ଜାତୀୟ

ଭାଜପା ବିଧାୟକଙ୍କ ଧମକ: ଯେଉଁ ଲୋକ ଭାଜପା ଭୋଟ ଦେଉନାହାନ୍ତି, ତାଙ୍କର ହେବ ଏମିତି ଅବସ୍ଥା

ହାଇଦ୍ରାବାଦ୍‌,୧୫।୨: ଉତ୍ତର ପ୍ରଦେଶରେ ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏବେ ସମସ୍ତ ତୃତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାପୂର୍ବରୁ ଜଣେ ଭାଜପା ବିଧାୟକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛି। ହାଇଦ୍ରାବାଦର ଗୋଶାମହାଲ ବିଧାନସଭାର...

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୧୫।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭ ହଜାର ୪୦୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୩୪୭ ଜଣଙ୍କ ମୃତ୍ୟୁ...

ଜନ୍ମଦିନରେ ଗରମ ସାମ୍ବରରେ ପଡ଼ି ପ୍ରାଣ ହରାଇଲେ

ହାଇଦ୍ରାବାଦ୍‌,୧୫।୨: ଆନ୍ଧ୍ରପ୍ରଦେଶରେ ଗତ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ଗରମ ସାମ୍ବର ରଖାଯାଇଥିବା ପାତ୍ରରେ ପଡ଼ି ପ୍ରାଣ ହରାଇଛନ୍ତି ଦୁଇ ବର୍ଷୀୟା ଝିଅ। ଏଭଳି ଘଟଣା ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ଜିଲାର କାଲାଗାରା ଗାଁରେ ଘଟିଛି। ଶିଶୁକନ୍ୟାଙ୍କୁ ହସ୍ପିଟାଲ...

ସରକାରଙ୍କୁ ସମର୍ଥନ କରିବାରୁ ନିଲମ୍ବିତ ହେବେ ୫ ବିଧାୟକ

ଗୁଆହାଟୀ,୧୫।୨: ମେଘାଳୟର ଭାଜପା ସମର୍ଥତ୍ତ ସରକାରରେ ଯୋଗଦେଇଥିବା ୫ କଂଗ୍ରେସ ବିଧାୟକ ଦଳରୁ ନିଲମ୍ବନ ହେବେ। ମେଘାଳୟ କଂଗ୍ରେସ ସଭାପତି ଭିନ୍‌ସେଣ୍ଟ ଏଚ୍‌. ପାଲା ସେମାନଙ୍କୁ ନିଲମ୍ବନ କରାଯିବା ଲାଗି ଏଆଇସିସିକୁ ସୁପାରିସ କରିଛନ୍ତି। ସେମାନଙ୍କୁ କାରଣ ଦର୍ଶାଅ ନୋଟିସ...

ୟୁନିଫର୍ମ ରଙ୍ଗର ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଉ

ବାଙ୍ଗାଲୁରୁ,୧୫।୨: କେନ୍ଦ୍ରୀୟ ବିଦ୍ୟାଳୟରେ ମୁସଲିମ ଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ସହ ମ୍ୟାଚ୍‌ କରୁଥିବା ରଙ୍ଗର ହେଡ୍‌ସ୍କାର୍ଫ ପିନ୍ଧିବାକୁ ବିକଳ୍ପ ଦିଆଯାଇଛି। ଏହାକୁ ଆଧାର କରି ସମାନ ଅନୁମତି ଦେବାକୁ କର୍ନାଟକ ହାଇକୋର୍ଟରେ ସରକାରୀ ଶିକ୍ଷାନୁଷ୍ଠାନରେ ହିଜାବ ପ୍ରତିବନ୍ଧକ ବିରୋଧରେ ଆବେଦନକାରୀଙ୍କ...

ଶେଷ ହେଲା କରୋନାର ତୃତୀୟ ଲହର!

ନୂଆଦିଲ୍ଲୀ,୧୫ ।୨: ଦେଶରେ କରୋନା ମହାମାରୀର ତୃତୀୟ ଲହର କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୭,୪୦୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଲଗାତାର ତୃତୀୟ ଦିନରେ ସଂକ୍ରମଣ ସଂଖ୍ୟା ୫୦ ହଜାର ତଳେ ରହିଛି...

ପୌର ନିର୍ବାଚନ ପୋଛିନେଲା ଟିଏମ୍‌ସି

କୋଲକାତା,୧୪।୨: କୋଲକାତା ପରେ ପଶ୍ଚିମବଙ୍ଗର ବିଧାନନଗର, ସିଲିଗୁଡ଼ି, ଆସାନସୋଲ ଏବଂ ଚାନ୍ଦେରନାଗୋରେ ପୌର ନିଗମ ନିର୍ବାଚନ ଜିତିନେଇଛି ତୃଣମୂଳ କଂଗ୍ରେସ(ଟିଏମ୍‌ସି)। ସିଲିଗୁଡ଼ି ଏବଂ ଆସାନସୋଲରେ ଭାଜପା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଧାନନଗର ଏବଂ ଚାନ୍ଦେରନାଗୋରେ ପୌର ନିଗମରେ ବାମ...

ଟେକା ମାଡ଼ରେ ଭାଜପା ପ୍ରାର୍ଥୀ ଗୁରୁତର

ଚଣ୍ଡିଗଡ଼,୧୫।୨: ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ପଞ୍ଜାବ ଗିଲ୍‌ ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ସୁଚାରାମ ଲାଧାରଙ୍କ କାରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଫଳରେ ସେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୁଚାରାମ ଲୁଧିଆନାର ଏକ...

କକ୍ଷପଥରେ ଇଓଏସ୍‌-୦୪

ଶ୍ରୀହରିକୋଟା, ୧୪ା୨: ଚଳିତ ବର୍ଷର ପ୍ରଥମ ମିଶନ ଭାବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୋମବାର ସଫଳତାର ସହ ପିଏସ୍‌ଏଲ୍‌ଭି-ସି୫୨ ଯୋଗେ ଇଓଏସ୍‌-୦୪ ଉପଗ୍ରହକୁ ସଫଳତାର ସହ ପ୍ରେରଣ କରିଛି। ଏହା ସହ ଦୁଇଟି ଛୋଟ ସାଟେଲାଇଟ୍‌ ଇନ୍‌ସ୍ପାୟାରସାଟ୍‌-୧...

ହିଜାବ ବ୍ୟାନ୍‌ ପାଇଁ ଆଇନ ନାହିଁ

ବେଙ୍ଗାଲୁରୁ,୧୫।୨: ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ବ୍ୟବହାର ନିଷେଧ କରିବା ପାଇଁ କୌଣସି ଆଇନ ନାହିଁ ବୋଲି କର୍ନାଟକ ହାଇକୋର୍ଟରେ ଛାତ୍ରୀମାନେ ଯୁକ୍ତି ବାଢ଼ିଛନ୍ତି। ହିଜାବ ପିନ୍ଧିଥିବାରୁ କଲେଜରେ ପ୍ରବେଶ ଅନୁମତି ମିଳି ନ ଥିବା ଛାତ୍ରୀମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବଦତ୍ତ...

ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ ଫେରାଇଦେଲା ସ୍କୁଲ

ମାଡ଼ିକେରି,୧୪।୨: କର୍ନାଟକ କୋଡାଗୁ ଜିଲାର ଏକ ପବ୍ଲିକ୍‌ ସ୍କୁଲ୍‌କୁ ସୋମବାର ହିଜାବ ପିନ୍ଧି ଆସିଥିବା ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀଙ୍କୁ ପ୍ରବେଶ ଅନୁମତି ଦିଆଯାଇ ନାହିଁ। ଫଳରେ ସେମାନେ ଘରକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ନ୍ୟାୟ ମିଳିବ ବୋଲି ଛାତ୍ରୀମାନଙ୍କ ମାଆବାପା...

ଶ୍ରୀନଗରରେ ଫାରୁକ୍‌ ଗୃହବନ୍ଦୀ

ଶ୍ରୀନଗର,୧୫।୨: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲାଙ୍କୁ ସୋମବାର ତାଙ୍କ ଶ୍ରୀନଗରସ୍ଥିତ ବାସଭବନରେ ଗୃହବନ୍ଦୀ ରଖାଯାଇଛି। ପୁଲ୍‌ଓ୍ବାମା ଆକ୍ରମଣର ତୃତୀୟ ବାର୍ଷିକୀରେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ବାସଭବନ ବାହାରକୁ ଛଡ଼ାଯାଇ ନାହିଁ। ସେ ଏହାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri