ନିଲମ୍ବିତ ହେଲେ ପରମବୀର ସିଂ
ମୁମ୍ବାଇ,୨।୧୨: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ମହାରାଷ୍ଟ୍ର ସରକାର ଗୁରୁବାର ନିଲମ୍ବନ କରିଛନ୍ତି। କାର୍ଯ୍ୟରେ ଅନିୟମିତତା ଓ ତ୍ରୁଟି ପାଇଁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ତାଙ୍କ...
ଓମିକ୍ରନ ଆକ୍ରାନ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ଆସି ୫ ପଜିଟିଭ
ବେଙ୍ଗାଲୁରୁ,୨।୧୨: କର୍ନାଟକରେ ଚିହ୍ନଟ ହୋଇଥିବା ଦୁଇ ଓମିକ୍ରନ ଆକ୍ରାନ୍ତ ମଧ୍ୟରୁ ଜଣେ ହେଉଛନ୍ତି ଡାକ୍ତର। ତାଙ୍କ ସଂସ୍ପର୍ଶରେ ଆସିଥିବା ୫ ଜଣ କୋଭିଡ୍-୧୯ ରିପୋର୍ଟ ପଜିଟିଭ ଆସିଛି। ଦେଶରେ ପ୍ରଥମ ଥର ପାଇଁ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଥିବା...
ପରିବାରର ୪ ଜଣଙ୍କୁ ହତ୍ୟା କଲେ ସମ୍ପର୍କୀୟ
କୋଲକାତା,୨।୧୨: ପଶ୍ଚିମବଙ୍ଗର ହୁଗ୍ଲି ଜିଲା ଅଧୀନ ସିଙ୍ଗୁର ଅଞ୍ଚଳରେ ଗୋଟିଏ ପରିବାରର ୪ ଜଣଙ୍କୁ ଗୁରୁବାର ସକାଳେ ତାଙ୍କର ଜଣେ ସମ୍ପର୍କୀୟ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସମ୍ପତ୍ତି କିମ୍ବା ଟଙ୍କାକୁ ନେଇ ନନ୍ଦବଜାର ଅଞ୍ଚଳର ପଟେଲ ପରିବାରର ୪...
‘୨୦୨୪ରେ କଂଗ୍ରେସ ଜିତିବ, ମୋତେ ଦେଖାଯାଉନି’
ନୂଆଦିଲ୍ଲୀ,୨।୧୨: ୨୦୨୪ ନିର୍ବାଚନରେ କଂଗ୍ରେସର ବିଜୟ ମୋତେ ଦେଖାଯାଉନାହିଁ। କେନ୍ଦ୍ରୀୟ ନେତୃତ୍ୱ ପାଇଁ କଂଗ୍ରେସରେ ଆନ୍ତଃ କନ୍ଦଳ ଚାଲିଥିବା ବେଳେ ଏଭଳି ମତ ଦେଇଛନ୍ତି ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ଜମ୍ମୁ-କଶ୍ମୀରରେ ବୁଧବାର ପୁଞ୍ଚରେ ଏକ ରାଲିକୁ ସମ୍ବୋଧନ...
ଘରୁ ମିଳିଲା ‘ମିର୍ଜାପୁର’ ଅଭିନେତାଙ୍କ ମୃତଦେହ
ନୂଆଦିଲ୍ଲୀ,୨।୧୨: ଲୋକପ୍ରିୟ ଓ୍ବେବ ସିରିଜ ମିର୍ଜାପୁର ପାଇଁ ଜଣାଶୁଣା ଅଭିନେତା ବ୍ରହ୍ମା ମିଶ୍ରାଙ୍କ ମୃତଦେହ ମୁମ୍ବାଇର ଭରସୋଭାସ୍ଥିତ ବାସଭବନରୁ ମିଳିଛି। ଏ ନେଇ ଗୁରୁବାର ସ୍ପଷ୍ଟ କରିଛି ମୁମ୍ବାଇ ପୋଲିସ। ଭିତର ଆଡ଼ୁ ବନ୍ଦ ଥିବା ଘରର ବାଥରୁମର ଚଟଣାରେ...
ଦୁବାଇ ଚାଲିଗଲେଣି ଦେଶର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ
ବେଙ୍ଗାଲୁରୁ,୨।୧୨: ପ୍ରଥମ ଥର ପାଇଁ ଦେଶରେ ଚିହ୍ନଟ ହୋଇଥିବା ୨ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନଭେମ୍ବର ୨୦ ତାରିଖରେ ଭାରତ ଆସିଥିଲେ। ୫ ଦିନ ତଳେ ସେ ଦୁବାଇ ଚାଲିଯାଇଥିବା ଅଫିସିଆଲ ରିକର୍ଡରୁ ଜଣାପଡ଼ିଛି। ବେଙ୍ଗାଲୁରୁର ମ୍ୟୁନିସିପାଲଟି ବୃହତ...
କଲେଜରେ ପଶିଲା ବାଘ
ନୂଆଦିଲ୍ଲୀ,୨।୧୨: ଉତ୍ତରପ୍ରଦେଶର ଏକ କଲେଜରେ ଛାତ୍ରୀଛାତ୍ରଙ୍କ କ୍ଲାସରୁମ୍କୁ ପଶି ଆସିଥିଲା ଏକ ଚିତାବାଘ। ଜଣେ ଛାତ୍ରଙ୍କୁ ଆକ୍ରମଣ କରିବା ପରେ ବାଘକୁ ଏକ କ୍ଲାସ ରୁମ୍ରେ ବନ୍ଦ କରି ଦିଆଯାଇଛି। ଏଭଳି ଘଟଣା ଘଟିଛି ଅଲିଗଡ଼ ସ୍ଥିତ ଚୌଧୁରୀ ନିହାଲ...
ଭୟଭୀତ ହେବାର ଆବଶ୍ୟକତା ନାହିଁ
ବେଙ୍ଗାଲୁରୁ,୨।୧୨: ଗୁରୁବାର ପ୍ରଥମ ଥର ପାଇଁ ଦେଶରେ କୋଭିଡ୍-୧୯ର ଓମିକ୍ରନ ଭାରିଆଣ୍ଟାରେ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଶ୍ୱର ୩୦ତମ ଦେଶ ଭାବେ ଭାରତରେ ଚିହ୍ନଟ ହୋଇଛି କରୋନା ଭାଇରସର ନୂଆ ଷ୍ଟ୍ରେନ। କିନ୍ତୁ ଭୟଭୀତ ହେବାର...
ଅବସର ସମୟରେ ଉପଲବ୍ଧ ଥିବା ଆଇନ ଅନୁସାରେ ପେନସନ୍ ନିର୍ଦ୍ଧାରଣ କରାଯିବା ଜରୁରୀ…
ନୂଆଦିଲ୍ଲୀ,୨।୧୨: ଚାକିରିରୁ ଅବସର ନେବା ସମୟରେ ଉପଲବ୍ଧ ଥିବା ଆଇନ ଅନୁସାରେ ପେନସନ୍ ନିର୍ଦ୍ଧାରଣ କରାଯିବା ଜରୁରୀ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ବିଚାରପତି ଏମ୍.ଆର୍. ଶାହା ଏବଂ ବି.ଭି.ନାଗରତ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି...
ବିବାହ ପାଇଁ ପ୍ରପୋଜ୍ କରିବା ପୋକ୍ସୋ ଅନ୍ତର୍ଗତ ଯୌନ ନିର୍ଯାତନା ନୁହେଁ, ହାଇକୋର୍ଟଙ୍କ ରାୟ…
କୋଲକାତା,୨।୧୨: ଜଣେ ନାବାଳିକାଙ୍କ ଓଢ଼ଣୀ ଟାଣିବା, ହାତ ଟାଣିବା ଏବଂ ବିବାହ ପାଇଁ ପ୍ରପୋଜ୍ କରିବା ପୋକ୍ସୋ ଆକ୍ଟ ଅନ୍ତର୍ଗତ ଯୌନ ନିର୍ଯାତନା ନୁହେଁ। କୋଲକାତା ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ବିଚାରପତି ବିବେକ...
ନିଲମ୍ବିତ ଏମ୍ପିଙ୍କୁ ଭେଟିଲେ ରାହୁଲ
ନୂଆଦିଲ୍ଲୀ,୨।୧୧: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଗୁରୁବାର ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନରେ ନିଲମ୍ବିତ ହୋଇଥିବା ୧୨ ଜଣ ରାଜ୍ୟ ସଭା ଏମ୍ପିଙ୍କୁ ଭେଟିଛନ୍ତି। ନିଲମ୍ବିତ ଏମ୍ପିଙ୍କ ବିରୋଧ ସମୟରେ ରାହୁଲ ସେମାନଙ୍କୁ ଭେଟିଥିଲେ। ରାଜ୍ୟ ସଭାରେ ଉତ୍ତେଜନା ଏବଂ...
ବଢୁଛି ଓମିକ୍ରନ୍ ଆତଙ୍କ: ହାଇ-ରିସ୍କରେ ୧୧ ଦେଶ
ନୂଆଦିଲ୍ଲୀ,୨।୧୧: କରୋନାର ନୂଆ ଭାରିଆଣ୍ଟକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଏବେ ୧୧ଟି ଦେଶ ହାଇ-ରିସ୍କରେ ଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଲୋକ ସଭାରେ ସୂଚନା ଦେଇଛନ୍ତି। ସେ ଗୃହକୁ ସୂଚନା...
Archives


