ଜାତୀୟ

କର୍ନାଟକ ସ୍କୁଲର ମଧ୍ୟାହ୍ନ ଭୋଜନରେ ସାମିଲ ହେବ ଅଣ୍ଡା

ବେଙ୍ଗାଲୁରୁ,୧୩।୪: କେତେକ ଧାର୍ମିକ ଗୋଷ୍ଠୀ ଏବଂ ସମ୍ପ୍ରଦାୟର ବିରୋଧ ସତ୍ତ୍ୱେ ମଧ୍ୟ କର୍ନାଟକରେ ମଧ୍ୟାହ୍ନ ଭୋଜନରେ ଅଣ୍ଡାକୁ ସାମିଲ କରାଯାଇପାରେ। ଆଗାମୀ ଏକାଡେମିକ ସେସନରେ ଭାଜପା ସରକାର ଏହାକୁ ଆରମ୍ଭ କରିପାରନ୍ତି। ଭାଜପା ସରକାର ଏକ ପାଇଲଟ ପଦକ୍ଷେପ ଉପରେ କାର୍ଯ୍ୟ…

ଜାଲିଆନୱାଲା ବାଗ ଶହୀଦ୍‌ଙ୍କ ବୀରତ୍ୱ ଦେଶବାସୀଙ୍କୁ ପ୍ରେରଣା ଦେଉଥିବ…

ନୂଆଦିଲ୍ଲୀ, ୧୩।୪ : ଜାଲିଆନୱାଲା ବାଗ ଶହୀଦ୍‌ଙ୍କ ବୀରତ୍ୱ କାହାଣୀ ଦେଶବାସୀଙ୍କୁ ପ୍ରେରଣା ଦେଉଥିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏହି ହତ୍ୟାକାଣ୍ଡର ୧୦୩ ବର୍ଷ ପୂର୍ତ୍ତି ଅବସରରେ କହିଛନ୍ତି। ପ୍ରଧାନମନ୍ତ୍ରୀ ଜାଲିଆନୱାଲା ବାଗ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା…

କଣ୍ଟ୍ରାକ୍ଟର ଆତ୍ମହତ୍ୟା ଘଟଣା: କ୍ୟାବିନେଟ୍‌ ମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ବେଙ୍ଗାଲୁରୁ,୧୩।୪: କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲଙ୍କ ମୃତ୍ୟୁ ଘଟଣାରେ କର୍ନାଟକ କ୍ୟାବିନେଟ ମନ୍ତ୍ରୀ କେ.ଏସ ଇଶ୍ୱରପ୍ପାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମୃତକଙ୍କ ଭାଇ ପ୍ରଶାନ୍ତ ଇଶ୍ୱରପ୍ପାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ମାମଲା ରୁଜୁ ପରେ କର୍ନାଟକର ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ…

ସ୍ପାଇସ୍‌ଜେଟ୍‌ ପାଇଲଟ୍‌ଙ୍କୁ ବିମାନ ଉଡାଇବା ମନା

ନୂଆଦିଲ୍ଲୀ,୧୩।୪: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ସ୍ପାଇସ୍‌ଜେଟ୍‌ର ୯୦ ପାଇଲଟଙ୍କ ବୋଇଂ-୭୩୭ ମ୍ୟାକ୍ସ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି। ସିମୁଲେଟର ତାଲିମରେ ତ୍ରୁଟି ଦେଖାଯିବା ପରେ ଡିଜିସିଏ ଏହି ପଦକ୍ଷେପ ନେଇଛି। ଏହି ପାଇଲଟଙ୍କୁ ନୋଏଡାରେ ଏକ ତାଲିମ କେନ୍ଦ୍ରରରେ…

ପ୍ରବାସୀ ଶ୍ରମିକଙ୍କ ଜୀବନ ଭୟ, ଜମ୍ମୁ-କଶ୍ମୀରରୁ କରୁଛନ୍ତି ପଳାୟନ…

ଶ୍ରୀନଗର, ୧୩।୪ : ଗତ ୨୦ ଦିନ ମଧ୍ୟରେ କାଶ୍ମୀରରେ ଆତଙ୍କବାଦୀମାନେ ୭ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ଆହତ କରିଛନ୍ତି। ସମସ୍ତ ଆକ୍ରମଣ ଦକ୍ଷିଣ ଜିଲ୍ଲା ପୁଲୱାମାରେ ଘଟୁଛି। ସନ୍ଦିଗ୍ଧମାନଙ୍କୁ ଖୋଜିବାରେ ଅଧିକାରୀମାନେ ବିଶେଷ ସଫଳତା ପାଇ ନାହାନ୍ତି। ଜୀବନ…

ଲକ୍ଷ୍ନୌରେ ମହିଳା ଡାକ୍ତର କରୋନା ପଜିଟିଭ୍‌

ଲକ୍ଷ୍ନୌ,୧୩।୪: ଉତ୍ତରପ୍ରଦେଶରେ କରୋନା ମାମଲା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ ଲକ୍ଷ୍ନୌରେ ଜଣେ ମହିଳା ଡାକ୍ତର କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଗତ କିଛି ଦିନରୁ ସେ ଥଣ୍ଡା ଓ ଜ୍ୱରରେ ପୀଡ଼ିତ ଥିଲେ। ଏହାପରେ ସେ ନିଜର…

ପ୍ରଥମ ଥର ୨ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀରେ ପହଞ୍ଚିଲେ ଯୋଗୀ

ନୂଆଦିଲ୍ଲୀ,୧୩।୪: ଉତ୍ତରପ୍ରଦେଶରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପରେ ଯୋଗୀ ଆଦିତ୍ୟନାଥ ୨ଉପମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୨ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକ ରାଷ୍ଟ୍ରପତିଙ୍କଠାରୁ ପ୍ରଧାନମନ୍ତ୍ରୀ ଓ…

ଚତୁର୍ଥ ଲହର ଆଶଙ୍କା ଘନେଇଲା, ୨୯ ଜିଲାରେ ସ୍ଥିତି ବେକାବୁ…

ନୂଆଦିଲ୍ଲୀ, ୧୩।୪ : କରୋନା ମହାମାରୀର ଚତୁର୍ଥ ଲହର ନେଇ ପୁଣି ସଙ୍କଟ ଘନେଇବାରେ ଲାଗିଛି। ଚତୁର୍ଥ ଲହର ଯୋଗୁ ଦେଶର ୨୯ଟି ଜିଲାରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି।, ଦିଲ୍ଲୀ-ଗୁଜୁରାଟ ଏବଂ ହରିୟାଣାରେ ଆଦି ୩ ରାଜ୍ୟରେ ସଂକ୍ରମଣ…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୩।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ହଜାରେ ୮୮ ରେ ପହଞ୍ଚିଛି। ସେହିପରି ଗତ ୨୪…

ଏବର୍ଷ ସ୍ବାଭାବିକ ମୌସୁମୀ ବର୍ଷା

ନୂଆଦିଲ୍ଲୀ,୧୩।୪: ଚଳିତ ବର୍ଷ ଭାରତରେ ସ୍ବାଭାବିକ ମୌସୁମୀ ବର୍ଷା ହୋଇପାରେ ବୋଲି ଘରୋଇ ପାଣିପାଗ ଅନୁମାନକାରୀ ସଂସ୍ଥା ସ୍କାଏମେଟ୍‌ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ସ୍କାଏମେଟ୍‌ର ମୌସୁମୀ ପୂର୍ବାନୁମାନ ଅନୁସାରେ ଜୁନ୍‌-ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର(୪ ମାସ)ର ହାରାହାରି ବୃଷ୍ଟିପାତ ୮୮୦.୬ ମି.ମି. ତୁଳନାରେ ୨୦୨୨ରେ…

ମୋ ମୃତ୍ୟୁ ପାଇଁ ମନ୍ତ୍ରୀ ଦାୟୀ

ବେଙ୍ଗାଲୁରୁ,୧୩।୪: କର୍ନାଟକର ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ କେ.ଏସ୍‌. ଈଶ୍ୱରପ୍ପାଙ୍କ ବିରୋଧରେ ଏକ ଠିକାକାମ ପାଇଁ ୪୦% କମିଶନ ଦାବି ଅଭିଯୋଗ ଆଣିଥିବା ଜଣେ ଠିକାଦାରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଉଡୁପିସ୍ଥିତ ଏକ ଲଜ୍‌ରୁ ମଙ୍ଗଳବାର ସକାଳେ ତାଙ୍କ ମୃତଦେହ…

ଡବ୍ଲ୍ୟୁଟିଓ ଅନୁମତି ଦେଲେ ବିଶ୍ୱକୁ ଖାଦ୍ୟ ଯୋଗାଇବ ଭାରତ: ମୋଦି

ନୂଆଦିଲ୍ଲୀ,୧୩ା୪: ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ) ଅନୁମତି ଦେଲେ ବିଶ୍ୱକୁ ଭାରତ ଖାଦ୍ୟ ଯେଗାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଆଲୋଚନା ବେଳେ କହିଥିବା ମଙ୍ଗଳବାର ସୂଚନା ଦେଇଛନ୍ତି। ଅହମଦାବାଦ ନିକଟସ୍ଥ ଶ୍ରୀ ଅନ୍ନପୂର୍ଣ୍ଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri