ଜାତୀୟ

କ୍ଷମତାର କେନ୍ଦ୍ରରେ ମୋର ଜନ୍ମ, ହେଲେ ମୋର ସେଥିରେ ଆଗ୍ରହ ନାହିଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୯।୪: ମୁଁ କ୍ଷମତାର କେନ୍ଦ୍ରରେ ଜନ୍ମ ହୋଇଛି। ହେଲେ ମୋର ସେଥିପ୍ରତି ଲୋଭ ନାହିଁ ବୋଲି ଶନିବାର ପୂର୍ବତନ ଆଇଏଏସ୍‌ ଅଫିସର କେ. ରାଜୁ ଜୱାହରଙ୍କ ଏକ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଇ ରାହୁଲ ଏହା କହିଛନ୍ତି। ରାହୁଲ କହିଛନ୍ତି, ରାଜନୈତିକ…

ମାୟାବତୀ ଇଡି-ସିବିଆଇ ଭୟରେ ନିର୍ବାଚନ ଲଢ଼ିଲେ ନାହିଁ: ରାହୁଲ

ନୂଆଦିଲ୍ଲୀ,୯।୪: ବିଏସ୍‌ପି ମୁଖ୍ୟ ମାୟାବତୀଙ୍କୁ ମେଣ୍ଟ ପାଇଁ ଆମେ ପ୍ରସ୍ତାବ ଦେଇଥିଲୁ। ହେଲେ ସେ ଇଡି ଏବଂ ସିବିଆଇ ଭୟରେ ନିର୍ବାଚନ ଲଢ଼ିଲେ ନାହିଁ ବୋଲି ଶନିବାର ଦିଲ୍ଲୀରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ କଂଗ୍ରେସ ଏମ୍‌ପି…

ମାଗଣା ସୁବିଧା ଘୋଷଣା କରୁଥିବା ରାଜନୈତିକ ଦଳଙ୍କର ମାନ୍ୟତା ରଦ୍ଦ କରିବା ଅଧିକାର ନାହିଁ, ଏସ୍‌ସିଙ୍କୁ କହିଲେ ଇସି…

ନୂଆଦିଲ୍ଲୀ, ୯।୪ : ନିର୍ବାଚନରେ ମାଗଣା ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ଦଳଙ୍କ ମାନ୍ୟତା ରଦ୍ଦ କରିବା ଅଧିକାର ନାହିଁ ବୋଲି ନିର୍ବାଚନ କମିଶନ (ଇସି) ସୁପ୍ରିମ୍‌କୋର୍ଟ(ଏସ୍‌ସି)ଙ୍କୁ ଜବାବ ଦେଇଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ, ଏହା ତାଙ୍କର କାର୍ଯ୍ୟ…

କରୋନା ଟିକା ଦାମ୍‌ କମିଲା…

ନୂଆଦିଲ୍ଲୀ, ୯।୪ : ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବଂ ଭାରତ ବାୟୋଟେକ ପକ୍ଷରୁ କରୋନା ଟିକାର ବୁଷ୍ଟର ଡୋଜର ଦାମ୍‌ ହ୍ରାସ କରିବାକୁ ଘୋଷଣା କରାଯାଇଛି। ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ଘରୋଇ ଡାକ୍ତରଖାନା ପାଇଁ…

୫୦୦ ଟନ୍‌ର ଲୁହା ପୋଲ ଚୋରି, ଅଫିସର ଭାବେ ପରିଚୟ ଦେଇଥିଲେ ଚୋର…

ରୋହତାସ, ୯।୪ : ବିହାରର ରୋହତାସ ଜିଲାରେ ଚୋରିର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନକଲି ଅଫିସର ଭାବରେ ନିଜକୁ ପରିଚୟ ଦେଇ ଚୋରମାନେ ୬୦ ଫୁଟ ଲମ୍ବ ୧୨ ଫୁଟ ଉଚ୍ଚା ଏବଂ ୫୦୦ ଟନ ଓଜନର ଲୁହା…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୯।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁୁଛି। ଦୈନିକ ସଂକ୍ରମଣ ଗତ ୨୪ ଘଣ୍ଟାରେ ୧୧ ହଜାର ୫୦ରେ ପହଞ୍ଚିଛି। ସେହିପରି ଗତ ୨୪…

ସିଦ୍ଧରମୈୟା-କୁମାରସ୍ବାମୀ ସମେତ ୬୩ଜଣଙ୍କୁ ହତ୍ୟା ଧମକ

ବେଙ୍ଗାଲୁରୁ,୯।୪:କର୍ନାଟକର ବିରୋଧୀ ଦଳର ନେତା ସିଦ୍ଧରମୈୟା, ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ ଏବଂ ଲୋକପ୍ରିୟ ପ୍ରଗତିଶୀଳ ସାହିତ୍ୟକାର କେ.ବୀରଭଦ୍ରାପ୍ପାଙ୍କ ସମେତ ୬୪ଜଣ ଲୋକଙ୍କୁ ହତ୍ୟା କରିବାର ଏକ ଧମକପୂର୍ଣ୍ଣ ଚିଠି ମିଳିଛି। ଏହି ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

‘ହିନ୍ଦୀକୁ ଇଂଲିଶର ବିକଳ୍ପ କରାଯାଉ’

ନୂଆଦିଲ୍ଲୀ,୯।୪: କେନ୍ଦ୍ର କ୍ୟାବିନେଟ କାର୍ଯ୍ୟସୂଚୀର ୭୦ ପ୍ରତିଶତ ଏବେ ହିନ୍ଦୀରେ ପ୍ରସ୍ତୁତ ହେଉଛି। ସ୍ଥାନୀୟ ଭାଷା ନୁହେଁ, ହିନ୍ଦୀକୁ ଇଂଲିଶର ବିକଳ୍ପ ଭାବେ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ୩୭ତମ ସଂସଦୀୟ ଆନୁଷ୍ଠାନିକ ଭାଷା…

ଅନନ୍ତନାଗ ଏନ୍‌କାଉଣ୍ଟରରେ ଲସ୍କର କମାଣ୍ଡର ନିହତ

ଶ୍ରୀନଗର,୯।୪: ଦକ୍ଷିଣ କଶ୍ମୀରର ୨ଟି ସ୍ଥାନରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ପ୍ରଥମ ଏନ୍‌କାଉଣ୍ଟର ଅନନ୍ତନାଗର ସିରହମାରେ ହୋଇଥିବା ବେଳେ ଦ୍ୱିତୀୟ ଏନ୍‌କାଉଣ୍ଟର କୁଲଗାମ ଜିଲାର ହାଜିପୋରାର ଦମହଲରେ ଚାଲିଛି। ଅନନ୍ତନାଗର ସିରହମାରେ ହୋଇଥିବା ସେନାଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ…

ବିଧାନ ପରିଷଦ ନିର୍ବାଚନ: ଗୋରଖପୁରରେ ମତଦାନ କଲେ ଯୋଗୀ

ଲକ୍ଷ୍ନୌ,୯।୪: ବିହାର ପରେ ଏବେ ଉତ୍ତରପ୍ରଦେଶରେ ବିଧାନ ପରିଷଦ ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି। ରାଜ୍ୟର ୩୭ଏମ୍‌ଏଲ୍‌ସି ଆସନରୁ ୯ଟି ଆସନରେ ଭାଜପା ନିର୍ଦ୍ୱନ୍ଦରେ ନିର୍ବାଚନ ଜିତିସାରିଛି। ତେଣୁ ଅବଶିଷ୍ଟ ୨୭ଟି ଆସନରେ ଭାଜପା ଓ ସମାଜବାଦୀ ପାର୍ଟି(ଏସ୍‌ପି) ମଧ୍ୟରେ…

କେଜ୍ରିଓ୍ବାଲଙ୍କୁ ବଡ଼ ଝଟ୍‌କା

ଶିମଲା,୯।୪: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି(ଏଏପି)କୁ ବଡ଼ ଝଟ୍‌କା ଲାଗିଛି। ରାଜ୍ୟର ୨ଜଣ ବଡ଼ ନେତା ଭାଜପାରେ ସାମିଲ ହୋଇଛନ୍ତି। ଏଏପି ମୁଖ୍ୟ ଅନୁପ କେଶରୀ ଓ ଅନ୍ୟ ୨ଜଣ ନେତା ଶୁକ୍ରବାର ଭାରତୀୟ ଜନତା…

ଗୁଜରାଟରେ ଏକ୍ସଇ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୯।୪: ଗୁଜୁରାଟରେ କରୋନା ଭୂତାଣୁର ନୂଆ ଏକ୍ସଇ ଭାରିଆଣ୍ଟ ମାମଲା ଚିହ୍ନଟ ହୋଇଛି। ଗୁଜରାଟର ଜଣେ ବ୍ୟକ୍ତି ଏକ୍ସଇ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି। ଏପରିକି ଅଏକ୍ସଏମ ଭାରିଏଣ୍ଟର ଅନ୍ୟ ଏକ ମାମଲା ମଧ୍ୟ ଚିହ୍ନଟ ହୋଇଛି। ଏକ୍ସଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri