Posted inଜାତୀୟ

ଭୀମ ସେନା ମୁଖ୍ୟ ସତପାଲ ତନୱାର ଗିରଫ

ଗୁରୁଗ୍ରାମ,୧୭।୬: ପୂର୍ବତନ ଭାଜପା ମୁଖପାତ୍ର ନୁପୁର ଶର୍ମାଙ୍କୁ ଧମକ ଦେଇ ଭୀମ ସେନା ମୁଖ୍ୟ ନବାବ ସତପାଲ ତନୱାର ଗିରଫ ହୋଇଛନ୍ତି। ଗୁରୁଗ୍ରାମରେ ଥିବା ତାଙ୍କ ବାସଭବନରୁ ତନଓ୍ବାର୍‌ଙ୍କୁ ପୋଲିସ ଗିରଫ କରିଛି। ତନଓ୍ବାର ଅତୀତରେ ଘୋଷଣା କରିଥିଲେ ଯେ, ଯିଏ ନୁପୁରଙ୍କ ଜିଭ କାଟିବ, ତାଙ୍କୁ ଏକ କୋଟି ଟଙ୍କା ପୁରସ୍କାର ଦିଆଯିବ। ଏନେଇ କାନପୁରରେ ସତ୍ୟପାଲ ତନୱାରଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ, ରାଜ୍ୟ କାର୍ଯ୍ୟକାରିଣୀ କମିଟି ଭାଙ୍ଗିଲା ପିଏସ୍‌ପି-ଏଲ୍‌

ଲକ୍ଷ୍ନୌ,୧୬।୪: ଶିବପାଲ ଯାଦବଙ୍କ ପ୍ରଗତିଶୀଳ ସମାଜବାଦୀ ପାର୍ଟି-ଲୋହିଆ (ପିଏସ୍‌ପି-ଏଲ୍‌) ଶୁକ୍ରବାର ଏହାର ସମସ୍ତ ରାଜ୍ୟ ଓ ଜାତୀୟ କାର୍ଯ୍ୟକାରୀ କମିଟିକୁ ଭଙ୍ଗ କରିଛି। ଭାଜପାର ସମାନ...

ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀଙ୍କ ବିରୋଧରେ ଲଢିପାରନ୍ତି ଭଉଣୀ ନୈନା

ଅହମ୍ମଦାବାଦ,୧୧।୧୧: ଗୁଜରାଟ ବିଧାନସଭା ନିର୍ବାଚନ ଉପରେ ସମଗ୍ର ଦେଶର ନଜର ରହିଛି। ଏଥର ଗୁଜରାଟର ଜାମନଗର ଆସନକୁ ନେଇ ଅନେକ ଚର୍ଚ୍ଚାରେ ରହିଛି। ଜାମନଗରରୁ ଭାଜପା...

୮୮ ମିନିଟର ଭାଷଣରେ ୨୯ ଥର କୃଷକ ଶବ୍ଦର ବ୍ୟବହାର କଲେ ମୋଦି

ନୂଆଦିଲ୍ଲୀ,୧୫ ।୮: ଦେଶର ୭୫ତମ ସ୍ୱାଧିନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଲାଲକିଲାରେ ଦେଶକୁ ସମ୍ବୋଧିତ କରିଛନ୍ତି । ଆଉ ଏକ ଲମ୍ବା...

୫ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଉଥିବା ଆମ୍ମା କ୍ୟାଣ୍ଟିନ ଏବେ ୧୧ ଲକ୍ଷ ଭୋକିଲାଙ୍କ ପେଟକୁ ଯୋଗାଉଛି ଦାନା

ଚେନ୍ନାଇ,୧୧।୪: ତାମିଲନାଡୁର ଆମ୍ମା କ୍ୟାଣ୍ଟିନ ଦେଶ ବିଦେଶରେ ବେଶ୍‌ ପରିଚିତ। ଦୌନିକ ଏହି କ୍ୟାଣ୍ଟିନ ପାଖାପାଖି ୫ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଉଥିଲା। ହେଲେ କରୋନା...

ଅନଲାଇନରେ କରିହେବ ଅମରନାଥ ଦର୍ଶନ

ଜମ୍ମୁ,୩ ।୭: ଏବେ ଘରେ ବସି ଶ୍ରଦ୍ଧାଳୁମାନେ ବାବା ବର୍ଫାନି ବା ଅମରନାଥଙ୍କ ଦର୍ଶନ ଓ ପୂଜା କରିପାରିବେ । ଶ୍ରୀ ଅମରନାଥ ଶ୍ରାଇନ ବୋର୍ଡ...

ମୋଦିଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନୀ

ନୂଆଦିଲ୍ଲୀ,୧ ।୧୦:ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ୍ କରିଛନ୍ତି । ପ୍ରାୟ...

ସରକାରୀ କମ୍ପାନୀକୁ ବିକିବା ଯୋଜନା କରୁଛନ୍ତି ମୋଦି

ନୂଆଦିଲ୍ଲୀ, ୮।୯: ଦେଶର ଅର୍ଥନୈତିକ ସ୍ଥିତିକୁ ନେଇ ବିରୋଧୀ ଦଳ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଉଦ୍ୟମ ଜାରି ରହିଛି। ଏନେଇ...

୨୬ରେ ପୁଣି ସିବିଆଇ କାର୍ଯ୍ୟାଳୟରେ ହାଜର ହେବେ ସିସୋଡିଆ

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଅଢୁଆ ଥମିବାର ନାଁ ନେଉନାହିଁ। ମଦ ଦୁର୍ନୀତି ମାମଲାରେ ପୁଣିଥରେ ୨୬ ଫେବୃୟାରୀରେ ପଚରାଉଚରା ପାଇଁ ସିବିଆଇ ଡକାଇଥିବା...

Advertisement
Archives

Model This Week