ମନ୍ତ୍ରୀଙ୍କ ଚେତାବନୀ ପରେ ବଦଳିବ ‘ମଧୁବନ’ ଗୀତ
ଭୋପାଲ,୨୭।୧୨: ବଲିଉଡ୍ ଅଭନେତ୍ରୀ ସନ୍ନି ଲିଓନଙ୍କ ଗୀତ ‘ମଧୁବନ’ ବିବାଦ ଘେରକୁ ଆସିବା ପରେ ଏହାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ତେବେ ଏହି ଗୀତର ମ୍ୟୁଜିକ ଭିଡିଓ ବଦଳାଇବେ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଛି । ଏହି ଗୀତକୁ...
ନୂଆବର୍ଷ ପାଳନ ଫିକା, ବହୁ ରାଜ୍ୟରେ କଟକଣା ଜାରି …
ନୂଆଦିଲ୍ଲୀ, ୨୭।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏହା ସହିତ ନୂଆ ଭାରିଆଣ୍ଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦେଶର ୧୯ ରାଜ୍ୟରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦେଶର ୧୦ ରାଜ୍ୟ ସରକାରଙ୍କ ପକ୍ଷରୁ...
ଟୁରିଷ୍ଟ ବସ୍ ମୁହାଁମୁହିଁ ଧକ୍କା: ଚାଲିଗଲା ୫ ଜୀବନ
ଅମ୍ବାଲା,୨୭।୧୨: ହରିୟାଣାର ଅମ୍ବାଲା-ଦିଲ୍ଲୀ ରାଜପଥରେ ଥିବା ହେଲିଙ୍ଗ ଟଚ ହସ୍ପିଟାଲ ନିକଟରେ ସୋମବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୩ ଟା ବେଳେ କାଟ୍ରା ଠାରୁ ଦିଲ୍ଲୀ ଯାଉଥିବା ତିନୋଟି ଟୁରିଷ୍ଟ ବସ୍ ମୁହାଁମୁହିଁ ଧକ୍କା...
ଚାଇନାକୁ ବଡ଼ ଝଟ୍କା, ୫ଟି ଉତ୍ପାଦ ଉପରେ ଆଣ୍ଟି ଡମ୍ପିଙ୍ଗ୍ ଶୁଳ୍କ ଲାଗୁ କଲା ଭାରତ…
ନୂଆଦିଲ୍ଲୀ, ୨୭।୧୨: ଘରୋଇ ଉଦ୍ୟୋଗଗୁଡ଼ିକର ବିକାଶକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଚାଇନାକୁ ବଡ଼ ଝଟ୍କା ଦିଆଯାଇଛି। ଚାଇନାରୁ ଶସ୍ତା ଆମଦାନୀ ରୋକିବା ଲାଗି କେତେକ ଆଲୁମିନିୟମ୍ ଏବଂ ରାସାୟନିକ ସାମଗ୍ରୀ ସହିତ ୫ଟି ଉତ୍ପାଦ ଉପରେ ପାଞ୍ଚ ବର୍ଷ...
ନ୍ୟାୟିକ ବ୍ୟବସ୍ଥାର ଭାରତୀୟକରଣ ଜରୁରୀ…
ହାଇଦ୍ରାବାଦ, ୨୭।୧୨: ଦେଶର ନ୍ୟାୟିକ ବ୍ୟବସ୍ଥାକୁ ଭାରତୀୟକରଣ କରିବାର ଆବଶ୍ୟକତା ରହିଛି। ହାଇଦ୍ରାବାଦରେ ଆୟୋଜିତ ଅଲ ଇଣ୍ଡିଆ ଆଡଭୋକେଟ କାଉନସିଲର ଷଷ୍ଠତମ ଜାତୀୟ ପରିଷଦ ବୈଠକରେ ଯୋଗଦେଇ ସୁପ୍ରିମ୍କୋର୍ଟର ବିଚାରପତି ଏସ.ଏ. ନାଜିର ଏଭଳି କହିଛନ୍ତି। ନାଜିର କହିଛନ୍ତି ଯେ...
ସୀମାନ୍ତରେ ଗୁଳି ବିନିମୟ: ୬ ମାଓବାଦୀ ମୃତ
ରାୟପୁର/ମାଲକାନଗିରି,୨୭ା୧୨(ଡି.ଏନ୍.ଏ.): ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ଓ ଛତିଶଗଡ଼ ଜଙ୍ଗଲ ମଧ୍ୟରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ ୬ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହି ଜଙ୍ଗଲ ମଧ୍ୟରେ କିଛି ମାଓବାଦୀ...
ଲଗାତାର ୧୭ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ…
ନୂଆଦିଲ୍ଲୀ, ୨୭।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍ ଲାଗିଛି। ଲଗାତାର ୧୭ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪...
ଓମିକ୍ରନ୍ ଅଣାୟତ୍ତ, ଦିଲ୍ଲୀରେ ସର୍ବାଧିକ ଆକ୍ରାନ୍ତ…
ନୂଆଦିଲ୍ଲୀ, ୨୭।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୧୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୯୮ ଛୁଇଁଛି। ଦେଶରେ ଓମିକ୍ରନ୍ ଅଣାୟତ୍ତ ହେବା ସ୍ଥିତି...
ମୁସଲମାନଙ୍କ ଜୀବନ ବିପଦରେ
ନୂଆଦିଲ୍ଲୀ, ୨୭ା୧୨: ଦିଲ୍ଲୀ ଓ ହରିଦ୍ୱାରରେ ଅନୁଷ୍ଠିତ ଧର୍ମ ସଂସଦରେ ଘୃଣିତ ବକ୍ତବ୍ୟକୁ ନେଇ ସୁପ୍ରମକୋର୍ଟର ୭୬ ଜଣ ଆଇନଜୀବୀ ଚିନ୍ତା ପ୍ରକଟ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଏଥିରେ ହସ୍ତକ୍ଷେପ କରିବା ଲାଗି ସେମାନେ ଭାରତର ପ୍ରଧାନ ବିଚାରପତି (ସିଜେଆଇ)...
ଥରୁର ମାନୁ ନାହାନ୍ତି ଦଳୀୟ ନିୟମ!
କନ୍ନୁର,୨୭ ।୧୨: କେରଳ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ସୁଧାକରନ କହିଛନ୍ତି କଂଗ୍ରେସ ଏମ୍ପି ଶଶି ଥରୁରଙ୍କୁ ପାର୍ଟିର ନିୟମ ଭାଙ୍ଗିବାର କୌଣସି ଅଧିକାର ନାହିଁ । ଏପରି କଲେ ତାଙ୍କୁ ଦଳରୁ ବାହାର କରି ଦିଆଯିବ । ସୁଧାକରନ...
ମହାତ୍ମା ଗାନ୍ଧୀଙ୍କୁ ନେଇ ଧର୍ମଗୁରୁ କାଳିଚରଣଙ୍କ ବିବାଦୀୟ ବୟାନ
ରାୟପୁର,୨୭ ।୧୨: ଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ ‘ଧର୍ମ ସଂସଦ’ ଆୟୋଜନ କରାଯାଉଛି । ଏବେ ସେସବୁ ସ୍ଥାନରୁ କିଛି ବିବାଦୀୟ ବୟାନ ସାମ୍ନାକୁ ଆସିଛି । ଛତିଶଗଡ଼ର ରାଜଧାନୀ ରାୟପୁରରେ ଏକ ସଙ୍ଗଠନ ଦ୍ୱାରା ଆୟୋଜିତ ଧର୍ମ ସଂସଦରେ...
ସରୋଗେସି ଆଇନକୁ ଅନୁମତି: ଏହାକୁ ନେଇ ଆଉ ହୋଇପାରିବନି ବ୍ୟବସାୟ
ନୂଆଦିଲ୍ଲୀ,୨୭ ।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସରୋଗେସି ଅଧିନିୟମ ୨୦୨୧କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଶନିବାର ରାଷ୍ଟ୍ରପତି ଏହାକୁ ମଞ୍ଜୁରୀ ବେଦା ସହ ଗେଜେଟ ପ୍ରକାଶ ପରେ ଏହା ଲାଗୁ ହୋଇଯାଇଛି । ଏଥିରେ ସରୋଗେସିକୁ ମାନ୍ୟତା ଦେବା...
Archives


