Posted inଜାତୀୟ

ଡଙ୍ଗା ଚଳାଇ ରୋଗୀଙ୍କୁ ହସ୍ପିଟାଲ ନେଲେ ମନ୍ତ୍ରୀ

ଗୁଆହାଟି,୨୪।୬: ଆସାମରେ ବନ୍ୟା ବିପଦ ଟଳି ନ ଥିବା ବେଳେ ଏବେ ବି ଲକ୍ଷାଧିକ ଲୋକ  ପାଣି ଘେରରେ ରହିଛନ୍ତି । ଏଭଳି ସ୍ଥତିରେ ଆସାମର ପରିବହନ ମନ୍ତ୍ରୀ ପରିମଳ ଶୁକ୍ଲବୈଦ୍ୟ ବନ୍ୟାରେ ଏକ ଡଙ୍ଗା ଚଳାଇ ଜଣେ ରୋଗୀଙ୍କୁ ହସ୍ପିଟାଲ ନେଉଥିବା ଭିଡିିଓ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ଲଗାଣ ବର୍ଷା ଯୋଗୁ ଆସାମର ଅଧିକାଂଶ ଜିଲାରେ ବ୍ରହ୍ମପୁତ୍ର ଓ ବାରାକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ରାଜ୍ୟର ୩୫ ଜିଲା ମଧ୍ୟରୁ ୩୨ଟି ଜଲା ବନ୍ୟାରେ ପ୍ରଭାବିତ ହେଉଛି। ଇତିମଧ୍ୟରେ ପରିବହନ ମନ୍ତ୍ରୀ ଡଙ୍ଗା ଚଳାଇ ରୋଗୀଙ୍କୁ ହସ୍ପିଟାଲ ନେବା ଘଟଣା ସର୍ବସମ୍ମୁଖକୁ ଆସିବା ପରେ ମନ୍ତ୍ରୀଙ୍କୁ ଚାରିଆଡୁ ପ୍ରଶଂସାର ସୂଅ ଛୁଟିବାରେ ଲାଗିଛି।

ସୂଚନା ମୁତାବକ, ୩୦ଟି ଜିଲାର ୪୫.୩୪ ଲକ୍ଷ ଲୋକ ବର୍ତ୍ତମାନ ସୁଦ୍ଧା ପାଣିଘେରରେ ରହିଛନ୍ତି। ବନ୍ୟାରେ ସବୁଠୁ ବାରପେଟା ଜିଲା ଅଧିକ ପ୍ରଭାବି ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ଭାରତକୁ ନଡ଼ା ପୋଡ଼ି ବିପଦ

ନୂଆଦିଲ୍ଲୀ,୧୭ା୧୦(ପି.ଟି.): ଦିଲ୍ଲୀ ତଥା ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌) ପାଇଁ ନଡ଼ା ପୋଡ଼ିବା ବିପଦ ସାଜିଛି। ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶରେ ଚାଷୀମାନେ ଫସଲ...

କ୍ୱାଡ୍ ସମ୍ମିଳନୀରୁ ଫେରିଲେ ମୋଦି, ଦିନ ୧୧ଟାରେ କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ହେବେ ସାମିଲ

ନୂଆଦିଲ୍ଲୀ,୨୫ ।୫: ଜାପାନରେ ଅନୁଷ୍ଠିତ କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗ ଦେଇ ଦୁଇଦିନିଆ ବିଦେଶ ଗସ୍ତରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ସକାଳେ...

ବାଇକ୍‌ରେ ପକାଇ ପାରିବେ ନାହଁ ୫ ଲିଟରରୁ ଅଧିକ ତେଲ

ନୂଆଦିଲ୍ଲୀ, ୧୧।୮: ମିଜୋରାମ ସରକାର ମଙ୍ଗଳବାର ପ୍ରତି ଯାନ ପାଇଁ ଇନ୍ଧନ ପରିମାଣ ସ୍ଥିର କରିଛନ୍ତି। ବର୍ତ୍ତମାନ ମିଜୋରମରେ ସ୍କୁଟର ପ୍ରତି ୩ ଲିଟର, ଅନ୍ୟ...

ମନ୍ଥନ ହେଲେ ବାହାରେ ଅମୃତ, ଶିବ ପାନ କରନ୍ତି ବିଷ: ଶିବରାଜ

ଭୋପାଳ,୧।୭: ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନଙ୍କ କ୍ୟାବିନେଟର ସମ୍ପ୍ରସାରଣ ଗୁରୁବାର କରାଯିବ ବୋଲି ସ୍ପଷ୍ଟ ହୋଇଛି। ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି ବୁଧବାର ରାଜ୍ୟପାଳ ଶପଥ ଗ୍ରହଣ...

୪୦ ପଇସା ପାଇଁ ୪ ହଜାର ତଣ୍ଡ

ବେଙ୍ଗାଲୁରୁ,୧୫।୩:ଦୋକାନରୁ କୌଣସି ଜିନିଷ କିଣିଲେ ଆମେ ସାଧାରଣତଃ ସମ୍ପୂର୍ଣ୍ଣ ମୂଲ୍ୟ ପୈଠ କରିଥାଉ। ଉଦାହରଣ ସ୍ବରୂପ ଯଦି ଗୋଟିଏ ଜିନିଷର ଦାମ୍‌ ୨୪ଟଙ୍କା ୫୫ ପଇସା...

ଭାକ୍ସିନ୍‌ ନେବାକୁ ଦିଅନି ପଛଘୁଞ୍ଚା, ସଭିଏଁ ନେବା ଅପରିହାର୍ଯ୍ୟ, କହିଲେ ମୋଦି…

ନୂଆଦିଲ୍ଲୀ,୨୭।୬: କରୋନା ମହାମାରୀ ଲଢ଼େଇରେ ଭାକ୍ସିନ୍‌ ଏକ ମାତ୍ର ବିକଳ୍ପ। ତେଣୁ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାକ୍ସିନ୍‌ ନେବାକୁ ପଛଘୁଞ୍ଚା ଦିଅନି ଅବା ମନରେ...

ଭାବୀସ୍ବାମୀଙ୍କୁ ଗିରଫ କଲେ ମହିଳା ପୋଲିସ

ଗୁଆହାଟୀ, ୬ା୫: ଠକେଇ ଅଭିଯୋଗରେ ଆସାମର ଜଣେ ମହିଳା ପୋଲିସ ଅଧିକାରୀ ନିଜ ଭାବୀସ୍ବାମୀଙ୍କୁ ଗିରଫ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ,...

ନୂଆ କୃଷି ଆଇନରେ କ’ଣ ତ୍ରୁଟି ରହିଛି, ତାହା କହିବାକୁ କେହି ପ୍ରସ୍ତୁତ ନୁହନ୍ତି : କୃଷିମନ୍ତ୍ରୀ

ନୂଆଦିଲ୍ଲୀ, ୫ା୨- “ ନୂଆ କୃଷି ଆଇନରେ କ’ଣ ତ୍ରୁଟି ରହିଛି ? ଏହି ପ୍ରଶ୍ନ ବାରମ୍ବାର ପଚାରିଛି। ହେଲେ କେହି ଏହାର ଉତ୍ତର ଦେଉ...

Advertisement
Archives

Model This Week