ଜାତୀୟ

କୁମାର ବିଶ୍ୱାସଙ୍କ ପରେ ଅଳକା ଲାମ୍ବାଙ୍କ ଘରେ ପଞ୍ଜାବ ପୋଲିସ

ଅମୃତସର,୨୦।୪: ପଞ୍ଜାବ ପୋଲିସ ଏବେ ଆକ୍ସନ୍‌ ମୋଡ୍‌ରେ ଅଛି। ଆମ ଆଦମୀ ପାର୍ଟି(ଆପ)ର ପୂର୍ବତନ ସଦସ୍ୟ ତଥା ଜଣାଶୁଣା ଯୁବ କବି କୁମାର ବିଶ୍ୱାସଙ୍କ ପରେ ଏବେ ପଞ୍ଜାବ ପୋଲିସ ପୂର୍ବତନ ଏଏପି ବିଧାୟିକା ତଥା କଂଗ୍ରେସ ନେତ୍ରୀ ଅଲକା ଲାମ୍ବାଙ୍କ…

‘ଭାଜପା ଅଫିସ୍‌ ଉପରେ ବୁଲଡୋଜର ଚଳାଇବା ଉଚିତ୍‌’

ନୂଆଦିଲ୍ଲୀ,୨୦।୪: ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିବା ଜାହାଙ୍ଗିରପୁରୀରୁ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଉତ୍ତର ଦିଲ୍ଲୀ ମ୍ୟୁନ୍ସିପାଲ କର୍ପୋରେଶନ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି। ଏନେଇ ରାଜନୀତି ସରଗରମ ହୋଇଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ…

ଡବ୍ଲୁଏଚ୍‌ଓ ମୁଖ୍ୟଙ୍କ ନୂଆ ନାମକରଣ କଲେ ମୋଦି

ଗାନ୍ଧିନଗର,୨୦।୪: ଗୁଜରାଟରେ ୩ ଦିନିଆ ବିଶ୍ୱ ଆୟୁଶ ଇନଭେଷ୍ଟମେଣ୍ଟ ଓ ଇନୋଭେସନ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀରେ ଯୋଗ ଦେବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)ର ନିର୍ଦ୍ଦେଶକ ଟେଡ୍ରୋସ ଗେବ୍ରେଏସସ୍‌ ଆସିଛନ୍ତି। ଏହି ଅବସରରେ ମୋଦି…

ଲିଭ୍‌ ଇନ୍‌ ରିଲେଶନ ଯୋଗୁ ବୃଦ୍ଧି ପାଉଛି ଯୌନ ଅପରାଧ, କହିଲେ ହାଇକୋର୍ଟ…

ଭୋପାଳ, ୨୦।୪ : ଭାରତୀୟ ସାମ୍ବିଧାନିକ ଧାରା ୨୧ ଅନ୍ତର୍ଗତ ଲିଭ୍‌ ଇନ୍‌ ରିଲେଶନକୁ ସ୍ବୀକୃତି ପ୍ରଦାନ କରାଯାଇଛି। ତେବେ ଏହାଯୋଗୁ ସମାଜରେ ଯୌନ ଅପରାଧ ବୃଦ୍ଧି ପାଇବା ସହିତ କାମୁକ ବ୍ୟବହାରକୁ ବାଢ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ବୋଲି…

ପୁଣି ଫେରିଲା କଟକଣା, ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା…

ନୂଆଦିଲ୍ଲୀ, ୨୦।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଦିଲ୍ଲୀରେ ସଂକ୍ରମଣ ହାର ପ୍ରତି ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ଦିଲ୍ଲୀ ସରକାରଙ୍କ ବିପର୍ଯ୍ୟୟ ପରିବାଳନା କର୍ତ୍ତୃପକ୍ଷ(ଡିଡିଏମ୍‌ଏ) ଙ୍କ ପକ୍ଷରୁ ବୁଧବାର ଏକ ବୈଠକରେ କରୋନା କଟକଣାକୁ…

ଆଇଏନ୍‌ଏସ୍‌ ଭାଗଶୀର ଲୋକାର୍ପିତ…

ମୁମ୍ବାଇ, ୨୦।୪ : ଭାରତୀୟ ନୌସେନାର ମଜାଗାଓଁ ଡକ ଶିପବିଲ୍ଡର୍ସ ଲିମିଟେଡ ଦ୍ୱାରା ନିର୍ମିତ ପ୍ରୋଜେକ୍ଟ -୭୫ ର ଷଷ୍ଠ ସ୍କୋର୍ପିନ ଶ୍ରେଣୀର ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଭାଗଶୀର ବୁଧବାର ମୁମ୍ବାଇରେ ଲୋକାର୍ପିତ କରାଯାଇଛି। ପ୍ରୋଜେକ୍ଟ -୭୫ ଅନ୍ତର୍ଗତ ୪ ସ୍କୋର୍ପିନ ଶ୍ରେଣୀର…

ଯୁବତୀଙ୍କୁ ନେଇ ଫେରାର ହୋଇଥିବା ବିବାହିତ ବ୍ୟକ୍ତି ଜମା କରିବେ ପୋଲିସଙ୍କ ଖୋଜିବା ଖର୍ଚ୍ଚର ଅଧା, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଅହମଦାବାଦ, ୨୦।୪ : ଗୁଜୁରାଟ ହାଇକୋର୍ଟ ଏକ ନିଆରା ନିର୍ଦ୍ଦେଶ ଦେଇଛନ୍ତି। ଜଣେ ବିବାହିତ ବ୍ୟକ୍ତି ଯୁବତୀଙ୍କୁ ସାଙ୍ଗରେ ନେଇ ଫେରାର ହୋଇ ଯାଇଥିଲେ। ତାଙ୍କୁ ଖୋଜିବା ପାଇଁ ପୋଲିସକୁ ସାତ ମାସ ସମୟ ଲାଗିଥିଲା। ଏହି ଅବଧି ମଧ୍ୟରେ, ସରକାରୀ…

ସଞ୍ଜୟ-ଏକନାଥଙ୍କ ଫୋନ୍‌ ଟ୍ୟାପିଂ ନେଇ ରାଜନୈତିକ ତାତି ବଢ଼ିଲା…

ମୁମ୍ବାଇ, ୨୦।୪ : ମହାରାଷ୍ଟ୍ରର ନେତାଙ୍କ ଫୋନ ଟ୍ୟାପ ବିଷୟକୁ ନେଇ ଏବେ ରାଜନୈତିକସ୍ତରରେ ତାତି ବଢ଼ିବା ଆରମ୍ଭ ହୋଇଛି। ମୁମ୍ବାଇ ପୋଲିସର ସୂତ୍ରରୁ ପ୍ରକାଶ ଯେ ଶିବସେନା ନେତା ସଞ୍ଜୟ ରାଉତ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ନେତା ଏକନାଥ ଖଡସେଙ୍କ…

ମୋଦିଙ୍କୁ ଘେରିଲେ ରାହୁଲ, ଘୃଣାର ବୁଲଡୋଜରକୁ ବନ୍ଦ କରି ପାୱାର ପ୍ଲାଣ୍ଟ ଆରମ୍ଭ କରନ୍ତୁ…

ନୂଆଦିଲ୍ଲୀ, ୨୦।୪ : ଜାହାଙ୍ଗୀରପୁରୀରେ ବୁଲଡୋଜର ଚଳାଇବା ଏବଂ ଦେଶରେ କୋଇଲା ସଙ୍କଟ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛନ୍ତି। ରାହୁଲ ଗାନ୍ଧୀ ତାଙ୍କ ଟୁଇଟରେ ଲେଖିଛନ୍ତି ଯେ ୮ ବର୍ଷର ବଡ…

ଜାହାଙ୍ଗୀରପୁରୀରେ ବୁଲଡୋଜର ଉପରେ ରୋକ ଲଗାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୦।୪ : ହନୁମାନ ଜୟନ୍ତୀ ଅବସରରେ ଜାହାଙ୍ଗୀରପୁରୀରେ ଶୋଭାଯାତ୍ରା ଉପରେ ପଥର ଫିଙ୍ଗିବା କାରଣରୁ ହିଂସା ଘଟିଥିଲା। ଏପ୍ରିଲ ୧୬ ରେ ହୋଇଥିବା ହିଂସା ପରେ ସେଠାରେ ବୁଲଡୋଜର ଚାଲିବା ଲାଗି ନିଷ୍ପତ୍ତି ହୋଇଥିଲା। ବେଆଇନ ନିର୍ମାଣକୁ ହଟାଇବା ଲାଗି…

ବଢୁଛି ସଂକ୍ରମଣ, ସ୍କୁଲ୍‌ ବନ୍ଦ ଉପରେ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ,୨୦।୪: ରାଜଧାନୀରେ ଦୈନିକ ସଂକ୍ରମଣ ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍‌ଏ) ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବ। ତେବେ ବୈଠକରେ ବଢୁଥିବା ସଂକ୍ରମଣ ଉପରେ ଆଲୋଚନା ହେବା ସହ ମାସ୍କ ଲଗାଇବା ବାଧ୍ୟତାମୂଳକ…

ଆଜି ବିବାହ କରିବେ ଟିନା ଡାବି

ଜୟପୁର,୨୦।୪: ଚର୍ଚ୍ଚିତ ଆଇଏଏସ ଅଫିସର ଟିନା ଡାବି ଏବଂ ଡ. ପ୍ରଦୀପ ଗାୱାଣ୍ଡେ ସହ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଜୟପୁରରେ ଏକ ପ୍ରାଇଭେଟ ସେରିମନିରେ ଉଭୟ ବିବାହ କରିବେ। ଆସନ୍ତା ଏପ୍ରିଲ ୨୨ରେ ଜୟପୁରର ଏକ ହୋଟେଲରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri