ପାଓ୍ବାର, ଅବ୍ଦୁଲ୍ଲାଙ୍କ ସହ ସୋନିଆଙ୍କ ମନ୍ତ୍ରଣା
ନୂଆଦିଲ୍ଲୀ,୧୫।୧୨: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଙ୍ଗଳବାର କେତେଜଣ ବରିଷ୍ଠ ବିରୋଧୀ ନେତାଙ୍କୁ ଭେଟି ପାର୍ଲାମେଣ୍ଟର ଶୀତ ଅଧିବେଶନ ଲାଗି ମିଳିତ ରଣନୀତି ବାହାର କରିବା ଉପରେ ଆଲୋଚନା କରିଛନ୍ତି। ସୋନିଆଙ୍କୁ ୧୦ ଜନପଥ ବାସଭବନରେ ସାକ୍ଷାତ୍ କରିଥିବା ନେତାମାନେ...
ସିବିଆଇଠାରୁ ସମ୍ମତି ପ୍ରତ୍ୟାହାର କରିଥିବା ରାଜ୍ୟ ପୁନର୍ବିଚାର କରନ୍ତୁ: ଜିତେନ୍ଦ୍ର ସିଂ
ନୂଆଦିଲ୍ଲୀ,୧୫।୧୨: କୌଣସି ରାଜ୍ୟରେ ତଦନ୍ତ କରିବାକୁ ହେଲେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିଥାଏ। ଏହାକୁ ଜେନେରାଲ କନ୍ସେଣ୍ଟ ବା ସାଧାରଣ ସମ୍ମତି କୁହାଯାଏ। କେନ୍ଦ୍ର ସରକାର ବିରୋଧୀ ନେତାମାନଙ୍କୁ ଟାର୍ଗେଟ କରିବା...
ଗର୍ଲଫ୍ରେଣ୍ଡ କଥା ନ ହେବାରୁ ଏମିତି କାଣ୍ଡ ଘଟାଇଲେ ଯୁବକ
ଗାଙ୍ଗଟକ(ସିକ୍କିମ),୧୪।୧୨: ଗର୍ଲଫ୍ରେଣ୍ଡ କଥା ହେବାକୁ ମନା କରି ଦେବାରୁ ଜଣେ ଡାକ୍ତରଙ୍କ ସମେତ ହସ୍ପିଟାଲରେ ଦୁଇ ଜଣଙ୍କୁ ଛୁରାମାଡ଼ କରିଛନ୍ତି ଜଣେ ଯୁବକ। ଏଭଳି ଘଟଣା ରାଜ୍ୟ ସରକାରଙ୍କ ଦ୍ୱାର ପରିଚାଳିତ ଏସ୍ଟିଏନ୍ଏମ୍ ହସ୍ପିଟାଲରେ ଘଟିଛି। ଫୋନ ଉଠାଉ ନ...
ଫାୟାରିଂ ମାମଲାରେ କୋର୍ଟରେ ହାଜର ହେଲେ ସୋନୁ ସୁଦ
ମୁମ୍ବାଇ,୧୪।୧୨: ଫିଲ୍ମ ପ୍ରଡ୍ୟୁସର କରିମ ମୋରାନିଙ୍କ ବ୍ୟାଙ୍ଗଲୋରେ ୨୦୧୪ରେ ଘଟିଥିବା ଫାୟାରିଂ ମାମଲାରେ ମଙ୍ଗଳବାର ସାକ୍ଷୀ ଭାବେ ସ୍ବତନ୍ତ୍ର କୋର୍ଟରେ ହଜାର ହୋଇଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ। ଫିଲ୍ମ ‘ହାପି ନ୍ୟୁ ଇୟର’ର ପ୍ରୋମୋଶନରେ ଅଂଶଗ୍ରହଣ ନ କରିବା...
ବୟଫ୍ରେଣ୍ଡଙ୍କୁ ବିବାହ କରିବା ପାଇଁ ମିଛ ଗଣବଳାତ୍କାର ଅଭିଯୋଗ ଆଣିଲେ ଯୁବତୀ
ନାଗପୁର,୧୪।୧୨: ଜଣେ ୧୯ ବର୍ଷୀୟା ଯୁବତୀ ତାଙ୍କ ବୟଫ୍ରେଣ୍ଡକୁ ବିବାହ କରିବା ପାଇଁ ପୋଲିସରେ ଗଣବଳାତ୍କାର ଅଭିଯୋଗ କରିଥିଲେ। ଦିନ ତମାମ ନାଗପୁର ପୋଲିସ ତଦନ୍ତ କରିବା ପରେ ଯୁବତୀ ମିଛ ଅଭିଯୋଗ କରିଥିବା ଜଣାପଡ଼ିଥିବା ଅଧିକାରୀ କହିଛନ୍ତି। ଯୁବତୀ...
ଏନ୍କାଉଣ୍ଟରରେ ନିପାତ ହେଲା ଲଶ୍କର ଆତଙ୍କବାଦୀ
ଜମ୍ମୁ,୧୪।୧୨: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ସୁରକ୍ଷା ବଳର ଏନକାଉଣ୍ଟରେ ନିହତ ହୋଇଛି ଲଶ୍କର-ଇ-ତୋଇବା (ଏଲଇଟି)ର ଜଣେ ଟପ୍ ପାକିସ୍ତାନୀ ଆତଙ୍କବାଦୀ। ଏ ନେଇ ଅଧିକାରୀମାନେ ମଙ୍ଗଳବାର ସୂଚନା ଦେଇଛନ୍ତି। ଅନ୍ୟ ଜଣେ ଆତଙ୍କବାଦୀଙ୍କ ପାଇଁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେଶନ...
୬ ମାସ ମଧ୍ୟରେ ପିଲାଙ୍କ ପାଇଁ ଟିକା
ନୂଆଦିଲ୍ଲୀ,୧୪।୧୨: ଆଗାମୀ ୬ ମାସ ମଧ୍ୟରେ ପିଲାଙ୍କ ପାଇଁ ନୋଭାଭାକ୍ସ କୋଭିଡ୍-୧୯ ଟିକା ଉପଲବ୍ଧ କରିବାକୁ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ଯୋଜନା କରୁଛି। ଏ ନେଇ ଏସ୍ଆଇଆଇ ସିଇଓ ଆଦର ପୁନାଓ୍ବାଲା ମଙ୍ଗଳବାର କହିଛନ୍ତି। ୩ ବର୍ଷ...
ବ୍ରେନ୍ୱାଶ ସ୍ପେଶାଲିଷ୍ଟ ପାକିସ୍ତାନ ଆତଙ୍କବାଦୀ ନିହତ
ଜମ୍ମୁ,୧୪ ।୧୨: ଅକ୍ଟୋବର ୧୧ରେ ଜମ୍ମୁ-କଶ୍ମୀରର ପୁଂଛରେ ଭାରତୀୟ ସେନା ଉପରେ ଆକ୍ରମଣ କରିଥିବା ପାକିସ୍ତାନୀ ଆତଙ୍କବାଦୀ ଲସ୍କର କମାଣ୍ଡର ଅବୁ ଜରାର ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ଦ୍ୱାରା ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର, ଗ୍ରେନେଡ, ଭାରତୀୟ...
ଚା’ କିଲୋ ୯୯,୯୯୯ ଟଙ୍କା
ଗୁଆହାଟୀ,୧୪।୧୨:: ଆସାମର ଦିବ୍ରୁଗଡ ଜିଲାର ଏକ ସ୍ବତନ୍ତ୍ର ଚା’ ମଙ୍ଗଳବାର ୯୯.୯୯୯ ଟଙ୍କାରେ ନିଲାମ ହୋଇଛି। ଦେଶର କୌଣସି ଚା’ ନିଲାମରେ ଏହା ସର୍ବାଧିକ ମୂଲ୍ୟ ବୋଲି ଜଣାପଡିଛି। ମନୋହରୀ ଚା’ ଇଷ୍ଟେଟ ପକ୍ଷରୁ ‘ମନୋହରୀ ଗୋଲ୍ଡ’ କିସମର ଏକ...
ଗୃହରେ ଖୁସି ନାହାନ୍ତି ବାଚସ୍ପତି
ନୂୂଆଦିଲ୍ଲୀ,୧୪।୧୨: ଲୋକ ସଭା ବାଚସ୍ପତି ଓମ ବିର୍ଲା ମଙ୍ଗଳବାର ଗୃହର ସଦସ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା କରୁଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବାଚସ୍ପତି ଏ ବିଷୟରେ କହିଛନ୍ତି ଯେ, ମନ୍ତ୍ରୀମାନେ ଲୋକ ସଭାରୁ ସେମାନଙ୍କ କାର୍ଯ୍ୟାଳୟ ଚଳାଇବା...
ସ୍ବର୍ବେଦ ମହାମନ୍ଦିରରେ ମୋଦି
କାଶୀ,୧୪।୧୨: କାଶୀ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସ୍ବର୍ବେଦ ମହାମନ୍ଦିରରେ ପହଞ୍ଚିଛନ୍ତି। ଏଠାରେ ସେ ସଦଗୁରୁ ସଦାଫଲଦେବଙ୍କ ପ୍ରତିମୂର୍ତ୍ତିକୁ ଫୁଲ ଅର୍ପଣ କରିଥିଲେ। ଏହି ସମୟରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ...
ଆସ୍ଥାର ଅର୍ଥଶାସ୍ତ୍ର, ଜିଡ଼ିପିରେ ୨.୩୨ ପ୍ରତିଶତ ଯୋଗଦାନ…
ନୂଆଦିଲ୍ଲୀ, ୧୪।୧୨: ଦେଶରେ ଅସଂଖ୍ୟ ମନ୍ଦିର ଏବଂ ତୀର୍ଥସ୍ଥାନ ଅଛି, ଯେଉଁଥିରେ ଲକ୍ଷ ଲକ୍ଷ ଲୋକଙ୍କ ଭାବନା ସଂଲଗ୍ନ ହୋଇଛି, ତେଣୁ ରାଜନୀତିର ସମୀକରଣ ମଧ୍ୟ ବିଶ୍ୱାସର କେନ୍ଦ୍ର ସହ ଯୋଡ଼ି ହେବାରେ ଲାଗିଛି। ବିଶ୍ୱାସ ଏବଂ ରାଜନୀତି ସହିତ...
Archives


