ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ରାଜନୀତି

ମୁମ୍ବାଇ,୨୨।୧୨: ଗତ ୪୫ ଦିନ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୌଣସି ସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନାହାଁନ୍ତି କିମ୍ବା ଅଫିସକୁ ଆସୁନାହାଁନ୍ତି। ନିକଟରେ ତାଙ୍କର ଏକ ଗଳା ଅପରେଶନ ହୋଇଥିଲା। ଏହାପରେ ସେ ଏବେ ବିଶ୍ରାମ ନେଉଛନ୍ତି। ମହାରାଷ୍ଟ୍ର...

ପୁଣି କଂଗ୍ରେସରେ ଗୋଷ୍ଠୀକନ୍ଦଳ

ଡେରାଡୁନ,୨୨।୧୨: ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଚିନ୍ତା ବଢିବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ କଂଗ୍ରେସ ସଂଗଠନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ଉତ୍ତରାଖଣ୍ଡ କଂଗ୍ରେସରେ...

ସାଧାରଣ ଭୋଟର ତାଲିକା ଦ୍ୱାରା ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ଲକ୍ଷ୍ୟ…

ନୂଆଦିଲ୍ଲୀ, ୨୨।୧୨: ଦେଶରେ ସାଧାରଣ ଭୋଟର ତାଲିକା (କମନ୍‌ ଇଲୋକ୍ଟ୍ରାର ରୋଲ୍‌) ପ୍ରସ୍ତୁତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହା ପ୍ରଧାନମନ୍ତ୍ରୀଙ୍କର ଏକ ଡ୍ରିମ୍‌ ପ୍ରୋଜେକ୍ଟ ବୋଲି ଚର୍ଚ୍ଚା ହେଉଛି। ଏହି ତାଲିକା...

ନାବାଳିକାଙ୍କୁ ବିବାହ କରି ଗିରଫ ହେଲେ ୨୭ ବର୍ଷୀୟ ବ୍ୟକ୍ତି

ମୁମ୍ବାଇ,୨୨।୧୨: ମୁମ୍ବାଇରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୨୭ ବର୍ଷୀୟ ବ୍ୟକ୍ତିଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୁକ୍ତ ଜଣଙ୍କ ୧୫ ବର୍ଷୀୟା ଝିଅଙ୍କୁ ବିବାହ କରିବା ସହ ତାଙ୍କୁ ଅନେକ ଥର ବଳାତ୍କାର କରିବା ଅଭିଯୋଗ...

ଏଣିକି ଅନ୍‌ଲାଇନ୍‌ ଶପିଂ ପାଇଁ ଆଉ ଲୋଡ଼ା ପଡ଼ିବନି ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ

ନୂଆଦିଲ୍ଲୀ,୨୨ା୧୨: ଏଣିକି ଅନ୍‌ଲାଇନ୍‌ ଶପିଂ ପାଇଁ ଆଉ ଲୋଡ଼ା ପଡ଼ିବନି ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ। ଆମାଜନ, ଫ୍ଲିପ୍‌ କାର୍ଡ ଏବଂ ବିଗ୍‌ ବାସ୍କେଟ ଆପଣଙ୍କ ପସନ୍ଦର ଓ୍ବେବ୍‌ସାଇଟ୍‌ରୁ ଶପିଂ କରିବ ହେବ ଅଧିକ ସହଜ ଓ ସୁରକ୍ଷିତ। ରିଜର୍ଭ...

ଡିମ୍ପଲ ଯାଦବ କରୋନା ପଜିଟିଭ

ଲକ୍ଷ୍ନୌ,୨୨ ।୧୨: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ଓ ତାଙ୍କର ଜଣେ ଝିଅ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏମାନେ ଘରେ ନିଜକୁ ଆଇସୋଲେଟ କରି ରଖିଛନ୍ତି । ଦ୍ୱିତୀୟ ଲହରରେ ଅଖିଳେଶ...

ଗୁରୁବାର ପ୍ରଧାନମନ୍ତ୍ରୀଙ୍କ କରୋନା ସମୀକ୍ଷା ବୈଠକ…

ନୂଆଦିଲ୍ଲୀ, ୨୨।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଦେଶରେ କରୋନାର ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩ ରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ...

୪ ବର୍ଷରେ ୩,୧୧୭ ଜଣଙ୍କୁ ମିଳିଛି ଭାରତୀୟ ନାଗରିକତ୍ୱ…

ନୂଆଦିଲ୍ଲୀ, ୨୨।୧୨: ଗତ ୪ ବର୍ଷ ମଧ୍ୟରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ମୋଟ ୩,୧୧୭ ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତ୍ୱ ଗ୍ରହଣ ଲାଗି ଅନୁମତି ପ୍ରଦାନ କରାଯାଇଛି। ଏସମ୍ପର୍କରେ ରାଜ୍ୟ ସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବୁଧବାର ସୂଚନା...

ଫିଲ୍ମ ‘୮୩’ କୁ ଟ୍ୟାକ୍ସ୍‌ ଫ୍ରି’ ଘୋଷଣା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୨।୧୨: କବୀର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘୮୩’ ଡିସେମ୍ବର ୨୪ରେ ରିଲିଜ୍‌ ହେବାକୁ ଯାଉଛି। ଏହାକୁ ଦେଖିବା ପାଇଁ ଅନେକ ଦର୍ଶକ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ଅଭିନେତା ରଣଭୀର ସିଂ ଅଭିନୟ କରିଛନ୍ତି। ତେବେ ମଙ୍ଗଳବାର ଦିଲ୍ଲୀରେ ଟିକସ...

ବଜେଟ ଅଧିବେଶନକୁ ଅପେକ୍ଷା, ଝିଅଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି ବିଲ୍‌ ଉପରେ ନିଷ୍ପତ୍ତି…

ନୂଆଦିଲ୍ଲୀ, ୨୨।୧୨: ସଂସଦର ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ବୁଧବାର ସ୍ଥଗିତ ରଖାଯାଇଛି। ତେଣୁ ଝିଅଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି ବିଲ୍‌ ନେଇ ଆଗାମୀ ବଜେଟ ଅଧିବେଶନରେ ନିଷ୍ପତ୍ତି ଗ୍ରହଣ କରାଯିବ। ଲୋକ ସଭାରେ ଏହି...

ଘୋଡାର ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ: କିଣିହେବ ମର୍ସିଡିଜ୍‌, ବିଏମ୍‌ଡବ୍ଲ୍ୟୁ

ମୁମ୍ବାଇ,୨୨।୧୨:ଘୋଡା ତ ଅନେକ ଦେଖିଥିବେ, କିନ୍ତୁ ଏମିତି ଏକ ସ୍ବତନ୍ତ୍ର ଘୋଡା ଅଛି ଯାହାକୁ ମହାରଣା ପ୍ରତାପଙ୍କ ଚେତକ ସହିତ ତୁଳନା କରାଯାଉଛି। ଏହି ଘୋଡାର ମୂଲ୍ୟ ହେଉଛି ୧.୨୫ କୋଟି ଟଙ୍କା। ଏହି ମୂଲ୍ୟରେ ୨ଟି ମର୍ସିଡିଜ ବେଞ୍ଜ...

ହଟ୍ଟଗୋଳରେ ଶେଷ ହେଲା ସଂସଦର ଶୀତ ଅଧିବେଶନ…

ନୂଆଦିଲ୍ଲୀ, ୨୨।୧୨: ସଂସଦର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ବୁଧବାର ଦିନ ଶେଷ ହୋଇଛି। ବୁଧବାର ଦିନ ଲୋକ ସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ପ୍ରଥମ ଦିନରୁ ଅଧିବେଶନ ହଟ୍ଟଗୋଳରେ ଆରମ୍ଭ ହୋଇଥିବାବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri