ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ,୪।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଏହି ସମୟରେ ଦୈନିକ ସଂକ୍ରମଣ...
ସାରା ଦେଶରେ ୧୫ ଟନ୍ ସୁନା ବିକ୍ରି
ନୂଆଦିଲ୍ଲୀ, ୪।୧୧: ଚଳିତ ବର୍ଷର ଧନ୍ତେରସ ପୂର୍ବ ରେକର୍ଡ ଭାଙ୍ଗିଛି। ଧନ୍ତେରସରେ ପ୍ରଥମ ଥର ଲାଗି ସାରା ଦେଶରେ ୧୫ ଟନ ସୁନା ବିକ୍ରି ହୋଇଛି। ଏହାର ମୂଲ୍ୟ ପ୍ରାୟ ୭୫୦୦କୋଟି ଟଙ୍କା ହେବ। କରୋନା ଯୋଗୁ ଦେଶର ଜୁଏଲେରି ଶିଳ୍ପ...
କମିଲା ପେଟ୍ରୋଲ-ଡିଜେଲ ଦାମ୍, ଯୋଗୀଙ୍କ ଦୀପାବଳି ଉପହାର…
ଲକ୍ଷ୍ନୌ,୪।୧୧: ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟବାସୀଙ୍କୁ ଦୀପାବଳି ଉପହାର ପ୍ରଦାନ କରିଛନ୍ତି। ଏହାସହିତ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାକୁ ହୋଲି ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ପେଟ୍ରୋଲ-ଡିଜେଲ ଉପରେ...
ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ
ତେଲେଙ୍ଗାନା,୪।୧୧: ତେଲେଙ୍ଗାନାର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରଧାନ ବିଚାରପତି ଏନ.ଭି ରମଣଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ତାଙ୍କ ଗାଁକୁ ବସ ସେବା ପୁଣି ଆରମ୍ଭ କରିବାମ୍ ପାଇଁ ସହାୟତା ମାଗିଛନ୍ତି। କରୋନା ମହାମାରୀ ପରେ ଏହି ଗାଁକୁ ବସ୍...
ଦୀପାବଳିର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି, ପରିବେଶ ସୁରକ୍ଷା ପ୍ରତି ସଚେତନ ରହିବାକୁ ଦେଲେ ପରାମର୍ଶ…
ନୂଆଦିଲ୍ଲୀ,୪।୧୧: ଆଲୋକର ପର୍ବ ଦୀପାବଳି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଆଲୋକର ପର୍ବ ସୁଖ ଶାନ୍ତି ଏବଂ ସମୃଦ୍ଧି ଆଣୁ ବୋଲି ସେ କହିଛନ୍ତି। କଳୁଷିତ ଅନ୍ଧକାର ଦୂରେଇ ଯାଇ ସବୁଠାରେ ପବିତ୍ର ପ୍ରକାଶ...
ଏୟାର ସ୍ପେସ୍ ଦେବାକୁ ମନାକଲା ପାକ୍
ନୂଆଦିଲ୍ଲୀ, ୪ା୧୧: ୦ଜମ୍ମୁ-କଶ୍ମୀରର ଶ୍ରୀନଗରରୁ ଶାର୍ଜା ପର୍ଯ୍ୟନ୍ତ ‘ଗୋ ଫାଷ୍ଟ୍’ ବିମାନ ଚଳାଚଳ ପାଇଁ ନିଜ ଆକାଶମାର୍ଗ ବ୍ୟବହାର ପାଇଁ ପାକିସ୍ତାନ ମନା କରିଦେଇଛି। ପାକ୍ର ଏହି ନିଷ୍ପତ୍ତି ଯୋଗୁ ଅହମଦାବାଦ୍ର ଉଦୟପୁର ଏବଂ ଓମାନ୍ ଦେଇ ଶ୍ରୀନଗରରୁ ଶାର୍ଜା...
ଏଣିକି ଆମେରିକା ଯାଇପାରିବେ କୋଭାକ୍ସିନ୍ ନେଇଥିବା ବ୍ୟକ୍ତି
ୱାଶିଂଟନ,୪।୧୧: ଭାରତର ସ୍ବଦେଶୀ ଟିକା କୋଭାକ୍ସିନର ଉଭୟ ଡୋଜ୍ ନେଇଥିବା ବ୍ୟକ୍ତି ଏଣିକି ବିନା ଦ୍ୱିଧାରେ ଆମେରିକା ଯାତ୍ରା କରିପାରିବେ। ଏନେଇ ଆମେରିକା ପ୍ରଶାସନ ସବୁଜ ସଙ୍କେତ ଦେଇଛି। ଭ୍ରମଣ ତାଲିକାରେ କୋଭାକ୍ସିନ ଅନ୍ତର୍ଭୁକ୍ତ ହେବା ଉପରେ ସିଡିସିର ପ୍ରେସ...
ସରଜୁ ନଦୀକୂଳ ହେଲା ଆଲୋକିତ: ଅଯୋଧ୍ୟାରେ ଜଳିଲା ୧୨ଲକ୍ଷ ଦୀପ
ଅଯୋଧ୍ୟା,୪ ।୧୧: ସାରା ଦେଶରେ ଗୁରୁବାର ପାଳନ କରାଯାଉଛି ଆଲୋକର ପର୍ବ ଦୀପାବଳି । ହେଲେ ଏହାର ଗୋଟିଏ ଦିନ ପୂର୍ବରୁ ଅଯୋଧ୍ୟାର ସରଜୁ ନଦୀ କୂଳ ଆଲୋକିତ ହୋଇ ରେକର୍ଡ କରିଛି । ବୁଧବାର ସନ୍ଧ୍ୟାରେ ଏଠାରେ ୧୨...
ଦୀପାବଳି ପାଇଁ ଦିଲ୍ଲୀରେ ହାଇ ଆଲର୍ଟ
ନୂଆଦିଲ୍ଲୀ,୪ ।୧୧: ଦୀପାବଳି ଅବସରରେ ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣକୁ ନଜରରେ ରଖି ହାଇ ଆଲର୍ଟ ଜାରି କରାଯାଇଛି । ଏହାକୁ ନେଇ ଦିଲ୍ଲୀ ପୋଲିସ ବି ସଜାଗ ହୋଇଯାଇଛି । ପୋଲିସ ଦ୍ୱାରା ଭିଡ ସ୍ଥାନର ଯାଞ୍ଚ କରାଯିବା...
ଦୀପାବଳିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୪।୧୧: ଆଜି ସାରା ଦେଶରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍ ଯୋଗେ କହିଚନ୍ତି, ଦୀପାବଳିର ଶୁଭ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।...
ସେନାଙ୍କ ସହ ଦୀପାବଳି ପାଳିବେ ମୋଦି
ନୂଆଦିଲ୍ଲୀ,୪ ।୧୧: ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ଦେଶର ବୀର ଯବାନଙ୍କ ସହ ଦୀପାବଳି ପାଳନ କରିବେ । ଏଥର ସେ ଜମ୍ମୁ-କଶ୍ୱୀର ରଜୌରି ଜିଲା ନୌସେରା ସେକ୍ଟରରେ ସେନାଙ୍କ ସହ ଦୀପାବଳି ପାଳନ କରିପାରନ୍ତି । ମୋଦିଙ୍କ ଗସ୍ତକୁ ଦେଖି...
ପ୍ରମୋଶନ ପାଇଲେ ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ
ନୂଆଦିଲ୍ଲୀ,୩ା୧୧: ପାକିସ୍ତାନର ଆତଙ୍କବାଦୀ କ୍ୟାମ୍ପ୍ରେ ୨୦୧୯ ଫେବୃୟାରୀରେ ହୋଇଥିବା ଏୟାର ଷ୍ଟ୍ରାଇକ୍ର ହିରୋ ତଥା ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଭାରତୀୟ ବାୟୁସେନା ପକ୍ଷରୁ ଗ୍ରୁପ୍ କ୍ୟାପ୍ଟେନ୍ ଭାବେ ପଦୋନ୍ନତି ମିଳିଛି। ଏହି ଦୁଃସାହସିକତା ପାଇଁ ତାଙ୍କୁ ସୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନିତ...
Archives


