Posted inଜାତୀୟ

ହସ୍ପିଟାଲ୍‌ରେ ଲାଲୁ ଯାଦବ: ଫଟୋ ଶେୟାର କରି ଭାବପ୍ରବଣ ହେଲେ ଝିଅ

ପାଟନା,୫।୭: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଲାଲୁ ପାରସ ହସ୍ପିଟାଲ ବେଡ୍‌ରେ ଥବା ବେଳର ଫଟୋ ଶେୟାର କରି ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଏକ ଭାବପ୍ରବଣ ବାର୍ତ୍ତା ପୋଷ୍ଟ କରିଛନ୍ତି। ରୋହିଣୀ ଲେଖିଛନ୍ତି, ମୋର ହିରୋ, ମୋର ବ୍ୟାକବୋନ୍‌ ପାପା, ଶୀଘ୍ର ସୁସ୍ଥ ହୋଇଯାଅ। ଯିଏ ସମସ୍ତ ବାଧାବିଘ୍ନରୁ ମୁକ୍ତି ପାଇଛି। କୋଟି କୋଟି ଲୋକଙ୍କ ପ୍ରାର୍ଥନା ଯାହାର ଶକ୍ତି। ଆଜି ରାଷ୍ଟ୍ରୀୟ ଜନତା ଦଳର ୨୬ତମ ଫାଉଣ୍ଡେସନ ଦିବସ କିନ୍ତୁ ଲାଲୁ ଯାଦବଙ୍କ ଅସୁସ୍ଥତା ହେତୁ କୌଣସି ଉତ୍ସବ ପାଳନ କରାଯାଉ ନାହିଁ। କେବଳ ସଦସ୍ୟତା ଅଭିଯାନ ଚାଲିବ।
ପାରସ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲାଲୁ ଯାଦବ ଯଦିଓ ଏବେ ଆଇସିୟୁରେ ଅଛନ୍ତି, କିନ୍ତୁ ତାଙ୍କ ସ୍ବାସ୍ଥ୍ୟ ବର୍ତ୍ତମାନ ସ୍ଥିର ରହିଛି। ଡାକ୍ତରୀ ରିପୋର୍ଟ ଅନୁଯାୟୀ ତାଙ୍କୁ ଆଉ କିଛି ଦିନ ଆଇସିୟୁରେ ରଖିବାକୁ ପଡିପାରେ। ଅନେକ ରୋଗରେ ପୀଡିତ ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯିବାରୁ ତାଙ୍କୁ ପାରାସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ ଶନିବାର ରାତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ବାସଭବନରେ ଲାଲୁ ଯାଦବ ସିଡ଼ିରୁ ଅସନ୍ତୁଳିତ ହୋଇ ପଡିଯାଇଥିଲେ। ତାଙ୍କ ଡାହାଣ କାନ୍ଧରେ ସାମାନ୍ୟ ଭାଙ୍ଗି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରୁ ବହିଷ୍କୃତ ହେଲେ ଅଭିଯୁକ୍ତ ବିଧାୟକ କୁଲଦୀପ ସେନ୍‌ଗାର

ଲକ୍ଷ୍ନୌ,୧।୮: ଉନ୍ନାଓ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଭାଜପା ବିଧାୟକ କୁଲଦୀପ ସିଂ ସେନ୍‌ଗାରଙ୍କୁ ଭାଜପାରୁ ବହିଷ୍କାର କରାଯାଇଛି। ସୂଚନା ଅନୁଯାୟୀ, ଭାଜପାର ପ୍ରଦେଶ ଅଧ୍ୟକ୍ଷ...

ସିଆର୍‌ପିଏଫ୍‌ କ୍ୟାମ୍ପ୍‌ରେ ପୁଣି ଫୁଟିଲା ଗୁଳି: କମ୍ପାନୀ କମାଣ୍ଡରଙ୍କୁ ହତ୍ୟା କରି ନିଜକୁ ଗୁଳି କଲେ ଯବାନ

ରାଞ୍ଚି,୯।୧୨: ଗତ ସପ୍ତାହରେ ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିବାବେଳେ ପୁଣି ସୋମବାର ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ଖେଳଗାଓ୍ବଁ ସ୍ଥିତ କ୍ୟାମ୍ପ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି।...

କରୋନାରେ ପିଆଇବି ଉପନିର୍ଦ୍ଦେଶକଙ୍କ ପରଲୋକ

ନୂଆଦିଲ୍ଲୀ, ୨୯ା୪: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପ୍ରେସ୍‌ ଇନ୍‌ଫରମେଶନ ବ୍ୟୁରୋ(ପିଆଇବି) ଉପନିର୍ଦ୍ଦେଶକ ସଞ୍ଜୟ କୁମାର ଶ୍ରୀବାସ୍ତବ( ୫୬)ଙ୍କ ମଙ୍ଗଳବାର ପରଲୋକ ହୋଇଛି।...

ଭାଜପା ଅଫିସ୍‌ରେ ଲାଗିଲା ନିଆଁ

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ଏପର୍ଯନ୍ତ ଟ୍ରେଣ୍ଡରେ ତୃତୀୟ ଥର ପାଇଁ ଟିଏମସି ସରକାର ଗଠନ କରିବାକୁ ଯାଉଥିବା ଦେଖାଯାଉଛି।...

ନଭନୀତ କାର୍ଲାଙ୍କୁ ଜାମିନ

ନୂଆଦିଲ୍ଲୀ, ୩୦।୫: ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର ବେଆଇନ ମହଜୁଦ୍‌ ରଖିବା ମାମଲାରେ ବ୍ୟବସାୟୀ ନଭନୀତ କାର୍ଲାଙ୍କୁ ଦିଲ୍ଲୀର ଏକ ଅଦାଲତ ଶନିବାର ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ...

କେରଳରେ ଚିହ୍ନଟ ହେଲେ ପ୍ରଥମ କରୋନା ଭୂତାଣୁ ସଂକ୍ରମିତ

ନୂଆଦିଲ୍ଲୀ,୩୦।୧: କରୋନା ଭୂତାଣୁରେ ଆକ୍ରାନ୍ତ ଥିବା ପ୍ରଥମ ରୋଗୀ କେରଳର ବୋଲି ଚିହ୍ନଟ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି।...

ଜେଏନ୍‌ୟୁ ହିଂସା ପରେ ପ୍ରଥମ ଥର ସାମ୍ନାକୁ ଆସିଲା କୁଳାଧିପତିଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୭।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ରେ ହୋଇଥିବା ହିଂସା ପରେ ପ୍ରଥମ ଥର ସେଠାକାର କୁଳାଧିପତିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ...

ପାକିସ୍ତାନକୁ ଆର୍‌ଏସ୍‌ଏସ୍‌ର ଚେତାବନୀ: ଦାଦାଗିରି କଲେ ପିଓକେ ବି ଛଡ଼ାଇ ଅଣାଯିବ

ନୂଆଦିଲ୍ଲୀ,୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ପାକିସ୍ତାନରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆର୍‌ଏସ୍‌ଏସ୍‌ ପକ୍ଷରୁ ପାକିସ୍ତାନକୁ ଚେତାବନୀ ଦିଆଯାଇଛି। ଆର୍‌ଏସ୍‌ଏସ୍‌ ସଦସ୍ୟ...

Advertisement
Archives

Model This Week