‘ନିଷ୍ପତ୍ତି କଠିନ ଥିଲା’
ପାଣାଜୀ,୨୭।୧: ଗୋଆ ନିର୍ବାଚନ ପାଇଁ ଭାଜପା ନିଜର ପ୍ରାର୍ଥୀ ଘୋଷଣା କରିଛି। ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍କଳଙ୍କ ପାଣାଜୀ ଆସନରୁ ଟିକେଟ ଦେଇନାହିଁ। ପରେ ଉତ୍କଳ ସ୍ବାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ...
ବାପାଙ୍କ ପାଇଁ ଭୋଟ ମାଗୁଛନ୍ତି ୭ ବର୍ଷୀୟା ଝିଅ
ଅଯୋଧ୍ୟା,୨୭।୧: ଗାୟତ୍ରୀ ପାଣ୍ଡେ ଏବେ ଭୋଟ ଦେବାକୁ ଯୋଗ୍ୟ ହୋଇନାହାନ୍ତି। କିନ୍ତୁ ସେ ପ୍ରଚାର କରୁଛନ୍ତି ତାଙ୍କ ବାପା ତଥା ସମାଜବାଦୀ ପାର୍ଟି ପ୍ରାର୍ଥୀ ପଓ୍ବନ ପାଣ୍ଡେଙ୍କ ପାଇଁ। ପ୍ରତ୍ୟେକ ଦିନ ସକାଳୁ ୭ ବର୍ଷୀୟା ଝିଅ ତାଙ୍କ ବାପାଙ୍କ...
୨୦୦୭ ଜନ୍ମିତ ପିଲାଙ୍କୁ ମିଳିବ ଟିକା
ନୂଆଦିଲ୍ଲୀ,୨୭।୧: ୨୦୦୭ ଜନ୍ମ ହୋଇଥିବା ପିଲାମାନେ ନେଇପାରିବେ ଟିକା। କିଶୋରଙ୍କୁ ଟିକା ନେଇ ଜନ୍ମବର୍ଷ ଦ୍ୱନ୍ଦ୍ୱ ଦୂର କରିଛି କେନ୍ଦ୍ର। ଏ ନେଇ ରାଜ୍ୟମାନଙ୍କୁ ଏନ୍ଏଚ୍ଏମ୍ ମିଶନ ନିର୍ଦ୍ଦେଶକ ବିକାଶ ସିଲ୍ ପକ୍ଷରୁ ଏକ ଚିଠି ପଠାଯାଇଛି। ୨୦୦୫,୨୦୦୬ ଏବଂ...
ପ୍ରତୀକ୍ଷାର ଅନ୍ତ: ଟାଟା ହାତକୁ ଆସିଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ,୨୭।୧: ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଗୁରୁବାର ଔପଚାରିକ ଭାବେ ଟାଟା ଗ୍ରୁପକୁ ହସ୍ତାନ୍ତର କରିଛନ୍ତି ସରକାର। କେନ୍ଦ୍ର ସରକାରଙ୍କ ଘରୋଇକରଣ ଯୋଜନା ଅଧୀନରେ ଏୟାର ଇଣ୍ଡିଆକୁ ସାମିଲ କରାଯାଇ ଏହାର ସଫଳ ନିଲାମ କରାଯାଇଛି। ଏବେ ଏୟାର ଇଣ୍ଡିଆର...
ଗଣବଳାତ୍କାରୀ ପୀଡ଼ିତାଙ୍କ ମୁହଁରେ କଳା ବୋଳି, ଲଣ୍ଡା କରି ଚଲାଇଲେ
ନୂଆଦିଲ୍ଲୀ,୨୭।୧: ଗଣବଳାତ୍କାର ପୀଡ଼ିତାଙ୍କୁ ଦିଲ୍ଲୀରେ ମାଡ଼ ମାରିବା ସହ ତାଙ୍କୁ ଲଣ୍ଡା କରି ମୁହଁରେ କାଳି ବୋଳି ପରେଡରେ କରାଇଛନ୍ତି ପଡ଼ୋଶୀ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ୪ ମହିଳାଙ୍କୁ ଗିରଫ କରାଯାଇଛି। ଏ ନେଇ ଗୁରୁବାର...
କୋହଳ ହେଲା କରୋନା ନିୟମ
ନୂଆଦିଲ୍ଲୀ,୨୭।୧: କୋଭିଡ୍ ସଂକ୍ରମଣ ବଢୁଥିବା ନେଇ ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରାଯାଇଥିଲା। ତେବେ ରାଜ୍ୟରେ ସଂକ୍ରମଣ ହାର କମୁଥିବା ବେଳେ ଦିଲ୍ଲୀ ସରକାର କର୍ଫ୍ୟୁ ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ରାତି ସମୟରେ କର୍ଫ୍ୟୁ ଜାରି ରହିବ। ସିନେମା...
ଏଣିକି ବଜାରରେ ମିଳିବ କୋଭିଶିଲ୍ଡ, କୋଭାକ୍ସିନ୍ ଟିକା
ନୂଆଦିଲ୍ଲୀ,୨୭।୧: ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଆଣ୍ଟି-କୋଭିଡ -୧୯ ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ୍ର ନିୟମିତ ବଜାରରେ ବିକ୍ରି କରିବାକୁ ଅନୁମତି ଦେଇଛି। ମେଡିକାଲ ଷ୍ଟୋରରେ ଏହି ଟିକା ଉପଲବ୍ଧ ହେବ ନାହିଁ ବୋଲି ସୂତ୍ରରୁ ପ୍ରକାଶ।...
ଭାରତୀୟ ଯୁବକଙ୍କୁ ଫେରାଇଲା ଚାଇନା
ନୂଆଦିଲ୍ଲୀ,୨୭ା୧: ଚାଇନା ସେନା ଭାରତୀୟ ଯୁବକ ମିରାମ ଟାରୋନଙ୍କୁ ଭାରତକୁ ହସ୍ତାନ୍ତର କରିଛି। ଏନେଇ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଗୁରୁବାର ସକାଳେ ଅରୁଣାଚଳ ପ୍ରଦେଶର ଓ୍ବାଚା ଦାମାଇରେ ଭାରତୀୟ ଯୁବକ ମିରାମ...
ଭାଜପାକୁ ବଡ଼ ଝଟ୍କା
ଡେରାଡୁନ୍,୨୭।୧: ଉତ୍ତରଖଣ୍ଡରେ ଭାଜପା ଏବଂ କଂଗ୍ରେସରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଦଳୀୟ ଅସନ୍ତୋଷ ଥମିବାର ନାଁ ନେଉନାହିଁ। ଗୁରୁବାର ଦୁଇ ଭାଜପା ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। ଏଥିରେ ତେହେରୀ ଏବଂ ରୁଦ୍ରପୁରର ବିଧାୟକ ସାମିଲ ଅଛନ୍ତି।...
କଏଦୀଙ୍କର ବୈବାହିକ ସମ୍ପର୍କର ମୌଳିକ ଅଧିକାର ନାହିଁ, ହାଇକୋର୍ଟଙ୍କ ରାୟ…
ଚେନ୍ନାଇ, ୨୭।୧ : କଏଦୀଙ୍କ ମୌଳିକା ଅଧିକାର ନେଇ ମାଡ୍ରାସ ହାଇକୋର୍ଟ ଏକ ରାୟରେ ଦୁଇଟି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଦୋଷୀ ସାବ୍ୟସ୍ତ କଏଦୀଙ୍କୁ ବୈବାହିକ ଅଧିକାରରୁ ବଞ୍ଚିତ କରିବା ଦ୍ୱାରା ସାମ୍ବିଧାନିକ ଧାରା ୨୧ ର ଉଲ୍ଲଂଘନ ହେବ...
ପ୍ରାର୍ଥିପତ୍ର ଦାଖଲ କଲେ ଗୋଆ ମୁଖ୍ୟମନ୍ତ୍ରୀ
ପଣଜୀ,୨୭ ।୧: ଗୋଆ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଗୁରୁବାର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେ ସାଂକ୍ୱେଲିମ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।...
ଓମିକ୍ରନ୍ ପାଇଁ ଘୁଞ୍ଚାଇ ଦିଆଯାଉ ବିଧାନସଭା ନିର୍ବାଚନ
ନୂଆଦିଲ୍ଲୀ,୨୭ ।୧: କଂଗ୍ରେସ ନେତା ଜଗଦିଶ ଶର୍ମା ଦିଲ୍ଲୀ ହାଇକୋର୍ଟରେ ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି ଦେଶରେ କରୋନା ମହାମାରୀର ଓମିକ୍ରନ୍...
Archives


