ଜାତୀୟ

ନକଲି ଭୋଟ ଦେଉଥିବା ୬ଜଣଙ୍କୁ ଗିରଫ କଲା ପୋଲିସ: ଏଥିରେ ୪ମହିଳା ସାମିଲ

ଲକ୍ଷ୍ନୌ,୧୪।୨: ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ୯ଟି ଜିଲାର ୫୫ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯାଇଛି। ଏହିକ୍ରମରେ ରାମପୁର ଜିଲାରେ ମଧ୍ୟ ମତଦାନ ହୋଇଥିଲା। ତେବେ ମତଦାନ ସମୟରେ ରାମପୁର ଜିଲାରେ ନକଲି ଭୋଟ ଦେବାକୁ ଚେଷ୍ଟା...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ୫ଟା ସୁଦ୍ଧା ୟୁପିରେ ୬୦% ମତଦାନ

ଲକ୍ଷ୍ନୌ,୧୪।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୫୫ଟି ଆସନ ପାଇଁ ସୋମବାର ମତଦାନ ଅନୁଷ୍ଠିତ ହୋଇଥିଲା। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ ହୋଇଛି। କିଛି ବୁଥ୍‌ଗୁଡ଼ିକରେ ଲମ୍ବା ଲାଇନ୍‌ ଲାଗିଥିବାରୁ ସମୟ...

‘ହିଜାବକୁ ନିଷିଦ୍ଧ କରିବା ପାଇଁ ଆଇନ ନାହିଁ’

ବେଙ୍ଗାଲୁରୁ,୧୪।୨: ହିଜାବ କଟକଣା ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି କରି କର୍ନାଟକ ହାଇକୋର୍ଟ ଶିକ୍ଷାନୁଷ୍ଠାନର ପରିଚାଳନା କମିଟିକୁ ଛାତ୍ରୀଙ୍କୁ ଅନୁମତି ଦିଆଯିବ କି ନାହିଁ ନିଷ୍ପତ୍ତି ନେବାର ଦାୟିତ୍ୱଭାର ଦେଇଛନ୍ତି। କିନ୍ତୁ ଏଭଳି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ...

‘ପଚାରିବାର ଅଛି ତ ପାକିସ୍ତାନକୁ ପଚାର’

ନୂଆଦିଲ୍ଲୀ,୧୪।୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦାବି ଉପରେ ରାଜନୀତି ଜୋର ଧରିଛି। କେସିଆର୍‌ଙ୍କ ଉପରେ ଭାଜପା ବର୍ଷିଛି। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କେସିଆରଙ୍କୁ ଟାର୍ଗେଟ କରି କହିଛନ୍ତି, ପଚାରିବାର ଅଛି ତ...

ଦେବୀଙ୍କ ଦର୍ଶନ କରିବାକୁ ଦେଲେ ନାହିଁ: ମୋଦି

ଚଣ୍ଡିଗଡ଼,୧୪।୨: ପଞ୍ଜାବ ରାଜନୀତି ଏବେ ସରଗରମ ରହିଛି। ନିର୍ବାଚନୀ ଯୁଦ୍ଧ ପାଇଁ ସମସ୍ତ ଦଳ ନିଜ ନିଜର ବଳ ଲଗାଇ ଦେଇଛନ୍ତି। ଶିଖ୍‌ ସଂଖ୍ୟାଲଘୁ ରାଜ୍ୟରେ ଶିରୋମଣି ଅକାଳୀ ଦଳ ସହ ମେଣ୍ଟ ନ କରି ପ୍ରଥମ ଥର ଭାରତୀୟ...

‘ମୁଁ ଜିତିଲେ ମୁସଲମାନମାନେ ତିଲକ ଲଗେଇବେ’

ଲକ୍ଷ୍ନୌ,୧୪।୨: “ମୁଁ ପୁଣି ଥରେ ନିର୍ବାଚିତ ହେଲେ ମୁସଲମାନମାନେ ତିଲକ ଲଗେଇବେ”। ଉତ୍ତରପ୍ରଦେଶ ନିର୍ବାଚନ ମଧ୍ୟରେ ଏଭଳି ବୟାନ ଦେଇଛନ୍ତି ଭାଜପାର ବିଧାୟକ ରାଘବେନ୍ଦ୍ର ସିଂ। ଘଟଣାର ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି।...

୩ଟା ସୁଦ୍ଧା ୟୁପିରେ ୫୧.୯୩% ମତଦାନ

ଲକ୍ଷ୍ନୋ,୧୪।୨: ପ୍ରଥମ ପର୍ଯ୍ୟାୟ ପରେ ସୋମବାର ଉତ୍ତରପ୍ରଦେଶର ୫୫ ଆସନରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଳିଛି। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ସାଢେ ୩ଟା ସୁଦ୍ଧା ୫୧.୯୩% ମତଦାନ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ୫୮୪...

ପଞ୍ଜାବରେ ମୋଦିଙ୍କ ପ୍ରଥମ ରାଲି, କହିଲେ ଏହି ମାଟି ସହ ମୋର ରହିଛି ପୁରୁଣା ସମ୍ପର୍କ

ଚଣ୍ଡିଗଡ,୧୪ ।୨: ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପ୍ରଥମ କରି ସେଠାରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି । ଜଳନ୍ଧରରେ ମୋଦି ଏକ ରାଲି କରିବା ସହ ଏକ ଜନସଭାରେ ଉଦବୋଧନ ଦେଇଛନ୍ତି ।...

ମୁଖ୍ୟମନ୍ତ୍ରୀ, ତାଙ୍କ ପତ୍ନୀଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଡେରାଡୁନ,୧୪।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ସମସ୍ତ ୭୦ଟି ଆସନ ପାଇଁ ସୋମବାର ମତଦାନ ଜାରି ରହିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ ତାଙ୍କ ପତ୍ନୀ ଗୀତାଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଧାମି...

ଚନ୍ନିଙ୍କ ଅଭିଯୋଗ: ମୋଦିଙ୍କ ରାଲି ଯୋଗୁ ତାଙ୍କ ହେଲିକପ୍ଟର ଉଡାଣକୁ ମିଳିଲା ନାହିଁ ଅନୁମତି

ଚଣ୍ଡିଗଡ଼,୧୪ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କ ଗସ୍ତକୁ ନେଇ ପୁଣି ବିବାଦ ଦେଖାଦେଇଛି । ମୋଦିଙ୍କ ଗସ୍ତ ଯୋଗୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ହେଲିକପ୍ଟରକୁ ଉଡାଣ ଅନୁମତି ମିଳି ନ ଥିବା ଅଭିଯୋଗ ହୋଇଛି । ପ୍ରଧାନମନ୍ତ୍ରୀଙ୍କ...

ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦିଅନ୍ତୁ ମୋଦି ସରକାର:କେସିଆର୍‌

ହାଇଦ୍ରାବାଦ୍‌,୧୪।୨: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ସରକାରଙ୍କୁ ନିକଟରେ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଛନ୍ତି। ଚନ୍ଦ୍ରଶେଖର ରାଓ କହିଛନ୍ତି,...

ହିଜାବ ମାଧ୍ୟମରେ ସମାନ ନାଗରିକ ସଂହିତା, ରାଜନୈତିକ ମହଲରେ ଚର୍ଚ୍ଚା…

ନୂଆଦିଲ୍ଲୀ,୧୪ା୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ରାଜ୍ୟରେ ପୁନର୍ବାର ଭାଜପା କ୍ଷମତାକୁ ଆସେ ତେବେ କର୍ନାଟକର ହିଜାବକୁ ନେଇ ବିବାଦ ମଧ୍ୟରେ ସମାନ ନାଗରିକ ସଂହିତା (ୟୁନିଫର୍ମ ସିଭିଲ କୋଡ) କାର୍ଯ୍ୟକାରୀ ହେବ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri