ଲଖିମପୁର ଖେରି ହିଂସାର ତଦନ୍ତ ପାଇଁ ୟୁପି ସରକାର ରାଜି
ନୂଆଦିଲ୍ଲୀ,୧୫।୧୧: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାର ଏସ୍ଆଇଟି ତଦନ୍ତ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ କରିବା ଲାଗି ୟୁପି ସରକାର ସୋମବାର ରାଜି ହୋଇଛନ୍ତି। ଗତମାସ ୩ ତାରିଖରେ ଲଖିମପୁର ଖେରିରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ସ୍ବରାଷ୍ଟ୍ର ମନ୍ତ୍ରୀ...
ପ୍ରତିଷ୍ଠା ହେଲା ୧୯୧୩ରେ ଚୋରି ହୋଇଥିବା ମୂର୍ତ୍ତି
ବାରଣାସୀ,୧୫।୧୧: ୧୦୮ ବର୍ଷ ପରେ କାନାଡାରୁ ଫେରିଥିବା ଅନ୍ନପୂର୍ଣ୍ଣା ଦେବୀଙ୍କ ମୂର୍ତ୍ତିକୁ ବାରଣାସୀର କାଶି ବିଶ୍ୱନାଥ ମନ୍ଦିରରେ ସୋମବାର ପ୍ରତିଷ୍ଠା କରାଯାଇଛି। ଏଥିଲାଗି ଆୟୋଜିତ ଉତ୍ସବରେ ଯୋଗ ଦେଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଦେବୀଙ୍କ ମୂର୍ତ୍ତୀକୁ ଏକ ରୂପା...
ପାକିସ୍ତାନରୁ ଗୁଜରାଟ ଆସିଥିଲା ୬୦୦ କୋଟି ଟଙ୍କାର ଡ୍ରଗ୍ସ
ଅହମଦାବାଦ,୧୫।୧୧: ଗୁଜରାଟରୁ ପୁଣି ଜବତ ହୋଇଛି ୧୨୦ କେଜି ଡ୍ରଗ୍ସ। ଗୁଜରାଟ ଆତଙ୍କବାଦ ନିରୋଧ ସ୍କ୍ବାଡ(ଏଟିଏସ୍) ମୋରବି ଜିଲା ଝିନଜୁଦା ଗ୍ରାମରୁ ଏହି ବିପୁଳ ପରିମାଣର ଡ୍ରଗ୍ସ ଜବତ କରିଛି। ଜବତ ଡ୍ରଗ୍ସର ବଜାର ମୂଲ୍ୟ ୬୦୦ କୋଟି ଟଙ୍କା...
କଂଗ୍ରେସ ନେତା ଖୁର୍ସିଦଙ୍କ ଘର ପୋଡ଼ି ଦେଲେ
ନୂଆଦିଲ୍ଲୀ,୧୫।୧୧: ଅଯୋଧ୍ୟା ଉପରେ ପୁସ୍ତକ ଲେଖି ବିବାଦୀୟ ହୋଇପଡ଼ିଥିବା କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ନୈନିତାଲ ଘରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି କିଛି ଦୁର୍ବୃତ୍ତ। ପୁସ୍ତକରେ ହିନ୍ଦୁତ୍ୱ ଓ ଆତଙ୍କବାଦୀ ସଂଗଠନକୁ ସମାନ ଦର୍ଶାଇଥିବା ବରିଷ୍ଠ...
ରାତିରେ ହେବ ପୋଷ୍ଟମର୍ଟମ
ନୂଆଦିଲ୍ଲୀ,୧୫।୧୧: ଦେଶରେ ପ୍ରଚଳିତ ମୃତଦେହ ବ୍ୟବଚ୍ଛେଦ ଆଇନରେ ବଡ଼ ପରିର୍ତ୍ତନ କରାଯାଇଛି। ପୂର୍ବରୁ ରହିଥିବା ନିୟମ ଅନୁଯାୟୀ ସନ୍ଧ୍ୟା ୫ଟା ପରେ ଓ ସୂର୍ଯ୍ୟାସ୍ତ ପୂର୍ବରୁ ମୃତଦେହ ବ୍ୟବଚ୍ଛେଦ କରାଯାଉ ନ ଥିଲା। ଏହାକୁ ସଂଶୋଧିତ କରାଯାଇଛି। ସଂଶୋଧିତ ନିୟମ...
ଗାଈ ଜୀବନ ବଞ୍ଚାଇଲେ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ,୧୫।୧୧: ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପରେ ଚରଣଜିତ ସିଂ ଚନ୍ନି ତାଙ୍କ ସାମାଜିକ କାର୍ଯ୍ୟ ପାଇଁ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଛନ୍ତି। ସାଧାରଣ ଲୋକଙ୍କ ପାଇଁ ତାଙ୍କ ଦ୍ୱାର ଖୋଲା ରଖିବା ବିଷୟରେ ସେ ସର୍ବଦା କହିଆସିଛନ୍ତି। ଏପରିକି ଫୋନରେ...
ଆଇନଜୀବୀ ନିର୍ଭୟ ହୋଇ କାମ କରିବା ଆବଶ୍ୟକ…
ବେଙ୍ଗାଲୁରୁ,୧୫।୧୧: ଲୋକଙ୍କୁ ନ୍ୟାୟିକ ସହାୟତା ପ୍ରଦାନ କ୍ଷେତ୍ରରେ ଆଇନଜୀବୀ ନିର୍ଭୟ ହୋଇ କାମ କରିବା ଆବଶ୍ୟକ। ଜଣେ କଷ୍ଟମ ଅଧିକାରୀଙ୍କ ପକ୍ଷରୁ ଆଇନଜୀବୀଙ୍କ ବିରୋଧରେ ଦାଖଲ କରାଯାଇଥିବା ଏକ ଅଭିଯୋଗକୁ କର୍ନାଟକ ହାଇକୋର୍ଟ ଖାରଜ କରି ଏଭଳି କହିଛନ୍ତି। କୋର୍ଟ...
ଆରଆର୍ଏସ୍ କାର୍ଯ୍ୟକର୍ତ୍ତାଙ୍କୁ ନିର୍ମମ ହତ୍ୟା
ଥିରୁଭାନନ୍ତପୁରମ୍,୧୫।୧୧: କେରଳର ପାଲକ୍କଡ ଜିଲାରେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) କାର୍ଯ୍ୟକର୍ତ୍ତାଙ୍କୁ ସୋମବାର ଛୁରି ଭୁସି ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଙ୍କ ଜଣଙ୍କ ହେଲେ ୨୭ ବର୍ଷୀୟ ଏସ ସଞ୍ଜିତ। ଏହି ମୃତ୍ୟୁ ପାଇଁ ଭାଜପା ଜିଲା ସଭାପତି...
ଆୟୁର୍ବେଦିକ ଚିକିତ୍ସାର ବିଜ୍ଞାପନ ଲାଗି କୌଣସି ଅନୁମତି ଲୋଡ଼ା ନାହିଁ…
ଥିରୁଭାନନ୍ତପୁରମ୍,୧୫।୧୧: କୌଣସି ସଂସ୍ଥା ପକ୍ଷରୁ ସେଠାରେ ଉପଲବ୍ଧ ଆୟୁର୍ବେଦିକ ଚିକିତ୍ସା ତଥା ସୁବିଧା ସୁଯୋଗ ସମ୍ପର୍କରେ ସର୍ବସାଧାରଣଙ୍କ ସୂଚନା ଲାଗି ବିଜ୍ଞାପନ ପାଇଁ ଅନୁମତି ଲୋଡ଼ା ନାହିଁ। ସମ୍ପୃକ୍ତ ସଂସ୍ଥା କୌଣସି ଔଷଧ ସମ୍ପର୍କରେ ବିଜ୍ଞାପନ କରୁ ନାହାନ୍ତି ବରଂ...
ଦେଶର ପ୍ରଥମ ବିଶ୍ୱସ୍ତରୀୟ ମଡେଲ ରେଳ ଷ୍ଟେଶନ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ଭୋପାଳ,୧୫।୧୧:ମଧ୍ୟପ୍ରଦେଶର ରାଣୀ କମଳାପତି ରେଳ ଷ୍ଟେଶନକୁ ସୋମବାର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭୋପାଳ, ମଧ୍ୟପ୍ରଦେଶ ଏବଂ ଦେଶ ପାଇଁ ଆଜି ଦିନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି।...
ଜେଲରେ ଅନିଲ ଦେଶମୁଖଙ୍କୁ ଘର ଖାଦ୍ୟ ମନା
ମୁମ୍ବାଇ,୧୫।୧୧: ଚଳିତ ମାସ ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ ହୋଇ ଜେଲରେ ଅଛନ୍ତି। ଆଜି ତାଙ୍କ ରିମାଣ୍ଡ ଅବଧି ସରିଥିବା ବେଳେ ପୁଣି ତାଙ୍କୁ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଅନିଲ...
ବିଶ୍ୱକୁ ପ୍ରଦୂଷଣ ଚିନ୍ତା: ସବୁଠାରୁ ଉପରେ ଲାହୋର, ଦିଲ୍ଲୀର ପ୍ରଦୂଷଣ ରୋଗ ସୃଷ୍ଟି କରିବାକୁ ଯଥେଷ୍ଟ
ନୂଆଦିଲ୍ଲୀ,୧୫ ।୧୧: ସୁପ୍ରିମକୋର୍ଟଙ୍କ କଡା ଚେତାବନୀ ପରେ ଦିଲ୍ଲୀର ବାୟୁ ପ୍ରଦୂଷଣ କମ୍ କରିବାକୁ ସରକାର କିଛି ପଦକ୍ଷେପ ନେବାକୁ ଯାଉଛନ୍ତି । ଏହାର କିଛି ଘଣ୍ଟା ପୂର୍ବରୁ ପାଗରେ ପରିବର୍ତ୍ତନ ଯୋଗୁ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା ସାମାନ୍ୟ...
Archives


