Posted inଜାତୀୟ

ଟିସି ପାଇଁ ଆବେଦନ କଲେ ୫ ମୁସଲମାନ ଛାତ୍ରୀ

ମାଙ୍ଗାଲୋର,୨୦।୬: କର୍ନାଟକ ହାମପାନକଟ୍ଟାର ୟୁନିଭର୍ସିଟି କଲେଜର ୫ଜଣ ମୁସଲମାନ ଛାତ୍ରୀ ସୋମବାର ଟ୍ରାନ୍ସଫର ସାର୍ଟିଫିକେଟ୍‌ (ଟିସି) ପାଇଁ ଆବେଦନ କରିଛନ୍ତି। ଅନ୍ୟ କଲେଜରେ ନାମ ଲେଖିବା ଲାଗି ଛାତ୍ରୀମାନେ ଟିସି ଆବେଦନ କରିଥିବା ଜଣାପଡ଼ିଛି। ଯେଉଁ କଲେଜରେ ହିଜାବ ପରିଧାନ ପାଇଁ ଅନୁମତି ଦିଆଯାଉଥିବ ସେହି କଲେଜରେ ଛାତ୍ରୀମାନେ ନାମ ଲେଖାଇବା ପାଇଁ ଟିସିି ଆବେଦନ କରିଥିବା ନେଇ କଲେଜ ପ୍ରିନ୍ସିପାଲ ଅନସୁୟା ରାଓ କହିଛନ୍ତି। ପୂର୍ବରୁ କ୍ଲାସରୁମରେ ହିଜାବ ପିନ୍ଧିବାକୁ ଛାତ୍ରୀମାନଙ୍କୁ ବାରଣ କରାଯାଇଥିଲା। ଏହାପରେ ଯେଉଁ ଛାତ୍ରୀମାନେ ହାଇକୋର୍ଟଙ୍କ ଆଦେଶ ପାଳନ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ସେମାନଙ୍କୁ ଅନ୍ୟ କଲେଜରେ ନାମ ଲେଖାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ମାଙ୍ଗାଲୋର ୟୁନିଭର୍ସିଟି ଭାଇସ୍‌-ଚାନ୍‌ସେଲର ପିଏସ୍‌ ୟାଦାପାଦିଥାୟା କହିଥିଲେ। ସୂଚନା ମୁତାବକ, କଲେଜ କର୍ତ୍ତୃପକ୍ଷ ହିଜାବ ପିନ୍ଧିବା ପାଇଁ ମନା କରିବା ପରେ ରାଜ୍ୟବ୍ୟାପୀ ସୁମଲମାନ ଛାତ୍ରୀମାନେ ପ୍ରତିବାଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଢ଼ ଭୂସ୍ଖଳନରେ ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ,୨୩।୭: ପଶ୍ଚିମ ଓ ଉପକୂଳ ମହାରାଷ୍ଟ୍ରରେ ଗତ ୨୪ଘଣ୍ଟାରୁ ହୋଇଥିବା ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅଲଗା ଅଲଗା ସ୍ଥାନରେ ଫଶିରହିଥିବା ଲୋକଙ୍କୁ...

କଂଗ୍ରେସ ଛାଡ଼ି ଭାଜପାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ହିମନ୍ତ-ବିରେନ୍‌-ନେଫ୍ୟୁ-ମାଣିକ…

ନୂଆଦିଲ୍ଲୀ, ୧୫।୫ : ତ୍ରିପୁରାରେ ଶନିବାର ରାଜ୍ୟପାଳଙ୍କ ନିକଟରେ ହଠାତ୍‌ ତାଙ୍କ ଇସ୍ତଫା ପତ୍ର ଦାଖଲ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ...

ଭାଜପା କର୍ମୀଙ୍କୁ ଅଙ୍ଗୁଳି ଦେଖାଇଲେ…

ଗାଜିଆବାଦ,୨୦ା୪ : ଭାଜପା କର୍ମୀଙ୍କୁ ଅଙ୍ଗୁଳି ଦେଖାଇଲେ ୪ ଘଣ୍ଟା ମଧ୍ୟରେ ପ୍ରତିଶୋଧ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଧମକ ଦେଇଛନ୍ତି। ଉତ୍ତରପ୍ରଦେଶର ଗାଜିପୁର...

ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ ହେବ କୋଲକାତା ପୋର୍ଟ ଟ୍ରଷ୍ଟ୍‌: ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ, ୩।୬: ପଶ୍ଚିମବଙ୍ଗର କୋଲାକାତା ପୋର୍ଟ ଟ୍ରଷ୍ଟ୍‌ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ ହେବ। ଏସମ୍ପର୍କିତ ଏକ ପ୍ରସ୍ତାବକୁ ବୁଧବାର କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହାର...

ମୋଦିଙ୍କ ସହିତ ପ୍ରିୟଙ୍କାଙ୍କ ଲଢ଼େଇ ନେଇ ଚର୍ଚ୍ଚା: ଏପ୍ରିଲ୍‌ ୨୯ରେ ବାରାଣସୀରେ ଦାଖଲ କରିପାରନ୍ତି ନାମାଙ୍କନ

ନୂଆଦିଲ୍ଲୀ, ୨୫।୪: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବାରାଣସୀ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି...

ଭାଜପାର ମିଶନ ୬୫ ଫେଲ୍‌: ବାଟରେ କଣ୍ଟା ସାଜିଲା ୫ କାରଣ

ରାଞ୍ଚି,୨୩।୧୨: ଝାଡ଼ଖଣ୍ଡରେ ଭାଜପାର ମିଶନ ୬୫ ଫେଲ୍‌ ମାରିଛି। ବିଧାନସଭା ନିର୍ବାଚନ ଫଳାଫଳ କଂଗ୍ରେସ-ଜେଏମ୍‌ଏମ ମେଣ୍ଟ ସପକ୍ଷରେ ଯାଇଛି। ମୁଖ୍ୟମନ୍ତ୍ରୀ ରଘୁବର ଦାସ ସରକାରଙ୍କୁ ଲୋକେ...

ପ୍ରତୀକ୍ଷାର ଅନ୍ତ: ଜୁଲାଇ ୧୫ରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୨

ବେଙ୍ଗାଲୁରୁ, ୧୨।୬: ଜୁଲାଇ ୧୫ ତାରିଖରେ ଚନ୍ଦ୍ରଯାନ-୨ ଲଞ୍ଚ କରାଯିବ ବୋଲି ଭାରତୀୟ ଗବେଷଣା କେନ୍ଦ୍ର(ଇସ୍ରୋ) ପକ୍ଷରୁ ଘୋଷଣା କରାଯାଇଛି। ଗତ ୧୦ବର୍ଷ ଭିତରେ ଦ୍ୱିତୀୟଥର...

ହଷ୍ଟେଲରେ ଜଳବନ୍ଦୀ ଥିବା ୧୮୩ ଛାତ୍ରୀ ଉଦ୍ଧାର

ଭୋପାଳ,୩୦।୭: ମଧ୍ୟପ୍ରଦେଶ ଖଣ୍ଡଓ୍ବାର କନ୍ୟା ଶିକ୍ଷାଶ୍ରମ ପରିସରରେ ଥିବା ହଷ୍ଟେଲରେ ସୋମବାର ବନ୍ୟାପାଣି ପଶି ଯାଇଥିଲା। ଫଳରେ ଏହି ହଷ୍ଟେଲରେ ଥିବା ପ୍ରାୟ ୧୮୩ ଜଣ...

Advertisement
Archives

Model This Week