟ ଅଛି ? ଏସବୁ...
ଆଜି ବି ମିଳିଲାନି ଆର୍ୟନଙ୍କୁ ଜାମିନ, କାଲି ହେବ ଶୁଣାଣି
ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନ ଉପରେ ମୁମ୍ବାଇ ହାଇକୋର୍ଟ ଶୁଣାଣି କରିଛନ୍ତି। ହାଇକୋର୍ଟରେ ଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଆର୍ୟନଙ୍କ ଜାମିନକୁ ବିରୋଧ କରି ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ...
ପୁଣି ଭାଜପାକୁ ବଡ଼ ଝଟ୍କା
କୋଲକତା,୨୭।୧୦: ପଶ୍ଚିମବଙ୍ଗରେ ଭାଜପାକୁ ପୁଣି ଏକ ଝଟ୍କା ଲାଗିଛି। ବୁଧବାର ଅନ୍ୟ ଜଣେ ଭାଜପା ବିଧାୟକ ଦଳ ଛାଡି ଟିଏମସିରେ ଯୋଗ ଦେଇଛନ୍ତି। ଚଳିତ ମାସ ଆରମ୍ଭରେ ଭାଜପାରୁ ଇସ୍ତଫା ଦେଇଥିବା ବିଧାୟକ କୃଷ୍ଣ କଲ୍ୟାଣୀ ଆଜି ଟିଏମସିରେ ଯୋଗ...
ଦିନେ ପିଓକେ ହେବ ଭାରତର…
ନୂଆଦିଲ୍ଲୀ,୨୭।୧୦: ଦିନେ ପାକ୍ ଅଧିକୃତ କଶ୍ମୀର (ପିଓକେ) ଭାରତର ଅଂଶ ବିଶେଷ ହେବ। ଭାରତୀୟ ସେନା ଏହି ଲକ୍ଷ୍ୟ ନିଶ୍ଚିତ ପୂରଣ କରିବ। ବାୟୁସେନା କମାଣ୍ଡିଂ-ଇନ-ମୁଖ୍ୟ ଏୟାର ମାର୍ଶଲ ଅମିତ ଦେବ ଭାରତୀୟ ସ୍ଥଳସେନା ଦିବସ ପାଳନ ଅବସରରେ ଏଭଳି...
ବେକରେ ଗାମୁଛା, ମୁଣ୍ଡରେ ଟୋପି, ଲାଲୁ କହିଲେ ବିସର୍ଜନ କରିବାକୁ ଆସିଛି…
ପାଟନା,୨୭।୧୦: ଦୀର୍ଘ ୬ ବର୍ଷ ପରେ ଲାଲୁ ପ୍ରସାଦ ଯାଦବ ରାଜନୀତିକୁ ପୁଣି ଫେରିଛନ୍ତିି। ତାଙ୍କର ଭାଷଣ ଶୈଳୀ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଜଗାଇଛି। ବେକଳରେ ଗାମୁଛା ମୁଣ୍ଡରେ ଟୋପି ପିନ୍ଧି ଲାଲୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରକୁ ଟାର୍ଗେଟ କରିଛନ୍ତି।...
ପୋଡ଼ିଗଲା ୧୫ଘର
ଶିମ୍ଲା,୨୭।୧୦:ହିମାଚଳ ପ୍ରଦେଶର ଏକ ପ୍ରାଚୀନ ଗାଁ ମଲାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛିି। ନିଆଁ ଲାଗିବା ଦ୍ୱାରା ୧୫ଟି କାଠ ଘର ପୋଡ଼ି ଯାଇଛି। ଏହି ଘଟଣାରେ କୌଣସି ଲୋକଙ୍କର ମତ୍ୟୁ ହୋଇ ନଥିବା ପୋଲିସ ପକ୍ଷରୁ କୁହାଯାଇଛି। ରାତି ପ୍ରାୟ...
Archives


