ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ

ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ ମିଳିଛି। ଚିଠି ମାଧ୍ୟମରେ ଏହି ଧମକ ଦିଆଯାଇଥିବା ଜଣାପଡିଛି। ସ୍ବରା ସଭରକରଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ହତ୍ୟା କରାଯିବାକୁ ଏହି ଚିଠିରେ ଧମକ ମିଳିଛି। ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି।
ଏହି ହତ୍ୟା ଧମକପୂର୍ଣ୍ଣ ଚିଠି ଭରସୋଭାରେ ଥିବା ସ୍ବରାଙ୍କ ଘରକୁ ପଠାଯାଇଥିଲା। ଚିଠିରେ ହିନ୍ଦୀରେ ଲେଖାଯାଇଛି ଯେ,ସ୍ବରା ଭାସ୍କର ବୀର ସଭରକରଙ୍କୁ ଅପମାନିତ କରିବା ବନ୍ଦ କରୁନ୍ତୁ ଓ କେବଳ ନିଜ ଫିଲ୍ମ ଉପରେ ଧ୍ୟାନ ଦିଅନ୍ତୁ। ନହେଲେ ମୃତଦେହ ଉଠିବ। ନିଜର ଭାଷାର ମର୍ଯ୍ୟାଦା ରଖନ୍ତୁ।
ଚିଠି ମିଳିବା ପରେ ସ୍ବରା ଦୁଇ ଦିନ ତଳେ ଭରସୋଭା ପୋଲିସ ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଅଜଣା ଦୁର୍ବୃତ୍ତଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି। ସ୍ବରାଙ୍କ ପୂର୍ବରୁ ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କୁ ମଧ୍ୟ କିଛିଦିନ ପୂର୍ବରୁ ହତ୍ୟା ଧମକ ମିଳିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଅଖିଳେଶଙ୍କୁ ଭେଟିଲେ ରଜନୀକାନ୍ତ

ମୁମ୍ବାଇ/ଲକ୍ଷ୍ନୌ,୨୦।୮: ସାଉଥ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ମୁଭି ‘ଜେଲର’ର ସକସେସ ପରେ ଏବେ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି। ଏହି ସମୟରେ ଥଲାଇଭା ଆକ୍ଟର ଉତ୍ତର...

ଦେଶର ପ୍ରଥମ ଏସି ରେଲଓ୍ବେ ଷ୍ଟେଶନ, ଏୟାରପୋର୍ଟ ପରି ମିଳିବ ସମସ୍ତ ସୁବିଧା

ବେଙ୍ଗାଲୁରୁ,୧୪।୩: ଦେଶର ପ୍ରଥମ ସେଣ୍ଟ୍ରାଲ ଏୟାର କଣ୍ଡିସନ (ଏସି) ରେଲଓ୍ବେ ଷ୍ଟେଶନ ବେଙ୍ଗାଲୁରୁରେ ନିର୍ମାଣ କରାଯାଇଛି। ରେଳମନ୍ତ୍ରୀ ପୀୟୁଷ ଗୋଏଲ ଏହି ଫଟୋ ସୋସିଆଲ ମିଡିଆରେ...

ବିବାହର ୪ ମାସ ପରେ ସ୍ବାମୀଙ୍କୁ ମାଡ ମାରି ଘରୁ ବାହାର କରିଦେଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଭନିତା ବିଜୟକୁମାର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ତାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛିି। ବିବାହର...

ଦିନେ ଡାକ୍ତର କହିଥିଲେ ତୁମେ ମା’ ହୋଇପାରିବ ନାହିଁ, ଏବେ ଚତୁର୍ଥଥର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ!

ପଞ୍ଜାବୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ନୀରୁ ବାଜୱା ଚତୁର୍ଥ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ସେ ଭିଡିଓ ଶେୟାର କରି ଏହି ଖୁସି ଖବର...

ଦୁଇ ସ୍କୁଲ ଛାତ୍ରୀଙ୍କ ଆତ୍ମହତ୍ୟା

ଇନ୍ଦୋର,୩୦।୧୦: ମଧ୍ୟପ୍ରଦେଶ ଇନ୍ଦୋରରେ ଦୁଇଜଣ ନାବାଳିକା ଆତ୍ମହତ୍ୟା କରିଥିବା ବେଳେ ସେମାନଙ୍କ ଜଣେ ସାଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତିନି ଜଣ ଦ୍ୱାଦଶ ଶ୍ରେଣୀ ଛାତ୍ରୀ...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ହୀରାନଗର ଜନବସତି ଉପରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୧୩।୧୦: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ଶନିବାର ରାତିରୁ ରବିବାର ସକାଳ ୫ଟା ୩୦ ପର୍ଯ୍ୟନ୍ତ...

ପ୍ରେମିକଙ୍କ ସହ ରୋମାଣ୍ଟିକ ହେଲେ ଏହି ଫିଲ୍ମ ନିର୍ମାତାଙ୍କ ଝିଅ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ତଥା ଅଭିନେତା ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ ଏବେ ଚର୍ଚ୍ଚାରେ ଅଛନ୍ତି। ଗତ ୮ ତାରିଖରେ ଆଲିଆ...

ଜାଣନ୍ତି କି ଜୟା ଏବଂ ରେଖାଙ୍କ ମଧ୍ୟରୁ କିଏ ଅଧିକ ଧନୀ, କାହା ପାଖରେ ଅଛି କେତେ କାର୍‌ ଆଉ ବଙ୍ଗଳା

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନ ଏବଂ ରେଖାଙ୍କର ଆଜି ବି ଅନେକ ପ୍ରଶଂସକ ରହିଛନ୍ତି। ପ୍ରଶଂସକମାନେ ଏହି ଦୁଇ ଅଭିନେତ୍ରୀଙ୍କ ବିଷୟରେ ଅଧିକ...

Advertisement
Archives

Model This Week