ଏଣିକି ଅନ୍‌ଲାଇନ୍‌ ଶପିଂ ପାଇଁ ଆଉ ଲୋଡ଼ା ପଡ଼ିବନି ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ

ନୂଆଦିଲ୍ଲୀ,୨୨ା୧୨: ଏଣିକି ଅନ୍‌ଲାଇନ୍‌ ଶପିଂ ପାଇଁ ଆଉ ଲୋଡ଼ା ପଡ଼ିବନି ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ। ଆମାଜନ, ଫ୍ଲିପ୍‌ କାର୍ଡ ଏବଂ ବିଗ୍‌ ବାସ୍କେଟ ଆପଣଙ୍କ ପସନ୍ଦର ଓ୍ବେବ୍‌ସାଇଟ୍‌ରୁ ଶପିଂ କରିବ ହେବ ଅଧିକ ସହଜ ଓ ସୁରକ୍ଷିତ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଜାନୁୟାରୀ ପହିଲାରୁ ଲାଗି ହେବାକୁ ଥିବା ଟୋକେନାଇଜେଶନ ବ୍ୟବସ୍ଥା ପରେ ଏହି ସବୁ ସୁବିଧା ଗ୍ରାହକକମାନେ ପାଇପାରିବେ।

ଆଗକୁ ଏହି ସବୁ ଶପିଂ ସାଇଟ୍‌ରୁ କିଣିବା ପାଇଁ ୧୬ ନମ୍ବର ବିଶିଷ୍ଟ ଆକାଉଣ୍ଟ ନମ୍ବର ଏବଂ କାର୍ଡ ଏକ୍ସପାଏରୀ ବିବରଣୀ ମଧ୍ୟ ଦେବାକୁ ପଡ଼ିବନି। ନୂଆ ଟୋକେନାଇଜେଶନ ବ୍ୟବସ୍ଥା ଦ୍ୱାରା ଶୀଘ୍ର ଏବଂ କଣ୍ଟାକ୍ଟଲେସ୍‌ ପଦ୍ଧତିରେ ଟଙ୍କା ନେଣଦେଣ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଋଶିକେଶରେ ବିଦେଶୀ ମହିଳାଙ୍କୁ ବଳାତ୍କାର

ଋଶିକେଶ,୯।୧୦- ଋଶିକେଶରେ ଜଣେ ଆମେରିକୀୟ ମହିଳା (୩୭)ଙ୍କୁ ଜଣେ ସ୍ଥାନୀୟ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଯୋଗ ଶିକ୍ଷା ଲାଗି ସେ ଏଠାକୁ ଆସିଥିବାବେଳେ...

୧୮ହଜାର ପକ୍ଷୀଙ୍କୁ ନୂଆ ଜୀବନ ଦେଲେ ସୀମା ସୁରକ୍ଷାକର୍ମୀ

ନୂଆଦିଲ୍ଲୀ,୧୨।୭: ସୀମାରେ ମୁତୟନ ଥିବା ବିଏସ୍‌ଏଫ୍‌ ଯବାନମାନେ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ସୀମାରେ ଚୋରା ଚାଲାଣ ହେଉଥିବା ବିରଳ ପ୍ରଜାତିର କଇଁଛ ଓ...

ମୁଦ୍ରାନୀତି କମିଟି ବୈଠକ ଆରମ୍ଭ

ମୁମ୍ବାଇ,୫।୮: ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଦ୍ୱିମାସିକ ବୈଠକରେ...

ରେପୋ ରେଟ୍‌ ଅପରିବର୍ତ୍ତିତ

ମୁମ୍ବାଇ,୭-୨: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଗୁରୁବାର ଏହାର ଦ୍ୱିମାସିକ ମୁଦ୍ରା ନୀତି ବୈଠକରେ ରେପୋ ରେଟ୍‌ ବା ସୁଧହାର ସମ୍ପର୍କରେ ଘୋଷଣା କରିଛି। କେନ୍ଦ୍ରୀୟ...

ମୁଁ କିଛି କରିନାହିଁ, ତଥାପି ‘ଫାଶି ଦଣ୍ଡ’ ମିଳିଲା: କଂଗ୍ରେସ ଏମ୍‌ପି ରଜନୀ

ନୂଆଦିଲ୍ଲୀ,୧୦।୧: ଅବଶିଷ୍ଟ ବଜେଟ ଅଧିବେଶନ ଲାଗି କଂଗ୍ରେସ ଏମ୍‌ପି ରଜନୀ ପାଟିଲଙ୍କୁ ନିଲମ୍ବିତ କରାଯାଇଛି। ସେ ରାଜ୍ୟ ସଭାରେ ଗୃହ କାର୍ଯ୍ୟର ରେକର୍ଡ କରିଥିବା ଅଭିଯୋଗ...

ପରସ୍ପରକୁ ପ୍ରଶଂସା, ମୋଦିଙ୍କୁ ଟାର୍ଗେଟ: ୨୪ ବର୍ଷ ପରେ ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନ୍‌ପୁରୀ,୨୦ା୪(ପି.ଟି.): ଦୀର୍ଘ ୨୪ ବର୍ଷର ଶତ୍ରୁତାକୁ ଭୁଲି ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ଉତ୍ତରପ୍ରଦେଶର ଦୁଇ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଓ...

ସ୍କୁଲ ଖୋଲିବା ପରେ ୧୨ ରାଜ୍ୟରେ ପିଲାଙ୍କ ପାଖରେ ବଢିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨ ।୯: କରୋନା ମହାମାରୀର ପ୍ରଭାବ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ପାଖାପାଖି ଦେଢ ବର୍ଷ ବା ୧୮ ମାସ ପରେ ଦେଶରେ...

ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ଜନ୍ମରୁ ହିନ୍ଦୁ: ଆରଏସ୍‌ଏସ୍‌ ସାଧାରଣ ସମ୍ପାଦକ

ଜୟପୁର,୨।୨: ଆଜିକାଲି ରାଜସ୍ଥାନର ଜୟପୁରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନର (ଆରଏସ୍‌ଏସ୍‌) କାର୍ଯ୍ୟକ୍ରମ ଚାଲିଛି। ସଂଗଠନର ଅନେକ ଅଧିକାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ...

Advertisement
Archives

Model This Week